Movie prime

ଝାଡୁପୋଛା କରୁଥିବା ଯୁବତୀ କୁ ଏକା ପାଇ..ଧ-ର୍ଷ-ଣ କରିଦେଲା ଘର ମାଲିକ, ଆଉ ପରେ ଯାହା ହେଲା...

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦିନ ମଜୁରିଆ ଭାବରେ କାମ କରୁଥିଲେ ଜଣେ ଯୁବକ।ହେଲେ ଗାଁ ଝିଅଙ୍କୁ ଦେଖି ଆଖି ମାରୁଥିଲେ।ଗାଁ ର ଝିଅ ମାନେ ଘରୁ ବାହାରିଲେ ସେମାନଙ୍କୁ ଖରାପ ନଜର ରେ ଦେଖୁଥିଲେ ଯୁବକ।
ବର୍ତମାନ ପୋଲିସ ଏହି ଯୁବକ ଙ୍କୁ ଗିରଫ କରିଛନ୍ତି।ଯେଉଁ ଗ୍ରାମ ରେ କାମ କରୁଥିଲେ ସେହି ଗ୍ରାମର ଜଣେ ନାବାଳିକା ଝିଅ ଙ୍କୁ ଡାକି ଅସଦାଚରଣ କରିଛନ୍ତି। ଗାଁ ରେ ପାଣି ଟାଙ୍କି କାମ ଚାଲିଥିଲା।
Gh
ଆଉ ସେଥିରେ ହରିଶ ନାମକ ଯୁବକ ଦିନ ମଜୁରିଆ ଭାବରେ କାମ କରୁଥିଲେ।ଆଉ ସେହି ଗ୍ରାମରେ କାମ କରି ଜଣେ ନାବାଳିକା ଝିଅ କୁ ହରିଶ ଆଖି ପକାଉଥିଲା।
କିଛି ଦିନ ତଳେ ସେହି ଝିଅ କୁ ହରିଶ ହାତ ଠାରି ଘରୁ ବାହାରକୁ ଡାକିଥିଲେ।ଏହାପରେ ନାବାଳିକା ଝିଅ ଙ୍କୁ ଧରି ଶେଷରେ ଗାଁ ବାହାର ଜଙ୍ଗଲ ଭିତର କୁ ନେଇ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ।
ନାବାଳିକା ଝିଅ ଟି ହରିଶ ଙ୍କ କଥା କୁ ବୁଝି ନ ପାରି ତାଙ୍କ ପଛେ ପଛେ ଚାଲି ଆସିଥିବା ବେଳେ ସେଦିନ ହରିଶ୍ ତାଙ୍କ ସହିତ ଖରାପ ସମ୍ପର୍କ ରଖିଥିଲେ।ଆଉ ପରେ ହରିଶ ସେ ଝିଅକୁ ଅସଦାଚରଣ କରିବା ପରେ ତାଙ୍କୁ ଶ୍ୱାସ ରୁଦ୍ଧ କରି ସେଠାରେ ମାରି ଦେଇଥିଲେ।
Yu
ଏଭଳି କାମ କରିବା ପରେ ହରିଶ ଟ୍ରେନ ରେ ବସି ଦିଲ୍ଲୀ ଚାଲି ଯାଇଥିଲେ।ଆଉ ଅନ୍ୟପଟେ ରାୟଗଡ଼ା ଜିଲ୍ଲା ମୁନି ଗୁଡ଼ା ରେ ଥିବା ଜଙ୍ଗଲ ରୁ ଗତ କିଛି ଦିନ ତଳେ ମୃ-ତ ନାବାଳିକା ଙ୍କ ସବ ଦେଖିବା ପରେ ରାୟଗଡ଼ା ଜିଲ୍ଲାରେ ଏହି ଖବରଟି ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।
ପରିବାର ଲୋକଙ୍କ ତରଫରୁ ମୁନି ପଡ଼ା ଗ୍ରାମରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା।ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ବର୍ତମାନ ପୋଲିସ ହରିଶ୍ ଙ୍କୁ ଗିରଫ କରିଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.