Movie prime

କାର ଦେଲା ଏମିତି ଧକା ଦେଖନ୍ତୁ ଗଛରେ ଯାଇ ଝୁଲିଲା ଅଟୋ ଦେଖନ୍ତୁ ଘଟିଲା କେତେବଡ ଘଟଣା

 
66
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ ।
ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ଏକ ଦୁର୍ଘଟଣା ବିଷୟରେ ଜାଣିପାରିବେ । ଏହି ଦୁର୍ଘଟଣାରେ ଏଭଳି ଅନେକ କିଛି ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଦୁର୍ଘଟଣାରେ ଘଟିଥିବା ଘଟଣା ବିଷୟରେ ଏହି ଭିଡିଓ ଆପଣଙ୍କୁ ଜଣାଇବ ।
Bb
କାର ଆଉ ଅଟୋ ଦୁର୍ଘଟଣା ହୋଇଛନ୍ତି । ଅଟୋକୁ ସାମ୍ନା ପଟରୁ କାର ମାରିଲା ଧକ୍କା । ଅଟୋ ଦୁର୍ଘଟଣା ହେବା ପରେ ସିଧା ଯାଇ ଗଛରେ ଚଢ଼ିଗଲା । ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିବାକୁ ପାଇବେ ।
କିଭଳି ଭାବରେ ଫିଲ୍ମ୍ ଷ୍ଟାଇଲରେ ଏହି ଅଟୋ ଗଛରେ ଝୁଲୁଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇ ଦେବ । ଆପଣମାନେ ଏହି ଭିଡିଓରେ କାର ଆଉ ଅଟୋର ଅବସ୍ଥା ଦେଖିପାରିବେ ।
ଅଟୋର ଆଗ ଚକା ଗଛ ଉପରେ ଥିବା ବେଳେ ପଛ ଦୁଇ ଚକା ପବନରେ ଝୁଲୁଛି । ପବନ ହେଲେ ଏହି ଅଟୋ ହଲୁଛି । ଗଛରେ ଅଟୋ ଝୁଲି ରହିଥିବା ବେଳେ ଅଟୋ ଡ୍ରାଇଭର ଜଣଙ୍କର ଅବସ୍ଥା କଣ ଯେ ହୋଇଥିବ ତାହା ଆପଣମାନେ ଜାଣି ପାରୁଥିବେ ।
Bb
ଏହି କାରର ଅବସ୍ଥା ପୁରା ଖରାପ୍ ହୋଇଯାଇଛି । କାର ଏଭଳି ଭାବରେ ଅଟୋକୁ ପିଟିଲା ଯେ ଅଟୋ ସିଧା ଯାଇ ଗଛ ଉପରେ । ଏଭଳି ଦୃଶ୍ୟ ଦେଖିବାକୁ ଫିଲ୍ମ୍ ଭଳି ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସୁଛି । 
ଡ୍ରାଇଭର ଜଣଙ୍କର ରକ୍ତ ଭିଜା ସାର୍ଟ କେଉଁଠାରେ ପଡ଼ିଛି ତ ତାର ଚପଲ କେଉଁଠାରେ ପଡ଼ିଛି ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଆଉ ଏବେ ସେ ଚିକିତ୍ସିତ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସିଥଲା ନିକଟରେ ।
ଏହି କାର ଦ୍ରୁତ ଗତିରେ ଆସି ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଛି ଆଉ ଏଭଳି ଘଟଣା ଘଟିଛି । ରାସ୍ତା କାମ ଚାଲୁଥିବା ପାଇଁ ସାଧାରଣ ଯାତାୟାତ ପାଇଁ ରାସ୍ତା ଥିବାରୁ ତାହା ଭଲ ନାହିଁ । ଆଉ ଏବେ ଏଭଳି ଘଟଣା ଘଟିଯାଇଛି । ଏବେ ଏହି ଘଟଣାକୁ ନେଇ ସେଠାରେ ଲୋକମାନେ ଗାଡ଼ି ଧୀରେ ଚଳାଇବାକୁ କହିଛନ୍ତି ।