Movie prime

ନିର୍ବାଚନ ଆଗରୁ ଘଟିଗଲା ହିଂ-ସା-କାଣ୍ତ..କଂଗ୍ରେସ୍ ନେତା ର ଝିଅ କୁ କାଟି ଖଣ୍ଡ ଖଣ୍ଡ କରିଦେଲେ..

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ସାମ୍ନା କୁ ଆସିଛି ମନ୍ତ୍ରୀ ଙ୍କ ଝିଅକୁ ଗୋଡେଇ ଗୋଡେଇ ହା-ଣି-ଲେ ଦୁର୍ବୃତ୍ତ। ତାଙ୍କର ହାତରେ ଗୋଲାପ ଆଉ ପାକେଟ ଭିତରେ ଛୁରୀ ଧରି ଆସିଥିଲା।
ଆଉ ସମସ୍ତଙ୍କ ସାମ୍ନାରେ ମଧ୍ୟ ଝିଅକୁ ଆଇ ଲଭ୍ ୟୁ କହିଲା। ହେଲେ ଯୁବତୀ ଜଣକ ମନା କଲେ ବୋଲି ତାଙ୍କୁ କଲେଜ୍ ଭିତରେ ହା-ଣି ଦରମରା କରିଦେଲା। ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଙ୍କ ଝିଅର ଜୀବନ ନେଇଗଲା ଦୃର୍ବୁତ୍ତ।
Hb
ମନ୍ତ୍ରୀ ମହାଶୟ ନିଜ ଝିଅକୁ ନେଇ ମଧ୍ୟ କଲେଜ୍ ରେ ଛାଡିଥିଲେ। ଝିଅ ମଧ୍ୟ କଲେଜ୍ ରେ ପରୀକ୍ଷା ଦେଇ ଘରକୁ ଫେରିବା ପାଇଁ ବାହାରିଥିଲା। ହେଲେ ସେହି ସମୟରେ ଏହି ଦୁବୃର୍ତ୍ତ ଜଣକ ଆସି ମନ୍ତ୍ରୀ ଝିଅର ଜୀବନ ନେଇ ଯାଇଥିଲା।
ଏହି ଯୁବତୀ ଜଣକ ନା ହେଉଛି ନେହା। ଏହି ଯୁବତୀ ଜଣକ ମଧ୍ୟ ଜଣେ ଏମସିଏ ର ଛାତ୍ରୀ ଥିଲେ। ହେଲେ ନେହା ଅନେକ ସମୟ ଧରି ସେ କଲେଜ୍ ଯିବା ଆସିବା କରି ପାରୁ ନଥିଲେ।
ଗୋଟେ ପଟେ ନିର୍ବାଚନର ମହୋଲ୍ ଲାଗି ରହିଥିବା ବେଳେ ଅନ୍ୟ ପଟେ କଲେଜ୍ ଭିତରେ ଥିବା କିଛି ଅସଭ୍ୟ ଯୁବକଙ୍କ ପାଇଁ ସେ କଲେଜ୍ ଆସୁ ନଥିଲେ। ହେଲେ ଏବେ କଲେଜ୍ ର ପରୀକ୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ବାଧ୍ୟ ହୋଇ ତାଙ୍କୁ କଲେଜ୍ ଆସିବାକୁ ପଡ଼ିଥିଲା।
ଝିଅର ସୁରକ୍ଷାକୁ ନଜର ରେ ରଖି ମନ୍ତ୍ରୀ ମହାଶୟ ଝିଅକୁ କଲେଜ୍ କ୍ୟାମ୍ପସ ଭିତରେ ଛାଡ଼ି ଦେଇ ଯାଇଥିଲେ। ହେଲେ କେହି ଜାଣି ନଥିଲେ କି ଦୃର୍ବୁତ୍ତ କଲେଜ୍ ମଝିରେ ଲୁଚି ବସିଛି ବୋଲି।
Hb
ଏହି କିଛିଦିନ ତଳେ ନେହା ଙ୍କୁ ତାଙ୍କର ସାଙ୍ଗ ଜଣେ ପ୍ରେମ କରୁଛି ବୋଲି ଜିଦି ଧରି ବସିଥିଲା। ନେହା ତାଙ୍କର ପ୍ରେମକୁ ସ୍ବୀକାର କରି ନଥିଲେ ଯାହାକୁ ନେଇ ଫୟାଜ୍ ନାମକ ଏହି ଯୁବକ ତାଙ୍କୁ କଲେଜ୍ ମଝିରେ ହାଣି ପକାଇ ଥିଲା।
ଯୁବତୀ ଜଣକ ସେହି ସ୍ଥାନରେ ଟଳି ପଡ଼ିଥିବା ବେଳେ ଏବେ ଅଭିଯୁକ୍ତ କୁ ଗିରଫ କରାଯାଇଛି। ଏହାକୁ ନେଇ ସାରା କର୍ଣ୍ଣାଟକ ରେ ଚହଳ ପଡିଛି। ଆଉ ନେହା ଙ୍କ ବାପା ହେଉଛନ୍ତି କଂଗ୍ରେସ ନେତା ଚିରଞ୍ଜନ ହୀରାମଠ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.