Movie prime

ଘର ଭଡ଼ା ଦେଇ ନ ପାରିବାରୁ ମାଲିକ ସହ ଶୋଇଲା ଝିଅ..

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମହିଳା ଙ୍କୁ ଏକୁଟିଆ ପାଇ ସବୁ କିଛି ଶେଷ କରି ଦେଲା ମ୍ୟାନେଜର।ଏବେ ମହିଳା ମାନଙ୍କ ପାଇଁ ପ୍ରତି ଟି କ୍ଷେତ୍ର ରେ ବିପଦ ରହିଛି।ଯାହା ଉପରେ ସେମାନେ ବିଶ୍ଵାସ କରୁଛନ୍ତି ସେହି ମାନେ ହିଁ ତାଙ୍କର ବଡ ଶତ୍ରୁ।
ଆମେ ଆଜି ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେ।ସେଠାରେ ଜଣେ ମହିଳା ଙ୍କ ସହିତ ତାଙ୍କ ମ୍ୟାନେଜର ଏପରି କିଛି କରିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।
Bb
ତେବେ ସୂଚନା ଅନୁସାରେ ମହିଳା ଜଣକ ନିଜ ମ୍ୟାନେଜର ଙ୍କ କ୍ୟାବିନ ଙ୍କୁ କିଛି ଫାଇଲ ନେଇ ଯାଇ ଥିଲେ।ମ୍ୟାନେଜର କୁ ଦେଖାଇ ଥିଲେ।ମହିଳା ଙ୍କୁ ଏକୁଟିଆ ପାଇ ମ୍ୟାନେଜର ଜଣକ ତାଙ୍କ ଉପରକୁ ଖରାପ ନଜର ପକେଇ ଥିଲେ।ଫାଇଲ ଦେଖିବା ବଦଳ ରେ ତାଙ୍କ ଅନେଇକି ରହି ଥିଲେ।
ଏହି ସମୟ ରେ ମହିଳା ଜଣକ କହିଥିଲେ କି ସେ ବାଥ୍ ରୁମ୍ ଯିବେ।ମ୍ୟାନେଜର କହିଲେ ତମେ ମୋ ବାଥ୍ ରୁମ୍ କୁ ଯାଅ।ମହିଳା ଜଣକ ବାଥ୍ ରୁମ୍ କୁ ଯାଇ ଥିବା ସମୟ ରେ ମ୍ୟାନେଜର ତାଙ୍କ ଫୋନ୍ ରେ ବାହାର ପଟୁ ଭିଡିଓ କରି ଥିଲେ।
Nn
ସେ ବାଥ୍ ରୁମ୍ ରୁ ଆସିବା ପରେ ସେ ତାଙ୍କୁ ଏସବୁ ଦେଖାଇ ଥିଲେ।ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରି ଥିଲେ।ଏଥିରେ ମହିଳା ଜଣକ ରାଜି ହୋଇ ନ ଥିଲେ।ଏହା ପରେ ସେହି ଭିଡିଓ ଭାଇରାଲ କରି ଦେବେ ବୋଲି ତାଙ୍କୁ ଧମକ ଦେଇ ଥିଲେ।
ଭଗବାନ ଙ୍କ ଦୟା ରୁ ସେହି ସମୟ ରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସେହି ମହିଳା ଙ୍କୁ ଉଦ୍ଧାର କରି ଥିଲେ।ମହିଳା ଜଣକ ପୋଲିସ ଆଗରେ କାନ୍ଦି କାନ୍ଦି ସବୁ କିଛି କହି ଦେଇ ଥିଲା।ଯାହାର ଭିଡିଓ ପାଖରେ ଥିବା ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇ ଥିଲା।
ଏହି ଭିଡିଓ ଟି ଏବେ ଖୁବ୍ ଭାଇରାଲ ହେଉଚି।ପୋଲିସ ସେହି ମ୍ୟାନେଜର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଖୁବ୍ ଶୀଘ୍ର ତାଙ୍କୁ ଦଣ୍ଡ ଦିଆ ଯିବ ବୋଲି କୁହା ଯାଉଚି।ଆଜି ପୋଲିସ ପାଇଁ ଗୋଟିଏ ଝିଅ ର ଜୀବନ ବଞ୍ଚି ଯାଇଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.