Movie prime

ସ୍ଵାମୀ ସହ ଶୋଇଲେ ଭଲ ଲାଗୁନି, ତମେ ମୋ ସ୍ବାମୀ କହି ଶୋଇଲା ଆଉ ସମ୍ପର୍କ କରି ସାରି ମୋ ଘରୁ ଲୁଟ୍ କଲା

 
Tsts
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ଏକ ଖବର ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାଟି ହେଉଛି ଜଣେ ଯୁବକ ଭଲପାଇ ଠକାମିରେ ପଡିଛନ୍ତି । ଆଉ ଏହି ଯୁବକ ଜଣକ ଏହି ବିଷୟରେ କହିଛନ୍ତି । ଏହି ଯୁବକ ଜଣକ ଏବେ ଏହି ଭିଡିଓରେ ଏହି ବିଷୟରେ କହିଛନ୍ତି । 
ଏହି ଯୁବକ ଜଣକ କହିଛନ୍ତି ଏହି ଯୁବତୀ ଜଣକ ତାଙ୍କ ସହ ଫେସବୁକରେ କଥା ହୋଇଥିଲେ । ଏହି ଯୁବତୀ ଜଣକ ସେହି ଯୁବକଙ୍କ ପାଖକୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ । ଆଉ ସେ କଥା ହୋଇଥିଲେ । ଆଉ ଧିରେ ଧିରେ କଥା ହେବା ପରେ ସେ ତାଙ୍କୁ ଭଳପାଉଛି ବୋଲି କହିଥିଲେ । ଯୁବକ ଜଣକ ତାଙ୍କୁ ବି ଭଲପାଇବା ପରେ ସେହି ଯୁବତୀ ଜଣକ ତାଙ୍କୁ କିଛି ଟଙ୍କା ମାଗିଥିଲେ । ଏହାପରେ ଯୁବତୀ ଜଣଙ୍କୁ ଯୁବକ ଜଣକ ୨୦୦୦ ଟଙ୍କା ଦେଇଥିଲେ । ତାପରେ ସେ ତାଙ୍କୁ ଦେଖା କରିବାକୁ ଡାକିଥିଲେ । ଏହି ଯୁବତୀ ଜଣକ ଯୁବକଙ୍କ ସହ ରାତି ବି କଟାଇଛନ୍ତି । 
ଏହି ଯୁବତୀଙ୍କ ଘର ହେଉଛି ନିଶ୍ଚିତ କୋଇଲି ଅଞ୍ଚଳରେ । ଆଉ ଏହାପରେ ଦିନେ ସେହି ଯୁବତୀ ସେହି ଯୁବକଙ୍କୁ କହିଲେ ତାଙ୍କ ଘରୁ ତାଙ୍କୁ ନେଇଯିବା ପାଇଁ । ଆଉ ସେମାନେ ଅଲଗା ରହିବାକୁ କଟକର ଏକ ଭଡ଼ା ଘର ନେଲେ ଆଉ ସେଠାରେ ରହିଲେ । ଏହାପରେ ସେହି ଯୁବକ ଜଣଙ୍କର କାମ ଥିଲା ଆଉ ସେ ୩ ଲକ୍ଷ ୫୦ ହଜାର ଟଙ୍କା ଆଣି ସେହି ଯୁବତୀଙ୍କ ବ୍ୟାଗରେ ରଖିଥିଲେ । ଆଉ ଏହାପରେ ସେ ସକାଳେ ବାଦାମବାଡ଼ି ଯାଇଥିଲେ । ସେଠାରୁ ଯେତେବେଳେ ଯୁବତୀଙ୍କ ନମ୍ବରକୁ କଲ୍ କରିଥିଲେ ସେତେବେଳେ ସେହି ଯୁବତୀଙ୍କ ନମ୍ବର ସ୍ଵିଚ ଅଫ ଥିଲା । 
ଏହାପରେ ସେହି ପାଖ ରୁମରେ ରହୁଥିବା ମାଉସୀଙ୍କ ପାଖକୁ ଫୋନ କରି ସେ ତାଙ୍କ ପ୍ରେମିକା କଥା ପଚାରିଲେ । ସେ କହିଲେ ସେ ନାହିଁ ଆଉ ଘରେ ବ୍ୟାଗ୍ ବି ନାହିଁ । ଆଜିକୁ ୧୫ ରୁ ୨୦ ଦିନ ହୋଇଗଲାଣି ସେହି ପ୍ରେମିକା ଜଣକ ପ୍ରେମିକ ଜଣଙ୍କୁ ଠକି କରି ଯାଇଛନ୍ତି । ସେହି ପ୍ରେମିକ ଜଣକ ହୃଦୟରୁ ଭଲ ପାଇ ଏଭଳି ଧୋକା ପାଇଲେ । ସେହି ଝିଅର ଏମିତି କାମ ପଛରେ ତାର ପରିବାର ଅଛନ୍ତି ।ସେହି ଯୁବକ ଜଣଙ୍କର ପ୍ରେମିକା ଜଣେ ବିବାହିତା ମହିଳା ।
ତାଙ୍କର ଦୁଇଟି ଝିଅ ଯାହାଙ୍କ ବୟସ ୯ ବର୍ଷ ଆଉ ୪ ବର୍ଷ । ଏବେ ଯୁବକ ଜଣକ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି । ଏବେ ଯୁବକ ଜଣକ କହିଛନ୍ତି ସେହି ଯୁବତୀ ଯୁଆଡ଼େ ଯାଉଛନ୍ତି ଯାଆନ୍ତୁ ତାଙ୍କ ପଇସା ଫେରାଇ ଦିଅନ୍ତୁ । ଆଉ ଏହି ଘଟଣାକୁ ନେଇ ଏବେ ତଦନ୍ତ କରାଯାଉଛି ।