Movie prime

ସ୍ବାମୀ ଆଗରେ ସ୍ତ୍ରୀ ର ଖୋଲି ଦେଲା ପଡୋଶୀ..ଆଜ୍ଞା କଣ କହିବି... ସେ ସବୁ ମୋର ସାରିଦେଲା...

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସାମାନ୍ୟ ସମ୍ପତି ପାଇଁ ପଡ଼ୋଶୀ ମାନେ ଏପରି କିଛି କରି ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ।ବର୍ତ୍ତମାନ ସମୟ ରେ ଏଭଳି ଘଟଣା ପ୍ରାୟ ସବୁଦିନ ଦେଖିବାକୁ ମିଳୁଛି।
ତେବେ ଆମେ ଆଜି ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର କରିଲୋ ପାଟଣା ଗାଁ ରେ।ସେଠାରେ ସ୍ଵାମୀ ସ୍ତ୍ରୀ ଙ୍କ ଉପରେ ସାମାନ୍ୟ ସମ୍ପତି ପାଇଁ ହୋଇଚି ଆକ୍ରମଣ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Jj
ସୂଚନା ଅନୁସାରେ ସେଠାରେ ରହୁଥିବା ରଜନୀ ବଳ ତାଙ୍କ ସ୍ବାମୀ ରାଜୀବ ଲୋଚନ ବଳ ଗତ କିଛି ଦିନ ହେବ ସମ୍ପତି ପାଇଁ ତାଙ୍କ ପଡ଼ୋଶୀ ଙ୍କ ସହିତ ବିବାଦ ଲାଗି ରହିଛି।ଜଗନ୍ନାଥ ସ୍ବାଇଁ ନାମକ ତାଙ୍କ ପଡୋଶୀ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି।
ରାଜୀବ ଙ୍କ ର ଗୋଟିଏ ଜମି ରହିଛି।ସେହି ଜମି ରେ ରାଜୀବ ମାଟି ପକାଇ ସମତୁଲ କରି ଥିଲେ।ହେଲେ ହେଲେ ତାଙ୍କ ପଡୋଶୀ ଜଗନ୍ନାଥ ସେହି ଜାଗା କୁ ନିଜର ବୋଲି କହି ସବୁବେଳେ ଝଗଡ଼ା କରୁ ଥିଲେ।
ଏ ନେଇ ଅନେକ ଥାନା ରେ ରାଜୀବ ଅଭିଯୋଗ କରିଛନ୍ତି।ପୋଲିସ ତହସିଲଦାର ଆସି ଏହି ଜାଗା କୁ ଦେଖି ଯାଇଛନ୍ତି।ଜାଗା ର ମାପ ବି ହୋଇ ସାରିଛି।ହେଲେ କୌଣସି ସୁଫଳ ହୋଇ ପାରିଲା ନାହିଁ।ସେ ସ୍ଥାନ ରେ ରାଜୀବ ଙ୍କ ବୋଲି ତହସିଲଦାର କହି ଥିଲେ।
Bbh
ହେଲେ ସେମାନେ ଯିବା ପରେ ଏବେ ପୁଣି ଥରେ ତାଙ୍କ ପଡୋଶୀ ତାଙ୍କ ସହିତ ଝଗଡ଼ା କରୁଛନ୍ତି।ତାଙ୍କ ସ୍ତ୍ରୀ ରଜନୀ ବଳ ଙ୍କ ଲୁଗା କୁ ଟାଣି ଦେବା ଓ ତାଙ୍କ ସହିତ ଅନେକ ଖରାପ କାମ କରା ଯାଇଚି ବୋଲି ସେମାନେ ଥାନା ରେ ଅଭିଯୋଗ କରିଛନ୍ତି।
ରଜନୀ ବଳ ଏ ନେଇ କହିଛନ୍ତି କି ମୁଁ କାମ କରୁଥିବା ସମୟ ରେ ସେମାନେ ଆମ ଘର କୁ ଆସି ପ୍ରଥମେ ଝଗଡ଼ା ଲଗାଇ ଥିଲେ।ଏହା ପରେ ସେ କିଛି କହିବା
ପରେ ସେମାନେ ତାଙ୍କ ଲୁଗା ପଟା ଟାଣି ପକାଇ ତାଙ୍କୁ ମାଡ ମାରି ଥିଲେ।ଆମ ଜମି ସେମାନେ ନେବା ପାଇଁ ଚାହୁଁ ଛନ୍ତି।ସେଥିପାଇଁ ବାରମ୍ବାର ସେମାନେ ଏପରି କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.