Movie prime

ଘର ଭିତରେ ସ୍ତ୍ରୀ କୁ ମା-ରି..ସୁନ୍ଦରୀ ଝିଅ କୁ ଧରି ଫେରାର ହେଲା ସ୍ବାମୀ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଯୁବପଢ଼ି ମାନଙ୍କ ପାଇଁ ସୋସିଆଲ ମିଡିଆ ହେଉଛି ଏକ ସହଜ ମାଧ୍ୟମ ଯାହାଦ୍ଵାରା ସମସ୍ତ ଖବର ଆମେ ଜାଣିବାକୁ ପାଉଛେ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର୍ ଗ୍ରାମର ଗଉଡ ସାହିରେ ଅଭିଯୋଗ ଆଣିଥିଲେ।
Hh
ଝିଅର ପରିବାର ଲୋକେ ସୂଚନା ଅନୁସାରେ ୫ ବର୍ଷ ତଳେ ଫୁଲପଡ଼ା ଗ୍ରାମର ନୀଳମଣି ବେହେରାଙ୍କ ଝିଅସୁନୀତା ବେହେରାକୁ ଚମ୍ପେଶ୍ୱର ଗଉଡ ସାହିର ସୁଦାମ ଦାସଙ୍କ ସହିତ ବିବାହ କରିଦେଇଥିଲେ। ତାଙ୍କର ଏକ ଦୁଇବର୍ଷର କନ୍ୟା ସନ୍ତାନ ମଧ୍ୟ ଅଛି।
ହେଲେ ବାହାଘରେ କିଛିଦିନ ପରେ ଝିଅର ଶାଶୁଘର ଲୋକ ନି-ର୍ଯା-ତ-ନା ଦେଇଆସୁଥିଲେ। ଆଉ ଏବେ ବୋହୂକୁ ମାରିଦେଇ ତାଙ୍କର ଦୁଇବର୍ଷର କନ୍ୟା ସନ୍ତାନକୁ ଧରି ଶାଶୁ ନଣନ୍ଦ ସ୍ବାମୀ ଘରୁ କୁଆଡେ ଫେରାର ହେଇଯାଇଛନ୍ତି। 
ଯାହାକୁ ନେଇ କାନପୁର ଥାନାରେ ସୁନିତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି। ଏତଲା ପରେ ପୋଲିସ ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ଏବଂ ସ୍ଥାନୀୟ ସରପଞ୍ଚ ପହଞ୍ଚି ଅନୁଧ୍ୟାନ କରିଛନ୍ତି।
ଏହା ସହିତ ସୁନୀତାଙ୍କ ଶ-ବକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଏବେ ଦେଖିବାକୁ ବାକି ରହିଲା ପୋଲିସ କେବେ ଅଭିଯୁକ୍ତଙ୍କୁ ଗିରଫ କରୁଛି ଆଉ କେବେ ସୁନୀତାଙ୍କୁ ନ୍ୟାୟ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.