Movie prime

ପ୍ରଧାନଶିକ୍ଷକ ଙ୍କ ପ୍ରେମ ଲୀଳା ଏବେ ପଦାରେ ..ଝିଅ ବୟସ ର ଶିକ୍ଷୟତ୍ରୀ ର ଗୁ-ପ୍ତା-ଙ୍ଗ କୁ ଧରିଦେଲା..

 
Gg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଶିକ୍ଷକ ମାନେ ହେଉଛନ୍ତି ପିଲା ମାନଙ୍କ ପାଇଁ ଭଗବାନ ଙ୍କ ସ୍ୱରୂପ।ଶିକ୍ଷକ ମାନଙ୍କ ଠାରୁ ପିଲା ମାନେ ଅନେକ କଥା ଶିକ୍ଷା କରନ୍ତି।ହେଲେ ଯେତେବେଳେ ଶିକ୍ଷକ ମାନେ ଖରାପ କାମ କରନ୍ତି।
ତେବେ ପିଲା ମାନେ କଣ ଶିକ୍ଷା ପାଇବେ।ତେବେ ଆମେ ଆଜି ଏଭଳି ଜଣେ ପ୍ରଧାନ ଶିକ୍ଷକ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ତାଙ୍କ ବିଦ୍ୟାଳୟ ର ଅନ୍ୟ ଜଣେ ସହକାରୀ ଶିକ୍ଷକ ଙ୍କ ସହିତ ରଖିଛନ୍ତି ଖରାପ ସମ୍ପର୍କ।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।
Gg
ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ର ଧର୍ମଶାଳା ଥାନା ଅଞ୍ଚଳ ରେ।ସେଠାରେ ଗୋଟିଏ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେଉଛନ୍ତି ରମେଶ ଚନ୍ଦ୍ର ସେଠୀ।ତାଙ୍କର ଅନେକ ଦିନ ରୁ ସହକାରୀ ଶିକ୍ଷକ ପ୍ରିୟଙ୍କା ରାଉତ ଙ୍କ ଉପରେ ଖରାପ ନଜର ରହିଥିଲେ।
ଏ ନେଇ ଗତ କାଲି ଥାନା ରେ ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ ଜଣକ।ନିଜ ଉପରେ ହୋଇ ଥିବା ଅନ୍ୟାୟ କୁ ବିଚାର କରିବା ପାଇଁ ସେ ସମସ୍ତ ଙ୍କ ପାଖରେ ଗୁହାରି କରିଛନ୍ତି।
ଶିକ୍ଷୟିତ୍ରୀ ପ୍ରିୟଙ୍କା ରାଉତ ଙ୍କ କହିବା ଅନୁଯାୟୀ ତାଙ୍କ ସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଙ୍କ ର ଗତ କିଛି ଦିନ ହେବ ତାଙ୍କ ଉପରେ ଖରାପ ନଜର ରହିଥିଲା।ସେ ତାଙ୍କ ପ୍ରାଇଭେଟ୍ ପାର୍ଟ ରେ ହାତ ମାରନ୍ତି।ତାଙ୍କୁ ସମସ୍ତଙ୍କ ସାମ୍ନା ରେ ଖରାପ ଭାଷା କୁହନ୍ତି।
Jkh
ପ୍ରଧାନ ଶିକ୍ଷକ ଙ୍କ କୋଠରୀ ରେ କେହି ନ ଥିବା ସମୟ ରେ ପାଖକୁ ଡାକନ୍ତି।ତାଙ୍କ ସହିତ ଖରାପ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତି।ଅନ୍ୟ ମାନଙ୍କ ସାମ୍ନା ରେ ଖରାପ କଥା କୁହନ୍ତି।
ଏଭଳି ବାରମ୍ବାର ହେଉ ଥିବାରୁ ମହିଳା ଜଣକ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ସେହି ସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଙ୍କୁ ଗିରଫ କରିଚି।
ତାଙ୍କ ବିଷୟ ରେ ତଦନ୍ତ ଆରମ୍ଭ କରିଛି।ତେବେ ମହିଳା ଜଣକ ଗଣ ମାଧ୍ୟମ ଆଗରେ ଗୁହାରି ହୋଇ କହିଛନ୍ତି କି ତାଙ୍କୁ ନ୍ୟାୟ ଦେବା ପାଇଁ।ଏଭଳି ପ୍ରଧାନ ଶିକ୍ଷକ ଙ୍କୁ ତାଙ୍କ ଚାକିରି ରୁ ବାହାର କରା ଯାଉ ବୋଲି କୁହା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.