Movie prime

ନିର୍ବାଚନ ବେଳେ କିଏ ଏହି ସୁନ୍ଦରୀ ଯୁବତୀ ଦେଖନ୍ତୁ ସାମ୍ନାକୁ ଆସିଲା VIRAL VIDEO ସମସ୍ତେ ଦେଖି ଆଶ୍ଚର୍ୟ୍ଯ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଖବର ସବୁ ଜାଣି ପାରୁଛନ୍ତି ।
ଏବେ ତ ସବୁ ଆଡ଼େ ନିର୍ବାଚନର ମାହୋଲ ରହିଛି । ଆଉ ନିର୍ବାଚନ ପାଇଁ ସବୁ ଅଞ୍ଚଳ ସରଗରମ ରହିଛି । ଏବେ କିଛି ଅଞ୍ଚଳରେ ମଧ୍ୟ ଭୋଟ ଦାନ ଆରମ୍ଭ ହୋଇଗଲାଣି । ଆପଣମାନେ ଏହି ଭିଡିଓରେ ଏଭଳି କିଛି ଖବର ପାଇପାରିବେ ।
Hh
ଏବେ ଏହି ନିର୍ବାଚନ ସମୟରେ କିଛି କଥା ସାମ୍ନାକୁ ଆସିଛି । ନିର୍ବାଚନ ସମୟରେ ଏବେ ଜଣେ ସୁନ୍ଦରୀ ଯୁବତୀଙ୍କୁ ନେଇ ଆସିଛି କିଛି ଖବର । ଜଣେ ସୁନ୍ଦରୀ ଯୁବତୀ ଏବେ ନଜର ଆସିଛନ୍ତି । ସେ କିଏ ବୋଲି ଏବେ ପ୍ରଶ୍ନ ଆସିଛି ।
ଏହି ସୁନ୍ଦରୀ ଯୁବତୀଙ୍କ ଗ୍ଲାମର ଯୁବପିଢୀଙ୍କୁ କିମିଆ କରିଛି । ଏହି ସୁନ୍ଦରୀ ଯୁବତୀ ଜଣକ ଯାଉଥିବା ସମୟରେ ତାଙ୍କର ଫଟୋ ଉଠାଯାଇଛି ଆଉ ଏହି ଫଟୋ ଏବେ ଘୁରି ବୁଲୁଛି । 
ଏବେ ଏହି ମହିଳା ଜଣଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ନିର୍ବାଚନ ସହିତ ଏହି ଯୁବତୀଙ୍କର କଣ ସମ୍ପର୍କ ରହିଛି ଏହିଭଳି ଅନେକ ପ୍ରଶ୍ନ ଏବେ ଆସିଛି । ଆଜି ଠାରୁ ଆରମ୍ଭ ହୋଇ ଯାଇଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ।
Bh
ଲୋକସଭା ନିର୍ବାଚନ ୨୦୨୪ ମସିହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଗଲାଣି । ଏବେ ଏହି ନିର୍ବାଚନକୁ ନେଇ ଅନେକ କଥା ଆସୁଛି । ଏହା ପୂର୍ବରୁ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ମଧ୍ୟ ଏଭଳି କିଛି କଥା ଶୁଣିବାକୁ ମିଳିଥିଲା ।
ଏହି ମହିଳା ଜଣଙ୍କ ହେଉଛନ୍ତି ଜଣେ ପୋଲିଂ ଅଫିସର। ଏହି ଯୁବତୀ ଜଣଙ୍କର ଗ୍ଲାମର୍ ଦେଖି ଯୁବପିଢି ଅନେକ କଥା କହିଛନ୍ତି । ଆଉ ସମସ୍ତେ ଭୋଟ ଦେବେ ବୋଲି ଆଶା କରାଯାଉଛି । ଆଉ କେହି କହିଛନ୍ତି ସେ ନିର୍ବାଚନ ଉପରେ ଧ୍ୟାନ ଦିଅନ୍ତୁ ।
ପୋଲିଂ ଅଫିସର ଜଣଙ୍କୁ ନେଇ ଏବେ ଅନେକ ଖବର ଆସିଛି । ଚିନ୍ଦଲା ଅଞ୍ଚଳରେ ହେବାକୁ ଥିବା ନିର୍ବାଚନରେ ଥିବା ଏହି ପୋଲିଂ ଅଧିକାରୀଙ୍କ ଫଟୋ ଏବେ ଚର୍ଚ୍ଚାକୁ ଆସିଛି । ଏହି ମହିଳା ଜଣକ ନାମ ହେଉଛି ସୁଶୀଳା କନିଲ ।