Movie prime

ସ୍କୁଲ ଛାତ୍ରୀ କୁ ଏକା ପାଇ ଅ-ନୈ-ତି-କ କାମ କଲା ଛାତ୍ର..ଜବରଦସ୍ତି ରୁମ୍ କୁ ନେଇ ନେଇଗଲା ଫାଇଦା..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ବାପା ମା ମାନେ ନିଜ ପିଲା ଙ୍କୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟ କୁ ପଠାଇ ଥାଆନ୍ତି।
ହେଲେ ପିଲା ମାନେ ସ୍କୁଲ ଯାଉଛନ୍ତି ନା ଆଉ କୁଆଡେ ଯାଉଛନ୍ତି ତାହା କେହି ଜାଣି ନ ଥାଆନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ଯୁବକ ନିଜ ପ୍ରେମିକ ସହିତ ଏପରି କିଛି କାମ କରି ଦେଇଚି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Hh
ସୂଚନା ଅନୁସାରେ କିଛି ଦିନ ତଳେ ଜଣେ ସ୍କୁଲ ରେ ପାଠ ପଢୁଥିବା ଝିଅ ତାର ପ୍ରେମିକ ସହିତ ଆସି ଗୋଟିଏ ଘର ର ପାଚିରି ପାଖରେ ରୋମାନ୍ସ କରି ଥିଲେ।ଝିଅ ଟି ଘରେ ପାଠ ପଢିବା କଥା କହି ଆସି ପ୍ରେମିକ ସହିତ ଘୁରି ବୁଲୁଥିଲା।ଘର ଲୋକଙ୍କୁ ମିଛ କହି ଥିଲା ଝିଅ।
ଅନ୍ୟ ଜଣକ ପାଚେରୀ ପାଖରେ ଠିଆ ହୋଇ ରୋମାନ୍ସ ଚାଲୁ ଥିବା ସମୟ ରେ ଉପରେ ଥିବା ଯୁବକ ଙ୍କୁ କେହି ହେଲେ ଦେଖି ନ ଥିଲେ।ଉକ୍ତ ଯୁବକ ଜଣକ ପ୍ରେମୀ ଯୁଗଳ ଙ୍କ ଭିଡିଓ କରି ଥିଲେ।ପରେ ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇ ଥିଲେ।
Hh
ଏହି ଭିଡିଓ ଟି ଏବେ ଖୁବ୍ ଜୋର୍ ରେ ଭାଇରାଲ ହେଉଛି।ଯେତେବେଳେ ଯୁବତୀ ଜଣକ ଉପରେ ଥିବା ଯୁବକ ଙ୍କୁ ଦେଖି ଥିଲେ।ସଙ୍ଗେ ସଙ୍ଗେ ସେ ତାଙ୍କ ପ୍ରେମିକ ଙ୍କୁ ଏ ବିଷୟ ରେ କହିଥିଲେ।ତାଙ୍କ ପ୍ରେମିକ ଯିବା ସମୟରେ ଉକ୍ତ ଯୁବକ ଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରି ଥିଲେ।
ତେବେ ଏହି ଭିଡିଓ କୁ ଦେଖି ସାରିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।ସ୍କୁଲ ରେ ପାଠ ପଢୁଥିବା କମ୍ ବୟସ ଝିଅ ଟି କିଭଳି ଭାବେ ଏପରି କାମ କରି ପାରେ ବୋଲି ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।
ପାଠ ପଢିବା ବୟସ ରେ ଏଭଳି କାମ କରୁଥିବା ପିଲା ମାନଙ୍କୁ ଏବେ ଠାରୁ ସଚେତନତା ର ଆବଶ୍ୟକତା ରହିଛି।ତେବେ ଏହି ଭିଡିଓ ଟି ଖୁବ୍ ମାତ୍ରା ରେ ଏବେ ଭାଇରାଲ ହେଉଚି।ଗୋଟିଏ ଫୋନ୍ ରୁ ଆଉ ଗୋଟିଏ ଫୋନ୍ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.