Movie prime

ହୋଟେଲ ତରକାରୀ ରେ ବାହାରିଲା ବୋଡା ସାପ...ଲୋକ ଦେଖି ଖାଇବା ଛାଡ଼ି ଦୌଡିଲେ... ଆଉ ତାପରେ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Uu
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ବାହାଘର ଭୋଜି ହେଉଥିଲା ଆଉ ସେହି ଭୋଜି ତରକାରୀରୁ ବାହାରିଥିଲା ଏକ ବୋଡା ସାପ। ଲୋକ ମଧ୍ୟ ଭୋଜି ଖାଇବା ଆରମ୍ଭ କରିଦେଇଥିଲେ। କିନ୍ତୁ ଲୋକ ଭୋଜି ଖାଇବା ଅଧାରୁ ଏହି ବୋଡା ସାପଟିକୁ ଦେଖି ବାନ୍ତି କରି ପକାଇଥିଲେ। 
Bh
ଆଉ ସବୁଠୁ ବଡ଼କଥା ହେଉଛି କି ଏହି ଭୋଜି ଖାଉ ଖାଉ ଅନେକ ଲୋକଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା। ଆଉ ସେହି ତରକାରୀ ଭିତରେ ସାପଟି ମଧ୍ୟ ବଞ୍ଚିକି ଥିଲା। ଭୋଜିରେ ତରକାରୀ ବାଢ଼ୁ ବାଢ଼ୁ ସମସ୍ତେ ସେହି ସାପଟିକୁ ଦେଖି ଦେଇଥିଲେ।
ସୂଚନା ଅନୁସାରେ ଏକ ସ୍ଥାନରେ ଭୋଜି ଚାଲିଥିଲା। ସମସ୍ତେ ଭୋଜନ ଗ୍ରହଣ କରୁଥିଲେ। କିନ୍ତୁ ଅଚାନକ ଏହି ସମୟରେ ତରକାରୀ ବାଲଟି ଭିତରୁ ଏକ ଜୀଅନ୍ତା ସାପ ବାହାରିଥିଲା। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। 
କୁହାଯାଉଛି କି ଖାଦ୍ୟ ବାଣ୍ଟିବା ସମୟରେ ତରକାରୀ ବାଲଟିରୁ ସାପଟି ମିଳିଥିଲା। ପ୍ରଥମେ ତରକାରୀରେ କିଛି ହଲଚଲ ହେଉଥିବା ନଜର ଆସିଥିଲା। ତାପରେ କାଢି ଦେଖିବା ପରେ ଏହା ଏକ ସାପ ବୋଲି ଦେଖିବାକୁ ମିଳିଥିଲା।
ତେବେ ଏହି ଦୃଶ୍ୟକୁ କେହି ନିଜ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଇଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.