Movie prime

ସ୍ବାମୀ ଅଛି ପୋ-ଲି-ସ ରେ ହେଲେ ସ୍ତ୍ରୀ ବିକୁଚି ଦେହ..ପ୍ରତିଦିନ ନୂଆ ନୂଆ ପୁରୁଷ ଙ୍କ ସହ କରୁଚି ହନିମୁନ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ଵାମୀ ସହର ସାରା ବୁଲି ବୁଲି ଚୋର ଧରୁଥିଲା ଆଉ ସ୍ତ୍ରୀ ମଧ୍ୟ ଓୟେଓ ରୁମ କୁ ଯାଇ ନିଜ ପ୍ରେମିକ ସହ ମଜା କରୁଥିଲା। ଏପଟେ ସ୍ଵାମୀ ପୋଲିସ ସାଜି ବାହାରେ
ଜଗି ବସୁଥିବା ବେଳେ ସେପଟେ ସେହି ସ୍ତ୍ରୀ ରୁମ୍ ର କବାଟ ବନ୍ଦ୍ କରି ନିଜ ପ୍ରେମିକ କୁ ଧରି ସୋଉଥିଲା। ଆଜ୍ଞା ହଁ ଯେଉଁ ପୋଲିସ ଗାଁ ଗାଁ ଧରି ଜଗି ଚୋର ଧରୁଥିଲା ଆଜି ସେହି ପୋଲିସ ଆଖିରେ ହିଁ ତାର ନିଜ ସ୍ତ୍ରୀ ଧୂଳି ଦେଇ ଚାଲିଗଲା।
Hh
ଯାହାର ହାତ ଧରି ସେ ବାହା ହୋଇଥିଲା ଆଉ ଯାହାକୁ ବିଶ୍ବାସ କରି ସେ ସାତ ଜନ୍ମର ସାଥୀ କରିଥିଲା ଆଜି ସେହି ସ୍ତ୍ରୀ ତାକୁ ଧୋକା ଦେଇ ତାର ଉପର ଅଫିସର୍ ସହିତ ରୁମ୍ ଭିତରେ ପଶି ରୋମାନ୍ସ କରୁଥିଲା।
ଆଉ କେତେଟା ଟଙ୍କା ନେଇ ସେ ଭଲ ପାଇବାକୁ ମଧ୍ୟ ଭୁଲି ଯାଇଥିଲା। ସୁନ୍ଦରିଆ ଝିଅ ଦେଖି ବାହା ହୋଇଥିଲେ ପୋଲିସ ଅଫିସର୍। ଏହାପରେ ସେ ନିଜର ସ୍ତ୍ରୀ କୁ ନେଇ ବଜାରରେ ଘରଭଡା ମଧ୍ୟ କରି ରଖିଥିଲେ।
ଆଉ ଅନେକ ସମୟରେ ମଧ୍ୟ ସେ ନିଜର ଉପର ଅଫିସର୍ ଙ୍କ ସହିତ ଚିହ୍ନା ମଧ୍ୟ କରାଇଥିଲେ। ଶେଷରେ ସେହି ଅଫିସର୍ ର ହିଁ ପ୍ରେମରେ ପଡ଼ି ଯାଇଥିଲେ ଏହି ପୋଲିସ ବାବୁଙ୍କ ସ୍ତ୍ରୀ। ଆଉ ସ୍ଵାମୀ
Hh
ମଧ୍ୟ ନିଜ ଡିଉଟି ରେ ବାହରକୁ ଚାଲିଯିବା ପରେ କେତେବେଳେ ହୋଟେଲ୍ ତ ପୁଣି ଆଉ କେତେବେଳେ ନିଜର ବେଡ଼ରୁମ କୁ ଡାକି ଆଣୁଥିଲେ। ଏହାପରେ ସେ ତାଙ୍କ ସହିତ ସମ୍ପର୍କ ମଧ୍ୟ ରଖୁଥିଲେ। ହେଲେ ଅନ୍ୟ ପଟେ ସ୍ଵାମୀ କାମରୁ ଫେରି ଆସିବା ପରେ,
ତାଙ୍କୁ ଅଣଦେଖା ମଧ୍ୟ କରୁଥିଲେ। ଏହାକୁ ନେଇ ସ୍ଵାମୀ ଜଣକ ମଧ୍ୟ ଖୁବ ଚିନ୍ତା ରେ ପଡି ଯାଇଥିଲେ। ସ୍ତ୍ରୀ ର ଏପରି ବ୍ଯବହାର ଦେଖି ତାଙ୍କର ସନ୍ଦେହ ମଧ୍ୟ ବଢ଼ିବାକୁ ଲାଗିଥିଲା।
ସ୍ତ୍ରୀ କିଛି ଜାଣି ନଥିବା ବେଳେ ସ୍ତ୍ରୀ ରୁମ୍ ଭିତରେ ତାର ପ୍ରେମିକ କୁ ଧରି ରାସଲୀଳା କରୁଥିଲା। ହେଲେ ଏତିକି ବେଳେ ତାଙ୍କର ସବୁ କଳା କାରନାମା କୁ ସ୍ଵାମୀ ଧରି ପକାଇ ଥିଲେ। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗି ରହିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.