Movie prime

ବାପା ଫେରିଲେ ଆଉ ଦେଖିଲେ ପୁଅ ସାଇକେଲ ମିସ୍ତ୍ରୀରୁ ସିଧା କଲେକ୍ଟର ଦେଖନ୍ତୁ କେମିତି ଥିଲା ସଂଘର୍ଷ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏବେ ଯେଉଁ ଖବର ପାଇବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ ଯିଏ ଦିନେ ସାଇକେଲ ମିସ୍ତ୍ରୀ ଥିଲେ ଆଉ ଏବେ ଜିଲ୍ଲାପାଳ ହୋଇଛନ୍ତି । ଆଉ ଏବେ ତାଙ୍କର ସଂଘର୍ଷ କିପରି ଥିଲା ଏବଂ ଅନ୍ୟାନ୍ୟ ଖବର ଆପଣମାନେ ପାଇପାରିବେ ।
Gg
ଜିଲ୍ଲାପାଳ ହୋଇଥିବା ବ୍ୟକ୍ତି ଜଣଙ୍କର ବାପା ଜଣେ ଫେରିବାଲା ଥିଲେ । ଆଉ ସେ ଗାଁ ଗାଁ ବୁଲି ଖେଳନା ବିକ୍ରି କରୁଥିଲେ । ଏହି ବ୍ୟକ୍ତି ଜଣକ ସାଇକେଲ ବେପାରୀରୁ IAS ଅଫିସର । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିହାର ରାଜ୍ୟରୁ ।
ତାଙ୍କ ବାପା ଗାଁ ଗାଁ ବୁଲି ପୋଷାକ ଆଉ ଖେଳନା ବିକ୍ରି କରନ୍ତି । ଆଉ ତାଙ୍କ ଘରେ ଘୋର ଅଭାବ ଥିଲା । ଅଭାବ ଅନଟନ ଭିତରେ ତାଙ୍କର ପରିବାର ଚଳୁଥିଲା । ତାଙ୍କ ବାପା ବେଳେବେଳେ ରାସ୍ତାରେ ମଧ୍ୟ ନିଜର ପସରା ମେଲାଉଥିଲେ । 
ତାଙ୍କ ବାପାଙ୍କ ରୋଜଗାର ବହୁତ କମ୍ ଥିଲା । ଏହି ଜିଲ୍ଲାପାଳ ଜଣଙ୍କ ହେଉଛନ୍ତି ଅନୀଲ । ଅନୀଲ ପାଠପଢିବାରେ ବହୁତ ଭଲ ଥିଲେ । ଆଉ ସେ ନିଜ ପାଠପଢା ଛାଡ଼ି ନଥିଲେ । ତାଙ୍କ ବାପା ତାଙ୍କୁ ପାଠ ପଢ଼ାଇବାକୁ ମଧ୍ୟ ହେଳା କରି ନଥିଲେ ।
Vg
ତାଙ୍କୁ ଟଙ୍କା ଧାର ଆଣି ଦେଇ ପାଠ ପଢ଼ାଉଥିଲେ । ଅନୀଲ ଦଶମ ଆଉ ଦ୍ଵାଦଶରେ ଭଲ ମାର୍କ ରଖିଥିଲେ । ଆଉ ଏହାପରେ ସେ ଆଇଟିରେ ନାଁ ଲେଖାଇଥିଲେ । ଏହାପରେ ତାଙ୍କୁ ଆଇଏଏସ ହେବାର ନିଶା ଲାଗିଥିଲା । ଆଉ ସେ ସେଥିପାଇଁ ପରିଶ୍ରମ ବି କରୁଥିଲେ । 
ସେ ଅନେକ ବାଧାବିଘ୍ନକୁ ସାମ୍ନା କରି ସେ ପାଠ ପଢିଲେ । ଆଉ ଏକ ସାଇକେଲ ଦୋକାନରେ କାମ ମଧ୍ୟ କରୁଥିଲେ । ଏହାପରେ ସେ ପରୀକ୍ଷା ଦେଇଥିଲେ । ଆଉ ସେ ପ୍ରଥମ ଥର ପରୀକ୍ଷାରେ ବିଫଳ ହୋଇଥିଲେ । ଆଉ ଏହାପରେ ସେ ଦ୍ଵିତୀୟ ଥର ସଫଳ ହୋଇଥିଲେ ।
ଏବେ ସେ ବିହାରର ଜିଲ୍ଲାପାଳ ଭାବରେ କାମ କରୁଛନ୍ତି । ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହି ବ୍ୟକ୍ତି ଜଣକ ଅନେକ ଲୋକଙ୍କ ପାଇଁ ଉଦାହରଣ ଅଟନ୍ତି । ଅନୀଲ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ।