Movie prime

ଅନ୍ଧ ଶଶୁର ଆଗରେ ବୋହୂ କୁ ... ବ-ଳା-ତ୍କା-ର କଲା ଦିନ ମଜୁରିଆ..

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। 
Gg
ଅନ୍ଧ ଶଶୁର ଆଗରେ ବୋହୂ ଉପରେ ନଜର ପକାଉଥିଲା ଯୁବକ। ଜଣେ ଯୁବକ ବିଧବା ମହିଳାଙ୍କୁ ପ୍ରେମ କରୁଥିଲେ। ଦିନେ ବିଧବା ମହିଳାଙ୍କ ପୁଅ ବାହାରକୁ ଯାଇଥିବା ସମୟରେ ଯୁବକ ଜଣଙ୍କ ହତାରେ ସିନ୍ଦୁର ଧରି ମହିଳାଙ୍କ ପାଖକୁ ଯାଇଥିଲା।
ଯୁବକ ଜଣଙ୍କ ବିଧବା ମହିଳାଙ୍କୁ ନିଜର ସ୍ତ୍ରୀ କରିବାକୁ ଚାହିଁଥିଲା। ବିଧବା ମହିଳା ଜଣଙ୍କ ଯୁବକଙ୍କ କଥାରେ ରାଗିଯାଇଥିଲା।ଆଉ ତା'ପରେ ହଠାତ ଯୁବକ ଜଣଙ୍କ ହତାରେ ଠେଙ୍ଗା ଧରି ସେହି ବିଧବା ମହିଳାଙ୍କ ମୁଣ୍ଡକୁ ପିଟି ଦେଇଥିଲା।
ଅନ୍ଧ ଶଶୁର ଘରେ ଥିବା ବେଳେ ବିଧବା ବୋହୂ ବାହାରକୁ ଦୌଡି ପଳେଇଥିଲା। ତା'ପରେ ଯୁବକ ଜଣଙ୍କ ବିଧବା ମହିଳାଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ଏକ ପଥରରେ ମହିଳାଙ୍କ ମୁଣ୍ଡକୁ ଛେଚି ଛେଚି ତାକୁ ହ-ତ୍ୟା କରିଥିଲା ଯୁବକ ଜଣଙ୍କ। ପୋଲିସ ଉକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.