Movie prime

ଧରା ପଡ଼ିଲା ଓଡ଼ିଶା ର ବଡ଼ ଚୋର... ଚୋରି ପଇସା ରେ ଯୁବତୀ ଙ୍କ ଠାରୁ ନେଉଥିଲା ମସାଜ୍

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ବାଲେଶ୍ୱର ସୋର ଅଞ୍ଚଳର ପର୍ଶୁରାମ ଗିରି। ରାଜଧାନୀର ବିଭିନ୍ନ ଥାନାରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା।
Hg
ତେବେ ଘରେ କେହି ନଥିବା ବେଳେ ଝରକା ତାଡି କିଛି ସମୟରେ କଳା କନା ବୁଲାଇ ଫେରାର ହୋଇଯାଏ ଏହି ଲୁଟେରା ମାଷ୍ଟର ପର୍ଶୁରାମ। ରାଜଧାନୀ ଭୁବନେଶ୍ୱରରେ ଏଭଳି ଲୁଟ ମୁଣ୍ଡବିନ୍ଧାର କାରଣ ପାଲିଟିଥିଲା।
କମିସନରେଟ୍ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ସେ। ଭୁବନେଶ୍ୱରର କେବଳ ସହିଦ ନଗର, ମଞ୍ଚେଶ୍ୱର, ପାହାଳ, ଲିଙ୍ଗରାଜ ଥାନାରେ ୨୧ଟି ଚୋରି ମାମଲା ରହିଛି ଏହି ଅଭିଯୁକ୍ତ ନାଁରେ।
ଗୁରୁତ୍ୱପୁର୍ଣ କଥା ହେଉଛି ଝରକା ତାଡି ଟଙ୍କା ଓ ସୁନାଗହଣା ଲୁଟ କରିବା ପରେ ରାଜ୍ୟ ବାହାରକୁ ପଳାଉଥିଲା। ଲୁଟିଥିବା ଟଙ୍କାରେ ମୁମ୍ବାଇର ତାଜ୍ ହୋଟେଲ ଭଳି ସାତ ତାରକା ହୋଟେଲରେ ଅୟସ କରୁଥିଲା।
Bb
ବିଳମ୍ବିତ ରାତିରେ କମିଶନରେଟ ପୋଲିସ କରୁଥିବା ବ୍ଲକିଙ୍ଗ ଓ ଚେକିଙ୍ଗ ସମୟରେ ପୋଲିସ ହାତରେ ଧରା ପଡିବାଥିଲେ। ଏହାପରେ ତା ନିକଟରୁ ନଗଦ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମର ସୁନାଗହଣା ଓ ୭ କେଜି ରୁପା ଜବତ ହୋଇଛି।
ଦଶମ ଶ୍ରେଣୀ ଫେଲ ହୋଇଥିବା ପର୍ଶୁରାମର ଲୁଟ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକା ଏକା କରୁଥିଲା ଚୋରି। ଯେଉଁ ଘରକୁ ଟାର୍ଗେଟ କରୁଥିଲା କଳାକନା ବୁଲାଇ ଦେଉଥିଲା।
ଚୋରି ଟଙ୍କା ଓ ସୁନା ଗହଣା ନେଇ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲା ଏହି ୱାନ ମ୍ୟାନ ଲୁଟେରା। ଦୀର୍ଘଦିନ ଧରି ପର୍ଶୁରାମ ଗିରି କମିଶନରେଟ ପୋଲିସର ନିଦ ହଜାଇ ଦେଇଥିବା ବେଳେ ତାକୁ ଗିରଫ କରିବା ପରେ ଶାନ୍ତିରେ ନିଶ୍ୱାସ ନେଇଛି ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.