Movie prime

ବ୍ଲାଉଜ୍ ଭିତରେ ବିଡା ବିଡା ଟଙ୍କା ନେଇ ରଖିଥିଲେ ଭାଉଜ.. ଅଚାନକ ଶଶୁର ଆସିଯିବାରୁ ଅସଂଜତ ଅବସ୍ଥାରେ ପଡ଼ିଲେ ଧରା..

 
Vb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ଘରୁ ଟଙ୍କା ଚୋରି କରିଛି ଘର ର ସାନ ବୋହୁ।ଏହି କଥା ଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରୁ ଥିଲେ ମଧ୍ୟ ସତ।
ସାନ ବୋହୁ ମାନଙ୍କୁ ପରିବାର ରେ ଅନେକ ସ୍ନେହ କରା ଯାଏ।ହେଲେ ସେହି ସାନ ବୋହୂ ଏଭଳି କିଛି କାମ କରିବେ ତାହାକୁ କେହି ବିଶ୍ଵାସ ମଧ୍ୟ କରି ନ ଥିଲେ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Hh
ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଠାରେ।ସେଠାରେ ଗୋଟିଏ ପରିବାର ର ପ୍ରାୟ ୭୭ ଲକ୍ଷ ରୁ ଅଧିକ ଟଙ୍କା ଚୋରି ହୋଇ ଯାଇ ଥିଲା।ସେହି ପରିବାର ର ସଦସ୍ୟ ମାନେ ନିଜ ସମ୍ପତି ବିକ୍ରୀ କରି ଏତେ ଟଙ୍କା ଘରେ ରଖି ଥିଲେ।
ହେଲେ ସେହି ଟଙ୍କା ଚୋରି ହୋଇ ଯିବା ପରେ ସେମାନେ ଥାନା ରେ ଅଭିଯୋଗ କରି ଥିଲେ।ପୋଲିସ ବାବୁ ମାନେ ଏ ନେଇ ତଦନ୍ତ ଆରମ୍ଭ କରି ଥିଲେ।ପରିବାର ର ଅନ୍ୟ ସଦସ୍ୟ ମାନେ ଏ ନେଇ ବହୁ ଦୁଃଖ ରେ ଥିଲେ।
Hh
ହେଲେ ପୋଲିସ ତଦନ୍ତ କରୁ କରୁ ଜାଣିବାକୁ ପାଇ ଥିଲା କି ସେହି ଘର ର ସାନ ବୋହୁ ହେଉଚି ଚୋର।ସେ ନିଜ ପ୍ରେମିକ କୁ ନେଇ ସମସ୍ତ ଟଙ୍କା ଦେଇ ଥିଲା।ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ଯାହାକୁ ସମସ୍ତେ ଖୁବ୍ ଭଲ ପାଉ ଥିଲେ।ଶେଷ ରେ ସେ ଏଭଳି କିଛି କାମ କରିବ ବୋଲି କେହି ବିଶ୍ବାସ କରି ନ ଥିଲେ।ପୋଲିସ ପ୍ରଥମେ ପ୍ରେମିକ କୁ ଗିରଫ କରି ଥିଲା।ଏହା ପରେ ଘଟଣା ବିଷୟ ରେ ସବୁ କିଛି ଜଣା ପଡି ଥିଲା।ପୋଲିସ ଏବେ ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ଯେଉଁ ଚୋର କୁ ଗାଁ ଗାଁ ବୁଲି ଖୋଜୁ ଥିଲା।ସେହି ଚୋର ତାହାର ଆଖି ସାମ୍ନା ରେ ରହି ଥିଲା।ପରେ ସବୁ କିଛି ସତ ଏ ବିଷୟ ରେ ଜଣା ପଡ଼ି ଥିଲା।ତେବେ ଏହି ଘଟଣା ଟି ଏବେ ମଧ୍ୟପ୍ରଦେଶ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.