Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଫୁଲ ଆଉ ଦେଖନ୍ତୁ କଣ ରହିଛି ଆପଣଙ୍କ ଆଗାମୀ ଜୀବନରେ ଫଳ

 
Gh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ନିଶ୍ଚୟ ଏହି କଥା ଜାଣିଥିବେ ଯେ ଏହି ସଂସାରରେ ଏମିତି କୌଣସି ବ୍ୟକ୍ତି ନାହାଁନ୍ତି ଯାହା ଜୀବନରେ କୌଣସି ପ୍ରକାର ଦୁଃଖ ନାହିଁ। ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ଦୁଃଖ କିଛିନା କିଛି ଚିନ୍ତା ନିହାତି ଭାବରେ ରହିଥିବ। ଭଗବାନ ପ୍ରତ୍ୟକ ବ୍ୟକ୍ତିଙ୍କୁ କିଛି ସୁଖ ସହିତ ଦୁଃଖ ମଧ୍ୟ ଦେଇଥାଆନ୍ତି।
ତେବେ ଏସବୁ ପ୍ରତ୍ୟକ ବ୍ୟକ୍ତିଙ୍କ ମନରେ କିଛି ଉତ୍କଣ୍ଠା ଏବଂ ଆଗ୍ରହ ରହିଥାଏ ଯେ ଆମକୁ ଆମ ଭବିଷ୍ୟତରେ କଣ ହେବାକୁ ଅଛି ଯଦି ତାହା ଆମେ ଆଗରୁ ଜାଣିପାରିବା। ତେବେ ସେଥିପାଇଁ ଆମେ କିଛିନା କିଛି ପ୍ରତିକାର କରିନେବା। ତେବେ ବନ୍ଧୁଗଣ ଏଥିରେ ଯେଉଁ ଦୁଇଟି ନମ୍ବର ଅଛି ଆପଣ ଗୋଟିଏ ବାଛନ୍ତୁ।
Uii
ଦେଖିପାରୁଥିବେ ଦୁଇଟି ଫୁଲ ଏବଂ ଦୁଇ ସଂଖ୍ୟା ଦିଆଯାଇଛି ସେଥିରୁ ଆପଣଙ୍କ ପସନ୍ଦର ସଂଖ୍ୟା କିମ୍ବା ଫୁଲ ବାଛନ୍ତୁ। ଆଉ ଜଣାନ୍ତୁ ବର୍ତମାନର ସମୟ ଆଗରୁ କଣ ଚାଲିଥିଲା ଆଗକୁ କିପରି ରହିବ କଣ କଲେ ସୁଖ ସମୃଦ୍ଧି ଆସିଯିବ ଏବଂ ଭାବନା ଆପଣଙ୍କ ପାଇଁ ଆଗକୁ କଣ ରଖିଛନ୍ତି ସବୁକିଛି ଜାଣିପାରିବେ।
1- ଯଦି ଏକ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି। ତେବେ ଆପଣଙ୍କ ଯାହାବି କିଛି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା ସେସବୁ ଅତିଶୀଘ୍ର ଦୂର ହୋଇଯିବ। କେହି ଯଦି ଆପଣଙ୍କ ଠାରୁ ପଇସା ନେଇ ଆପଣଙ୍କୁ ଫେରସ୍ତ ଦେଉ ନଥିଲେ ଆପଣଙ୍କ ଅର୍ଥ କୌଣସି ଜାଗାରେ ଛନ୍ଦି ହୋଇ ରହୁଥିଲା ତେବେ ତାହା ଅତିଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବ।
Vh
ଯଦି ଆପଣ ଋଣ କରଜ କରିଥିଲେ ତାହା ଖୁବ ଶୀଘ୍ର ଆପଣଙ୍କ ସୁଝି ହୋଇଯିବ। ଆପଣଙ୍କ ପାଇଁ ଭଲ ସମୟ ଆସି ସାରିଛି, ବର୍ତ୍ତମାନ ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣ ସଫଳତା ଲାଭ କରିବେ। ସନ୍ତାନଙ୍କୁ ନେଇ ଲାଗିଥିବା ଦୁଃଖ ଆପଣଙ୍କ ସବୁ ଦୂର ହୋଇଯିବ ଆପଣଙ୍କ ଜୀବନରେ ମଧ୍ୟ ଅନେକ ସୁଧାର ଆସିବ।
2- ଯଦି ଦୁଇ ନମ୍ବର ସଂଖ୍ୟାର ଫୁଲଟିକୁ ବାଛିଛନ୍ତି ଆପଣଙ୍କ ପାଇଁ ବର୍ତ୍ତମାନ ସୁଖ ,ସୌଭାଗ୍ୟ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତିର ଯୋଗ ବିଦ୍ୟମାନ ଅଟେ। ଆପଣଙ୍କ ଶୁଭ ଯୋଗ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରୁଛି। ଏହି ଶୁଭ ଦଶା ଫଳରେ ଆପଣଙ୍କୁ ଅର୍ଥ ମାନ ସମ୍ମାନ ଏବଂ ଯଶ ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ଧୀରେ ଧୀରେ ଶୁଭଫଳ ପ୍ରାପ୍ତି ହେବାରେ ଲାଗିବ।
ଆପଣମାନେ ଜାଣିଥିବେ ଅଶୁଭ ଫଳ ଆପଣଙ୍କୁ ଶୀଘ୍ର ହିଁ ପ୍ରାପ୍ତ ହୋଇଥାଏ ମାତ୍ର ଶୁଭଫଳ ଆମ ଜୀବନରେ ଧୀରେ ଧୀରେ ଆସିଥାଏ। ଏହା ପୂର୍ବରୁ ଆପଣ ଯାବତୀୟ ପ୍ରକାର କଷ୍ଟ ଭୋଗ କରିଥିଲେ। ଫଳରେ ଦୁଃଖ, ଦରିଦ୍ରତା, ରୋଗ, ଆତଙ୍କ ଏବଂ ଗୁପ୍ତ ଶତ୍ରୁ ଅଯଥା ଖର୍ଚ୍ଚ ନାନା ପ୍ରକାର ଅଶୁଭ ଫଳ ଭୋଗ କରିଛନ୍ତି। ପୁନର୍ବାର ସେମାନଙ୍କ ସହିତ ହାତ ମିଶାନ୍ତୁ ନାହିଁ ଯଥା ସମ୍ଭବ ସେମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣ ପୁଣି ବିପଦରେ ପଡ଼ିପାରନ୍ତି।