Movie prime

ଖାଇବା ଆଣିଥିବା ଡେଲିଭରି ବୟ କଲା ଏମିତି କାଣ୍ତ ମହିଳା ଙ୍କୁ ଏକା ପାଇ କରିଦେଲା ବ-ଳା-ତ୍କା-ର..

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଲୋକ ମାନେ ଖାଦ୍ୟ ଘରେ ରୋଷେଇ କରି ଖାଇବାକୁ ପସନ୍ଦ କରୁ ନାହାନ୍ତି।ସେଥିପାଇଁ ସମସ୍ତେ ପ୍ରାୟ ବାହାରୁ ଅର୍ଡର କରି ଦେଉଛନ୍ତି।ତେବେ ଏହି ବାହାର ଖାଦ୍ୟ ଆମ ଶାରୀର ଉପରେ କେତେ କୁପ୍ରଭାବ ପକାଉ ଅଛି ତାହା ଆପଣ ମାନେ ଭଲ ଭାବେ ଜାଣି ଥିବେ।
ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଯଦି ଆପଣ ମାନେ ବାହାର ଖାଦ୍ୟ କୁ ଅର୍ଡର କରି ଖାଉ ଛନ୍ତି ତେବେ ଏବେ ଠାରୁ ସଚେତନ ହୋଇ ଯାଆନ୍ତୁ।
Hh
ସୂଚନା ଅନୁସାରେ ସ୍ଵିଗି ହେଉଚି ଗୋଟିଏ ଖାଦ୍ୟ ଡେଲିଭର କରିବାର ଗୋଟିଏ କମ୍ପାନୀ।ମହିଳା ଜଣକ ସେଦିନ ଖାଦ୍ୟ ଘରେ ରୋଷେଇ କରି ନ ଥିଲେ।ତାଙ୍କ ଘରେ କେହି ନ ଥିଲେ।ଏହି ସମୟ ରେ ମହିଳା ଜଣକ ଭାବିଲେ କି ସ୍ୱିଗି ରୁ ଖାଦ୍ୟ ଆଣିଲେ ଭଲ ହୁଅନ୍ତା।
ସେଥିପାଇଁ ସେ ଅର୍ଡର କରି ଦେଇ ଥିଲେ ଖାଦ୍ୟ।ହେଲେ ଯେତେବେଳେ ଅର୍ଡର ଦେବାକୁ ଡେଲିଭରି ବଏ ଆସି ଥିଲା।ସେ ଏମିତି କିଛି କରି ଥିଲା ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ଯୁବକ ଜଣକ ଆସି ଖାଦ୍ୟ ଦେଇ ଥିଲା।ମହିଳା ଖାଦ୍ୟ ନେଇକି କବାଟ ବନ୍ଦ କରି ଦେଇ ଥିଲେ।ଏହା ପରେ ଯୁବକ ଜଣକ ଫେରିବା ସମୟ ରେ ପାଖରେ ଥିବା ଗୋଟିଏ ସୁନ୍ଦର ଦାମିକିଆ ଜୋତା ଉପରେ ନଜର ପଡ଼ି ଥିଲା।
ଏହା ପରେ ସେ କିଛି ବାଟ ଯାଇ ଗାମୁଛା ରେ ମୁହଁ ପୋଛି ଚାରି ଆଡେ଼ ଅନାଇ ଥିଲା।ଜୋତା ଦୁଇ ଟି କୁ ନିଜ ଗାମୁଛା ରେ ପୁରାଇ ଘର କୁ ନେଇ ଯାଇ ଥିଲା। ଯାହାକୁ ନେଇ ଏବେ ସବୁଠାରେ ଏହି କଥା ଟି ଚର୍ଚ୍ଚା କରା ଯାଉଛି।
ସେଠାରେ ଲାଗି ଥିବା ସି ସି ଟିଭି କ୍ୟାମେରା ରେ ସବୁ କିଛି ଧରା ପଡ଼ି ଯାଇ ଥିଲା।ମହିଳା ଜଣକ ଏହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ଛାଡି ଦେଇ ଥିଲେ।ଯାହାକି ବହୁତ ମାତ୍ରା ରେ ଭାଇରାଲ ହୋଇ ଥିଲା।ଲୋକ ମାନେ ଏବେ ସଚେତନ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.