Movie prime

ବାହା ହେଉ ହେ ହେଉ ସ୍ବାମୀ ହେଇ ସ୍ତ୍ରୀ କୁ.. ଟେକି ନେଇ ବଳାତ୍କାର କରିଦେଲା ସ୍ବାମୀ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ବାହାଘର କୁ ୧୫ ଦିନ ପୁରୀ ନ ଥିଲା।ହେଲେ ସବୁ କିଛି ଶେଷ ହୋଇ ଯାଇ ଥିଲା।
ଶେଷ ରେ ସ୍ଵାମୀ ସ୍ତ୍ରୀ ଙ୍କ ବେଡ ରୁମ୍ ରୁ ମିଳି ଥିଲା ସ୍ତ୍ରୀ ର ମୃ-ତ ଦେହ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଝିଅ ଟି କେତେ ଆଶା ନେଇ ବିବାହ କରି ଥିଲା।ହେଲେ ତାର ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଇ ଥିଲା।
Hh
ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଠାରେ।ସେଠାରେ ଗତ ୧୫ ଦିନ ତଳେ ଦୁଇ ଯୁବକ ଯୁବତୀ ଙ୍କ ବିବାହ ହୋଇ ଥିଲା।ବିବାହ ବେଳେ ଉଭୟ ଖୁବ୍ ଖୁସୀ ଥିଲେ।ହେଲେ ବିବାହ ର ପାଞ୍ଚ ଦିନ ରେ ସ୍ଵାମୀ ଙ୍କ ଚାକିରି ଚାଲି ଯାଇ ଥିଲା।
ଏହା ପରେ ସ୍ଵାମୀ ସବୁବେଳେ ଚିନ୍ତା ରେ ରହୁଥିଲେ।ଏହାକୁ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।ପରିବାର ଲୋକେ ବୋହୂ କୁ ସବୁବେଳେ ଦୁଃଖୀ ଦେଖିବାକୁ ପାଇଲେ।
ଘଟଣା ବିଷୟରେ ଜାଣିବାକୁ ସେମାନେ ଚେଷ୍ଟା କଲେ।ହେଲେ କିଛି ବି ସଫଳ ହେଲା ନାହିଁ। ହଟାତ ଦିନେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ତାଙ୍କ ବେଡ଼ ରୁମ୍ ଭିତରୁ ଜୋର୍ ରୁ ଶବ୍ଦ ଆସିଲା।ଏହା ପରେ ଘର ଲୋକେ ଦଉଡ଼ି ଯାଇ ଦେଖିଲା ବେଳ କୁ ସ୍ତ୍ରୀ ର ମୃ-ତ ଦେହ ପଡିଚି।
Hhgh
ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ସମସ୍ତେ ପରେ ଜାଣି ଥିଲେ କି ମହିଳା ଙ୍କୁ ତାଙ୍କ ସ୍ଵାମୀ ବାରମ୍ବାର ଟଙ୍କା ଆଣିବା ପାଇଁ କହୁଥିଲେ।ହେଲେ ମହିଳା ଜଣକ ବାପ ଘରୁ ଟଙ୍କା ଆଣିବା ପାଇଁ ରାଜି ହୋଇ ନ ଥିଲା।
ଏହା ପରେ ସ୍ଵାମୀ ରାଗି ଯାଇ ନିଜ ସ୍ତ୍ରୀ କୁ ଛୁ-ରୀ ରେ ହ-ତ୍ୟା କରିଛି।ଝରକା ମଧ୍ୟ ଦେଇ ଖସି ଯିବାକୁ ଚେଷ୍ଟା କରୁଥିଲା।ହେଲେ ପରିବାର ଲୋକେ ଧରି ପକାଇ ଥିଲେ।
ଏ ନେଇ ପୋଲିସ କୁ ଖବର ଦେଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା କେବେ ଦୋଷୀ କୁ ଦଣ୍ଡ ଦିଆ ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.