Movie prime

ସ୍ତ୍ରୀକୁ ଚ-ରି-ତ୍ର-ହୀନ କହିଲା ବୋଲି ମା-ରି-ଦେଲା ସ୍ଵାମୀ ଦେଖନ୍ତୁ ଘଟିଗଲା କେତେବଡ଼ ଅଘଟଣ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏହି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ । ଆଜିକାଲି ଦୁନିଆରେ ଅନେକ ଘଟଣା ଘଟୁଛି । ଆଉ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଜଗ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ଚର୍ଚ୍ଚା ହେଉଛି । 
Vb
ଆଜିକାଲି ଦୁନିଆରେ ନିଜ ସ୍ତ୍ରୀ ବିଷୟରେ ଲୋକମାନେ ଅନେକ କଥା ଜାଣିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଖବର ଜାଣିପାରିବେ କି ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ ସହିତ କଥା ହେବା ସମୟରେ
ତାଙ୍କ ସ୍ତ୍ରୀଙ୍କୁ ନେଇ କିଛି କଥା କହିଥିଲେ ଆଉ ଏହି କାରଣରୁ ଏହି ସ୍ବାମୀ ଜଣକ ତାଙ୍କ ସ୍ତ୍ରୀ ବିଷୟରେ କହିଥିବା ଯୁବକ ଜଣଙ୍କୁ ଜୀବନରୁ ମାରି ଦେଇଛନ୍ତି । ସାଙ୍ଗ ହୋଇ ମିଶୁଥିଲା ଆଉ ସାଙ୍ଗର ସ୍ତ୍ରୀକୁ ଚରିତ୍ରାହୀନା ବୋଲି କହୁଥିଲା ।ଆଉ ସ୍ବାମୀ ଜଣକ ରାଗିଯାଇ କରିଥିଲେ ଏହି କାମ ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି କାଳିଆ ସ୍ୱାଇଁ । ଭୁବନେଶ୍ଵର ଇନଫର୍ସିଟି ଅଞ୍ଚଳରେ ଏହି ଘଟଣା ଘଟିଛି ।୬ ତାରିଖରେ ଏହି ଘଟଣା ଘଟିଥିଲା । ଆଉ ଦୁହିଁଙ୍କ ଭିତରେ କଥାବାର୍ତ୍ତା ହୋଇଥିଲେ ଆଉ ପରେ ଏହା ଝଗଡ଼ା ରୂପ ନେଇଥିଲା ।
Bb
ଆଉ ଏହାପରେ ଜଣଙ୍କ ଜୀବନ ଚାଲିଗଲା । ଏକ ଧାରୁଆ ଛୁରୀ ଦ୍ଵାରା ଏଭଳି ଘଟଣା ଘଟିଛି ବୋଲି ଜଣାପଡିଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କାଳିଆ ସ୍ୱାଇଁ ହେଉଛି ଅଭିଯୁକ୍ତ । 
କାଳିଆ ସ୍ୱାଇଁ ଏହି ବ୍ୟକ୍ତି ଜଣଙ୍କୁ ଛୁରୀରେ ମାରି ଦେଇଛି । ଏବେ ଏହି ଘଟଣା ସ୍ଥାନରେ ପୋଲିସ ପହଞ୍ଚିଛି । ସେଠାରେ ପୋଲିସ ପହଞ୍ଚି ଏହି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଯୁବକ ଜଣକ ଏବେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ମହିଳା ଜଣକ ନାମ ହେଉଛି ସୀମା ସାଇଗର ।
ଏହି ସିମାଙ୍କ ବିଷୟରେ ଅର୍ଥାତ୍ ସେ ଅନେକ ଯୁବକଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି ଏହି ଯୁବକ ଜଣକ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କହୁଥିଲେ । ଆଉ ଶେଷରେ ଏହି କଥା ପାଇଁ ତାଙ୍କ ଜୀବନ ଚାଲିଗଲା । ଏବେ ଅଭିଯୁକ୍ତ ଜଣକ ଜେଲରେ ଅଛନ୍ତି ।