Movie prime

ରାସ୍ତା ଉପରେ ଛାତି ଦେଖାଇ ଝିଅ ମାଗୁଥିଲା ଲିପ୍ଟ...ହଠାତ୍ ଏମିତି କିଛି କରିଦେଲା ପୁଅ ଆଉ ତାପରେ...

 
Gg
ବର୍ତମାନ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।ରାସ୍ତା ଉପରେ ଛିଡ଼ା ହୋଇଥିଲେ ଜଣେ ଯୁବତୀ। ଏପଟେ ରାସ୍ତା ଉପରେ ଏକା ଯୁବତୀ ଙ୍କୁ ଦେଖି ଜଣେ ଅଜଣା ଯୁବକ ତାଙ୍କ ପାଖରେ ଆସି ଛିଡା ହୋଇ ଯାଇଥିଲେ।ତାପରେ ସେହି ଯୁବତୀ ଜଣଙ୍କ ଯୁବକ ଙ୍କ ସହିତ ଯାହା କରିଛନ୍ତି ତାହା ସିସିଟିଭି ରେ ସବୁ ରେକର୍ଡ ହୋଇଛି।
ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କଥା ରେ ଅଛି ଅନ୍ୟ ଙ୍କୁ ସାହାର୍ଯ୍ୟ କରିଲେ ପୁଣ୍ୟ ମିଳିଥାଏ।କିନ୍ତୁ ବର୍ତମାନ ଯେଉଁ ଘଟଣା ଘଟିଛି ତାହାକୁ ଦେଖିଲେ ଅନ୍ୟ ଙ୍କୁ ସାହାର୍ଯ୍ୟ କଣ କୌଣସି ଅଜଣା ଲୋକଙ୍କୁ ଦେଖିଲେ ଭୟ କରିବେ।
Hh
ଶୁନ ଶାନ ରାସ୍ତା ରେ ଜଣେ ଯୁବତୀ ଏକା ଠିଆ ହୋଇଥିଲେ।ସେହି ରାସ୍ତା ଦେଇ ଯେଉଁ ଗାଡ଼ି ଯାଉଛି ତାକୁ ଲିପ୍ଟ ମାଗୁଥିଲେ। ଯେଉଁ ଗାଡ଼ି ଯାଉଛି ତାଙ୍କୁ ଟିକେ ନେଇ ଯାଅ ବୋଲି ସାହାର୍ଯ୍ୟ ମାଗୁଛନ୍ତି।କିନ୍ତୁ କେହି ଗାଡ଼ି ସେଠାରେ ରଖି ନଥିଲେ।
ଆଉ କେହି ଯୁବତୀ ଙ୍କୁ ସାହାର୍ଯ୍ୟ କରି ନଥିଲେ।ଏମିତି ଅନେକ ସମୟ ବିତି ଯାଇଥିଲା।ଯୁବତୀ ଜଣଙ୍କ ସାହାର୍ଯ୍ୟ ମାଗି ମାଗି ନିରାଶ ହୋଇ ଯାଇଥିଲେ।କିନ୍ତୁ ସେତେବେଳେ ଜଣେ ଯୁବକ ବାଇକ ଚଲାଇ ସେଠାକୁ ଆସିଲେ। ଆଉ ରାସ୍ତା କଡ଼ରେ ଜଣେ ଝିଅ ଠିଆ ହୋଇ ଲିପ୍ଟ ମାଗୁ ଥିବାର ଦେଖିଲେ।
Hh
ଆଉ ସେଇଠୀ ଯୁବକ ଜଣଙ୍କ ଯୁବତୀ ଙ୍କୁ ଦେଖି ସାହାର୍ଯ୍ୟ କରିବା ପାଇଁ ଅଟକି ଯାଇଥିଲେ।ଯୁବତୀ ଜଣଙ୍କ ଯେତେବେଳେ ବାଇକ୍ ରେ ବସିବା ପାଇଁ ଯାଉଥିଲେ ସେତେବେଳେ ସେ ବାଇକ୍ ର ସାଇଲେନ୍ସର୍ ପାଇପ ରେ ଗୋଟିଏ କାଗଜ ଲଗାଇ ଦେଇଥିଲା।
ଏହାପରେ ଯୁବକ ଜଣଙ୍କ ଚେଷ୍ଟା କରି ମଧ୍ୟ ବାଇକ୍ କୁ ଆଉ ଷ୍ଟାର୍ଟ କରି ପାରି ନଥିଲେ।ପରେ ଯୁବକ ଜଣଙ୍କ ଯାଇ ଆଉ କାହା ସହିତ ଫୋନ ରେ କଥା ହେଉଥିବା ବେଳେ ଯୁବତୀ ଜଣଙ୍କ ତାର ଲୋକଙ୍କୁ ଡାକି ସେହି ବାଇକ୍ କୁ ଚୋରି କରି ନେଇ ଯାଇଥିଲେ।