Movie prime

ପ୍ରେମିକ ସହ ଲ-ଙ୍ଗ-ଳା ହୋଇ ଶୋଇଥଲା ଝିଅ..ବାପା ଦେଖି ଦେବାରୁ ବାପା ର ମୁଣ୍ଡ ହା-ଣି ଦେଲା..

 
Hh
ନମସ୍କାର ପାଠକ ବନ୍ଧୁ।ବାପା ଭାଇ କୁ ହ-ତ୍ୟା କରି ପ୍ରେମିକ ସହିତ ଫେରାର ହେଲା ଝିଅ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ।ବାପା ମା ମାନେ ନିଜ ପିଲା ର ଭବିଷ୍ୟତ ପାଇଁ କେତେ କଷ୍ଟ କରନ୍ତି।
ହେଲେ ସେହି ପିଲା ଶେଷ ରେ ଅନ୍ୟ କାହା ପାଇଁ ବାପା ମା ଙ୍କୁ କଷ୍ଟ ଦେଇ ଥାଆନ୍ତି।ତେବେ ଆଜି ଆମେ ଏଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ସମସ୍ତେ ଜାଣି ଚକିତ ହୋଇ ଯିବେ।ନିଜ ବାପା ଭାଇ କୁ ହ-ତ୍ୟା କରି ଫେରାର ହୋଇ ଯାଇଛି ଝିଅ।
Bh
ଏଭଳି ଘଟଣା ଦେଖିବାକୁ ମିଳିଛି ଜବଲପୁର ଅଞ୍ଚଳ ରେ।ଘର ଭିତରୁ ଗତ କିଛି ଦିନ ତଳେ ମିଳିଚି ଜଣେ ରେଲୱେ କର୍ମଚାରୀ ଙ୍କ ମୃ-ତ ଦେହ।ସେହି ଘର ର ଫ୍ରିଜ୍ ଭିତରୁ ମିଳିଲା ତାଙ୍କ ପୁଅ ବାନିସ ଙ୍କ ମୃ-ତ ଦେହ।
ହେଲେ ସେହି ଦିନ ଠାରୁ ପୋଲିସ ତାଙ୍କ ଦଶ ବର୍ଷ ର ଝିଅ ର କିଛି ଖୋଜ ଖବର ପାଇ ନ ଥିଲା।ପୋଲିସ ତାର ତଦନ୍ତ ଜାରି ରଖି ଥିଲା।ବହୁତ ଦିନ ପର୍ଯ୍ୟନ୍ତ ପୋଲିସ ଆଖି ରେ ଧୂଳି ଦେଇ ଝିଅ ଟି ଘୁରି ବୁଲିଲା।
Bh
ତେବେ ପରେ ପୋଲିସ ଜାଣିବାକୁ ପାଇ ଥିଲା କି ଝିଅ ଟି ନିଜ ପ୍ରେମିକ କୁ ପାଇବା ପାଇଁ ନିଜ ବାପା ଭାଇ କୁ ହ-ତ୍ୟା କରିଛି।ଆଠ ବର୍ଷ ର ଭାଇ କୁ ଛୁରୀ ରେ କା-ଟି କାଟି ଖଣ୍ଡ ଖଣ୍ଡ କରି ଦେଇ ଥିଲା।ଏହା ପରେ ତାକୁ ଫ୍ରିଜ ଭିତରେ ପୁରାଇ ଦେଇ ଥିଲା।
ବାପା କହିବାରୁ ଶେଷ ରେ ବାପା କୁ ମଧ୍ୟ ହ-ତ୍ୟା କରି ଦେଇ ଥିଲା।ଏହା ପରେ ନିଜ ପ୍ରେମିକ ସହ ସେ ଝିଅ ଟି ଘରୁ ଫେରାର ହୋଇ ଯାଇ ଥିଲା।ପୋଲିସ ଅନେକ ଦିନ ପର୍ଯ୍ୟନ୍ତ ଝିଅ କୁ ଖୋଜି ବୁଲିଲା।
ହେଲେ ପରେ ତାର ସନ୍ଧାନ ମିଳି ଥିଲା।ଏବେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏଭଳି ଘଟଣା ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଲୋକ ମାନେ ସେ ଝିଅ କୁ ଫା-ଶୀ ଦେବା ପାଇଁ କହିଛନ୍ତି।ଏଭଳି ଝିଅ ଜନ୍ମ ହେବା ଆଗରୁ ମରି ଯିବା ଭଲ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.