Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଶଙ୍ଖ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭାଗ୍ୟ

 
Ghh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭିଡିଓଟିରେ ଦେଖି ପାରୁଥିବେ ୩ଟି ସଂଖ ବା ନମ୍ବର ଅଛି ସେଥି ମଧ୍ୟରୁ ବାଛନ୍ତୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ କେଉଁ ଖୁସି ଖବର ଆପଣଙ୍କୁ ଶୀଘ୍ର ମିଳିବାକୁ ଯାଉଛି। ତେବେ ଆପଣ ଭଲ ଭାବରେ ଦେଖନ୍ତୁ ଏହି ତିନୋଟି ଶଙ୍ଖକୁ ଆଉ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଶଙ୍ଖ ବା ନମ୍ବର।
ଆପଣଙ୍କ ଭବିଷ୍ୟତ, ଅତୀତ,ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ଆପଣଙ୍କ କିପରି ରହିବ ସେ ସବୁ ରହିଥିଲା। କିନ୍ତୁ ଆଜିର ବିଷୟରେ ଆମେ ଜାଣିବା ଆପଣ ଜଣେ ନାମକୁ ଚିନ୍ତା କରି ଆପଣ ଏହି ଗୋଟିଏ ସଂଖ୍ୟା ବା ଶଙ୍ଖ ବାଛନ୍ତୁ।
Hh
ପ୍ରଥମ ଶଙ୍ଖ -ଆପଣ ଯଦି ପ୍ରଥମ ଶଙ୍ଖଟିକୁ ବାଛିଛନ୍ତି ତେବେ କୌଣସି ଗତ କଥାକୁ ଯଦି ଆପଣ ଭୁଲି ଯାଆନ୍ତି ତାହେଲେ ରବି ଗ୍ରହ ଆପଣଙ୍କ ଭାଗ୍ୟ ଚକ୍ରରେ ପୁନଶ୍ଚ ବଳବାନ ହୋଇ ଉଠିବେ। ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ। କୌଣସି କାର୍ଯ୍ୟକୁ ତରବର ହୋଇ କରନ୍ତୁ ନାହିଁ।
ଆପଣଙ୍କ ଏହି ଗୋଟିଏ ଗୁଣ ଖରାପ ରହିଥାଏ ଯେ ଆପଣ ଯେଉଁ ବି କାର୍ଯ୍ୟଟିକୁ କରୁଛନ୍ତି ବହୁତ ଶୀଘ୍ର କରୁଛନ୍ତି ବୁଝି ବିଚାରି କୌଣସି କାର୍ଯ୍ୟ କରୁ ନାହାନ୍ତି। ଏପରି କରି ଆପଣ ପୂର୍ବରୁ ବହୁତ ହଇରାଣ ମଧ୍ୟ ହୋଇଛନ୍ତି। ତେଣୁ ଆପଣ ଏଭଳି ଭୁଲ ଆଗକୁ କେବେ କରନ୍ତୁ ନାହିଁ। ପିଲାମାନଙ୍କ ପ୍ରତି ନାରୀ ମାନଙ୍କ ପ୍ରତି ଏବଂ ନିଜ ବାପା ମାଙ୍କ ପ୍ରତି କଠୋରତା ଆଣନ୍ତୁ ନାହିଁ। 
Hjj
ଦ୍ୱିତୀୟ ଶଙ୍ଖ- ତେବେ ଆପଣଙ୍କ ଅସୁବିଧାର ସମାଧାନ ହେବାର ବେଳ ଆସି ଯାଇଛି ଗୃହରେ ମଙ୍ଗଳ କାର୍ଯ୍ୟମାନ ସମ୍ପର୍ଣ୍ଣ ହେବ ସନ୍ତାନ ସୁଖ ଭୋଗ କରିବେ। ଆପଣଙ୍କ ସ୍ତ୍ରୀ ମଧ୍ୟ ଆଉ ଆପଣଙ୍କ ବିମୁଖ ହେବେ ନାହିଁ। ମୁହଁରେ ଆପଣଙ୍କୁ ହଇରାଣ କରୁଥିବା ଲୋକ ଆପଣଙ୍କ ଠାରୁ ଦୁରେଇ ଯିବେ। ବହୁତ ଦିନରୁ ଆପଣଙ୍କ ସନ୍ତାନ ଚିନ୍ତା ଥିଲା ଭାଗ୍ୟଦୋୟ ବଳରେ ଆପଣଙ୍କ ଭାଗ୍ୟର ଅବନତି ଘଟୁଅଛି।
ବହୁ ଧନ ବ୍ୟୟ ମଧ୍ୟ ହୋଇ ସାରିଛି ଲୋକ ସମ୍ପର୍କ ହାନି ଯନ୍ତ୍ରଣା ,ଦୁଃଖ ଦୈନ୍ୟତା କାର୍ଯ୍ୟ ନିଷ୍ପତିରେ ବ୍ୟାଘାତ ପୁତ୍ର କନ୍ୟା ନିମନ୍ତେ ଭୀଷଣ ଚିନ୍ତା ରହୁଛନ୍ତି। ପିତା ମାତାଙ୍କ ବିରୋଧକୁ ଆପଣ ସହ୍ୟ କରି ଆସିଛନ୍ତି। ଆଗାମୀ ଏକ ମାସ ପରେ ଆପଣଙ୍କ ଶୁଭ ସମୟ ଆସିବାକୁ ଯାଉଅଛି ଆପଣଙ୍କ ରାଶି ଚକ୍ରର ମନ୍ଦ ଦୋଷ ଦୂର ହୋଇ ଯାଇଛି।
Yy
ତୃତୀୟ ଶଙ୍ଖ -ଆପଣ ବହୁତ ଦିନ ହେଲା ମନ୍ଦ ଦଶା ଭୋଗ କରୁଥିଲେ ରୋଜଗାର କମ ବେଳେ ଧନ ବ୍ୟୟ ଅଧିକ ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ବେଶ ଶୁଭ ସମୟ ପ୍ରବେଶ କରିଛି। ଆପଣ ଯାହାଙ୍କ ପ୍ରତି ପୂର୍ବରୁ ଆସକ୍ତି ଆଣିଥିଲେ ତାହାକୁ ଯେତେ ଶୀଘ୍ର ପାରିବେ ଦୂରେଇ ଦିଅନ୍ତୁ।
କାରଣ ସେତିକି ଦୁଃଖର କାରଣ ହୋଇପାରେ ଆଗକୁ ସୁସମ୍ବାଦର ଯୋଗ ମଧ୍ୟ ଆସୁଅଛି। କିଛି ସମୟ ହେବ ଶୁଭ ସମ୍ବାଦ ଏବଂ ସୁସମାଚାର ଆପଣଙ୍କୁ ପ୍ରାପ୍ତ ହେବ। ଭଗବାନଙ୍କ ପ୍ରତି ବିଶ୍ୱାସ ରଖନ୍ତୁ। ଆପଣ ଅତୀତରେ କେତେ ଦିନ ହେଲା ଯେଉଁ ମନ୍ଦ ଦୋଷ ଭୋଗ କରି ଆସୁଥିଲେ ବର୍ତ୍ତମାନ ଆପଣଙ୍କ ଭଲ ସମୟ ଆସିଯାଇଛି। ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି।