Movie prime

ନଦୀ ପଠା ରୁ ଗଳିତ ଅବସ୍ଥା ରେ ମିଳିଲା ଯୁବକ ର ମୃ-ତ ଦେହ.. ଚେହେରା ଦେଖି ଲୋକେ ବି ଆତଙ୍କ ରେ ଦୌଡ଼ିଲେ...

 
Gh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସବୁଦିନ ପରି ସେଦିନ ସକାଳୁ କିଛି ଲୋକମାନେ ଶୌଚ ହେବା ପାଇଁ ବାହାରି ଯାଇଥାନ୍ତି। ଆଉ ଗାଁ ଠାରୁ କିଛି ଦୂର ଯିବା ପରେ ରାସ୍ତା କଡ଼ରେ ଥିବା ଗାଡିଆ ଉପରେ ସେମାନଙ୍କ ନଜର ପଡିଥିଲା।
ଏପଟେ ରାସ୍ତା କଡ଼ରେ ବାଇକ୍ ଥିବା ବେଳେ ବାଇକ୍ ଠାରୁ କିଛି ଦୂର ରେ ଥିବା ସେହି ଗଡିଆ ରେ ଭାସୁ ଥିବା ଶ-ବ କୁ ଦେଖି ସାରା ଗାଁ ରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।
Gg
ସେହି ଗଡ଼ିଆ ପାଖକୁ ସବୁ ଲୋକ ଧାଇଁ ଯାଇଥିଲେ।ପଡିଆ ନିକଟରେ ଛିଡ଼ା ହୋଇ ରହିଛି ବାଇକ୍।ଆଉ ଗାଡିଆ ଭିତରେ ଭାସୁଛି ମଣିଷ ର ଶ-ବ।ହେଲେ କାହାର ଏ ଶ-ବ,କୁଆଡୁ ଆସିଲା ଏହି ସବ, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।
ଆଉ ଦେଖୁ ଦେଖୁ ଗ୍ରାମର ଲୋକମାନେ ସେଠାରେ ପହଞ୍ଚି ଯାଇଥିଲେ।ସୂଚନା ଅନୁସାରେ ଗତକାଲି ଜଣେ ଯୁବକ ସନ୍ଧ୍ୟା ରେ ଘର କୁ ଫେରୁଥିବା ବେଳେ ବାଟ ରେ ଏକ ଗଡ଼ିଆ କୁ ଶୌଚ ହେବାକୁ ଯାଇଥିଲେ।
Ff
କିନ୍ତୁ ସେଠାରେ ଶୌଚ ହେଉ ହେଉ ତାଙ୍କ ପାଦ ଖସି ଯିବା ଫଳରେ ସେହି ଗଡିଆ ରେ ବୁଡି ଯାଇଥିଲେ।ତାପରେ ସକାଳେ ସ୍ଥାନୀୟ ଲୋକମାନେ ଉକ୍ତ ଗଡିଆ ରେ ଜଣେ ଯୁବକ ଙ୍କୁ ଭାସୁଥିବାର ଦେଖି ପୋଲିସ ଙ୍କୁ ଖବର ଦେଇଥିଲେ।
ଏହାପରେ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକ ଙ୍କୁ ଉଦ୍ଧାର କରିଥିଲେ ଆଉ ଉଦ୍ଧାର କରିବା ପରେ ଜାଣିବାକୁ ପାଇଥିଲେ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ରେ ବୁଡି ରହିଥିବାରୁ ଯୁବକ ଙ୍କ ର ମୃ-ତ୍ୟୁ ହୋଇ ଯାଇଛି।
ଏହାପରେ ପୋଲିସ ଶ-ବ ବ୍ୟବଚ୍ଛେଦ ଲାଗି ଚିକିତ୍ସାଳୟ କୁ ପଠାଇ ଥିଲେ।କିନ୍ତୁ ପାରିପାର୍ଶ୍ବିକ ପରିସ୍ଥିତି ଏବଂ ଯୁବକ ଙ୍କ ର ଅବସ୍ଥା ଦେଖିବା ପରେ ତାଙ୍କୁ କେହି ହ-ତ୍ୟା କରିଥିବାର ସନ୍ଦେହ କରିଥିବା ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.