Movie prime

ଟିକ ଟକ ପ୍ରେମ ର ଭୟାନକ ମୋଡ଼...ପ୍ରେମିକ ସହ ଗପୁଥିଲା ଝିଅ, ପଛରୁ ଆସିଲା ଭାଇ..

 
Kh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରେମ ପାଇଁ ଖଣ୍ଡଯୁଦ୍ଧ। ପ୍ରେମିକା ପାଇଁ ମହାଭାରତ। ଟ୍ରିକୋଣିୟ ପ୍ରେମ ରୁ ଯୁବକଙ୍କୁ ଅପହରଣ।ଦ୍ୱିତୀୟ ପ୍ରେମିକ କୁ ଅପହରଣ କରିଲା ପ୍ରଥମ ପ୍ରେମିକ।
ପ୍ରେମିକା ର ଭାଇ ସବୁ ଯୋଜନା କରିଥିଲେ ବୋଲି ଜଣାପଡିଛି।ପ୍ରେମିକ ସହିତ କଥା ହେଉଥିଲା ଭଉଣୀ। ଖଣ୍ଡା ଧରି ସାଙ୍ଗ ସହିତ ଯୁବତୀଙ୍କ ଭାଇ ପହଞ୍ଚି ଗଲେ। କିଛି କହିବା ପୂର୍ବରୁ ଖଣ୍ଡା ଦେଖାଇ ଯୁବକ ଙ୍କୁ ଉଠାଇ ନେଇ ଯାଇଥିଲେ।
Ju
ଭୁବନେଶ୍ୱର ରୁ ଉଠାଇ ନେଇ ପୁରୀ ରେ ନେଇ ରଖିଥିଲେ।ଏହାପରେ ସାମ୍ନାକୁ ଆସିଲେ ପ୍ରେମିକା।ଥାନା ରେ ଯାଇ ଯୁବତୀ ଜଣଙ୍କ ଲିଖିତ ଅଭିଯୋଗ କରିଲେ।ଏହାପରେ ସବୁ ଘଟଣା ସାମ୍ନାକୁ ଆସିଲା।
ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୭ ଟା ରେ ରାଜଧାନୀ ୟୁନିଟ ଆଠ ପାସପୋର୍ଟ ଅଫିସ ନିକଟ ରେ ନିଜ ପ୍ରେମିକ ରାଜା ଙ୍କ ସହିତ ଛିଡ଼ା ହୋଇ କଥା ହେଉଥିଲେ ପ୍ରେମିକା ପ୍ରିୟା ନାୟକ।କଥା ହେବାର କିଛି ସମୟ ପରେ ହଠାତ୍ ଅଙ୍କିତ ଏବଂ ପ୍ରିୟା ଙ୍କ ଭାଇ ପ୍ରକାଶ ନାୟକ ଙ୍କ ସହିତ କିଛି ଯୁବକ ସେହି ସ୍ଥାନ ରେ ପହଞ୍ଚି ଥିଲେ।
Cg
କେହି କିଛି ବୁଝିବା ଆଗରୁ ତାଙ୍କୁ ଗାଡ଼ି ରେ ଉଠାଇ ନେଇଥିଲେ।ତେବେ ଅଙ୍କିତ ପ୍ରିୟା ଙ୍କ ପ୍ରଥମ ପ୍ରେମିକ ବୋଲି କୁହାଯାଉଛି। ତେବେ ପ୍ରେମିକା ପ୍ରିୟା ଙ୍କ ଅଭିଯୋଗ ପରେ ନୟାପଲ୍ଲୀ ପୋଲିସ ତଦନ୍ତ କରି ପ୍ରିୟା ଙ୍କ ଭାଇ ଙ୍କ ସହିତ ଚାରି ଜଣଙ୍କୁ ଗିରଫ କରିଛି।
ରାଜାଙ୍କୁ ପୁରୀ ରୁ ଗିରଫ କରିଛି ପୋଲିସ।ଘଟଣା ରେ ଦୁଇ ଜଣ ନାବାଳକ ସହ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।ପୋଲିସ ଙ୍କ କହିବା କଥା ହେଉଛି ଯେ ପ୍ରିୟା ଙ୍କ ସହିତ ରାଜା ଙ୍କ ର ଅତ୍ୟଧିକ ବନ୍ଧୁତା କୁ ସହୀ ପାରୁ ନଥିଲେ ଅଙ୍କିତ।
ଫଳରେ ନିଜେ ଏଭଳି ଏକ ପଦକ୍ଷେପ ନେଇଥିଲେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.