Movie prime

ଜିଲ୍ଲାପାଳ କଲା ଝିଅ ସହ ସେ-କ୍ସ..ଅଭିଯୋଗ ପରେ ହେଲା ଗି-ର-ଫ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆମ ସମାଜରେ ଏଭଳି ଘଟଣା ମାନ ଘଟିବାରେ ଲାଗିଛି ଯାହାକୁ କି କେହି ହେଲେ ମଧ୍ୟ ଆଦୌ ବିଶ୍ବାସ କରି ପାରିବେ ନାହିଁ।
ବର୍ତ୍ତମାନ୍ ଏହି ଘଟଣାକୁ ମଧ୍ଯ ଖୁବ୍ ନିନ୍ଦା କରାଯାଉଛି। କାରଣ ଜଣେ ଉଚ୍ଚ ପଦବୀରେ ଥିବା ଅଫିସର ହିଁ ଏଭଳି କିଛି କରି ଥିବାର ଜଣା ପଡ଼ିଛି। ସେ ଜଣେ ମହିଳା ସହ ଏଭଳି କିଛି କରିଛନ୍ତି ଯାହାକୁ ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ।
Bn
ମଧ୍ୟପ୍ରଦେଶ ର ବାରୱାନିରେ ଜଣେ ଡେପୁଟି କଲେକ୍ଟରଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଛି। ଅର୍ଥାତ ସେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ତାଙ୍କ ବିରୁଦ୍ଧରେ ତାଙ୍କରି ଅଫିସ୍ ର ହିଁ ଜଣେ ମହିଳା ଦୁ-ଷ୍କ-ର୍ମ କରିବାର ଅଭିଯୋଗ କରିଛନ୍ତି। ସେଥିପାଇଁ ଏବେ ସେହି ଡେପୁଟି କଲେକ୍ଟର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏବେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିବା ଜଣା ପଡିଛି।
ରାଜସ୍ବ ବିଭାଗରେ କାର୍ଯ୍ୟରତ ଥିବା ଜଣେ ମହିଳା ହିଁ ଡେପୁଟି କଲେକ୍ଟର ଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ କରିଛନ୍ତି। ଗତ ଶୁକ୍ରବାର ଦିନ ପୋଲିସ ତରଫରୁ ଏହି ସୁଚନା ମିଳିଥିବା ଜଣା ପଡ଼ିଛି।
Hb
ପୋଲିସ ବିଭାଗର ଜଣେ ଅଧିକାରୀ କହିଥିଲେ କି ରାଜସ୍ବ ବିଭାଗର ଜଣେ ମହିଳା କର୍ମଚାରୀ ଏପ୍ରିଲ ୨୯ ରେ ଏହା ଅଭିଯୋଗ କରିଥିଲେ ଯେ ତାଙ୍କୁ ଅନେକ ଥର ଦୁ-ଷ୍କ-ର୍ମ କରାଯାଇଅଛି। ଏଥିପାଇଁ ସେ ନ୍ୟାୟ ଚାହୁଁଛନ୍ତି।
୨୦୧୬ ମସିହାରେ ବାରବାଣୀର ତତ୍କାଳୀନ ସବ ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଭାବରେ ପୋଷ୍ଟ ହୋଇଥିବା ଅଭୟ ସିଂ ଖରାଡି ତାଙ୍କୁ ଅନେକ ଥର ଦୁ-ଷ୍କ-ର୍ମ କରିଥିଲେ।
ଆଉ ଏବେ ସେ ପୋଲିସ ନିକଟରେ ଅଭିଯୋଗ କରିବା ସହ ତାଙ୍କ ପାଇଁ ନ୍ୟାୟ ମଧ୍ୟ ଚାହୁଁ ଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଘଟଣା ଖୁବ୍ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.