Movie prime

ପଡ଼ିରହିଛି ସୀମା ରାଣୀ ର ଶ-ବ, ମାଗୁଛି ନ୍ୟାୟ...ଏମିତି ନୃ-ଶଂ-ସ ସ୍ବାମୀ କାହାକୁ ବି ନ ମିଳୁ...

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଧୁନିକ ସମାଜ ରେ ଯୌତୁକ ଭଳି ଏକ ନିନ୍ଦନୀୟ ଘଟଣା ର ଅନ୍ତ ଘଟି ନାହିଁ।ଦୀର୍ଘ ବର୍ଷ ହେବ ଏହି ଘଟଣା ଟି ଏବେ ମଧ୍ୟ ସେପରି ଚାଲୁ ରହିଛି।
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କୋରେଇ ଥାନା ଅଞ୍ଚଳ ରେ।ବିବାହ ରେ ଗୋଟିଏ ମାସ ନ ହେଉଣୁ ଯୌତୁକ ନି-ର୍ଯା-ତ-ନା ପାଇଁ ଝିଅ କଲା ଆ-ତ୍ମ-ହ-ତ୍ୟା।
Jj
ସୂଚନା ଅନୁସାରେ ସେହି ଅଞ୍ଚଳ ର ସୀମା ରାଣୀ ଗତ ଏକ ମାସ ତଳେ ମାଳ ଅଞ୍ଚଳ ର ମୁନା ଙ୍କୁ ବିବାହ କରି ଥିଲେ।ସୀମା ଙ୍କ ବାପା ସବୁ କିଛି ଦେଇ ସୀମା ଙ୍କୁ ବିବାହ କରାଇ ଥିଲେ।ହେଲେ ତଥାପି ଝିଅ ର ଶାଶୁ ଘର ଲୋକେ ଖୁସି ନ ଥିଲେ।
ତାଙ୍କୁ ଆହୁରି ଅଧିକ ଯୌତୁକ ଦରକାର ଥିଲା। ସେମାନେ ସବୁବେଳେ ସୀମା ଙ୍କୁ ମାରୁ ଥିଲେ।ତାଙ୍କୁ ନିଜ ବାପ ଘର କୁ ଫୋନ୍ କରିବାକୁ ଦେଉ ନ ଥିଲେ।ତେବେ ଗତ କାଲି ଶାଶୁ ଘରୁ ଫୋନ୍ ଆସି ଥିଲା ତମ ଝିଅ ରେ ଦେହ ଖରାପ ଅଛି ଘର କୁ ଆସ।
Nj
ଏହା ଶୁଣି ସୀମା ଙ୍କ ବାପା ଯାଇ ଦେଖିଲା ବେଳକୁ ଝିଅ ମରି ସାରିଛି।ତାଙ୍କ ଦେହ ରେ ଏପରି ଅନେକ ମା-ଡ ର ଚିହ୍ନ ରହିଛି।ଶାଶୁ ଘର ଲୋକେ କହୁଛନ୍ତି ସେ ଆ-ତ୍ମ-ହ-ତ୍ୟା କରିଛନ୍ତି।
ଏହା ପରେ ଝିଅ ର ଭାଇ ଯାଇ ଥାନା ରେ ଏ ନେଇ ଅଭିଯୋଗ କରି ଥିଲେ।ଯୌତୁକ ପାଇଁ ତାଙ୍କ ଭଉଣୀ ଙ୍କୁ ହ-ତ୍ୟା କରା ଯାଇଛି ବୋଲି କୁହା ଯାଉଚି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.