Movie prime

କଲେଜ ଛାତ୍ରୀ କୁ ବାହା ହେଲା ପ୍ରିନ୍ସିପାଲ୍..ବାହା ଆଗରୁ ମାର୍କ ପାଇଁ ଝିଅ ଦେଇଥିଲା ଦେହ

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଖବର କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି +୩ ଛାତ୍ରୀ କୁ ଗ-ର୍ଭ-ବ-ତୀ କରି ଦେଇଛି କଲେଜ୍ ପ୍ରିନ୍ସିପଲ୍। କଲେଜ୍ ଛାତ୍ରୀର ପେଟରେ ବଢୁଛି କଲେଜ୍ ପ୍ରିନ୍ସିପାଲ୍ ଙ୍କ ଛୁଆ।
ଛାତ୍ରୀ ପରୀକ୍ଷା ରେ ପାସ କରିବ ବୋଲି ପ୍ରିନ୍ସିପାଲ୍ ଙ୍କ ପାଖକୁ ପାଠ ପଢିବା ପାଇଁ ଯାଇଥିଲା। ହେଲେ ପରୀକ୍ଷାରେ ପାସ କରିବା ପାଇଁ ପ୍ରିନ୍ସିପାଲ ଙ୍କ ପାଖରେ ନିଜ ଇଜ୍ଜତ କୁ ବିକ୍ରୀ କରିଦେଲା ଏହି ଛାତ୍ରୀ ଜଣକ।
Gg
୨୦ ବର୍ଷୀୟ ଝିଅକୁ ବିବାହ କରୁଛି ୬୦ ବର୍ଷୀୟ ଏହି ପ୍ରିନ୍ସିପାଲ୍। ସିନ୍ଦୂର ପିନ୍ଧାଇ ବରଣମାଳା ପକାଇ ନିଜ ଝିଅ ବୟସର ଝିଅକୁ ବିବାହ କରୁଛି ଏହି ପ୍ରିନ୍ସିପାଲ୍। ଯୁବତୀଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ସେ ଏକ ଘରୋଇ କଲେଜ ରେ +୩ ରେ ପାଠ ପଢୁଥିଲେ।
ମଝିରେ ମଝିରେ ସେ ତାଙ୍କର କଲେଜ୍ ର ଏହି ଅଧ୍ୟାପକ ନିକଟକୁ ଦେଖା କରିବା ପାଇଁ ଯାଉଥିଲେ। ପାଠ ପଢାରେ ଯୁବତୀ ଜଣକ ଦୁର୍ବଳ ଥିବା ବେଳେ,
ପ୍ରିନ୍ସିପାଲ୍ ଜଣକ ତାଙ୍କର ଫାଇଦା ନେବାପାଇଁ ବସିଥିଲେ। ଶେଷରେ ଯେତେବେଳେ ଜାଣିଥିଲେ କି ଯୁବତୀଙ୍କ ପେଟରେ ତାଙ୍କ ଛୁଆ ବଢୁଛି ବୋଲି ସେତେବେଳେ ତାଙ୍କୁ ମଝି ରାସ୍ତାରେ ଭସେଇ ଦେଇ ଚାଲି ଯାଇଥିଲେ।
Yy
ଏହି ଘଟଣା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ହେଉଛି ସଂପୂର୍ଣ୍ଣ ଭାବରେ ସତ।ପ୍ରିନ୍ସିପାଲ୍ ଜଣକୁ ଏତେ ବୟସ ହେଇଥିଲେ ମଧ୍ୟ ସେ ଯୁବତୀ ଜଣକ ସହ ଏଭଳି କରିଛନ୍ତି ଯାହାକୁ କେହି ବିଶ୍ଵାସ କରୁ ନାହାଁନ୍ତି।
ଏହି ଘଟଣା ସଂପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କର ବିବାହର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକମାନେ ମଧ୍ଯ ଦେଖି ସାରିଲେଣି
ଏହି ଘଟଣାର ସମସ୍ତେ ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ଆପଣ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।