Movie prime

ସ୍ତ୍ରୀ କରୁଥିଲା ଆଉ ଜଣକ ସହ ସମ୍ପର୍କ..ସ୍ବାମୀ ରାଗରେ କଲା ଯୁବକ କୁ ଶେଷ

 
Gh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସ୍ଵାମୀ ର ସନ୍ଦେହ ଯୋଗୁଁ ଚାଲି ଯାଇଚି ଜଣେ ବ୍ୟକ୍ତି ର ଜୀବନ।ବର୍ତ୍ତମାନ ସମୟ ରେ ପ-ର-କ୍ରି-ୟା ପ୍ରୀତି ରୁ ଅନେକ ଙ୍କ ଜୀବନ ଚାଲି ଯାଉଛି।ସାମାନ୍ୟ ଭୁଲ୍ ପାଇଁ ହ-ତ୍ୟା କରା ଯାଉଚି।ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀ ରେ।ସଚିନ କୁମାର ନାମକ ଜଣେ ବ୍ୟକ୍ତି ଙ୍କୁ ହ-ତ୍ୟା କରା ଯାଇ ଜଙ୍ଗଲ ରେ ପକା ଯାଇ ଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ପରେ ସବୁ କିଛି ସତ ଜଣା ପଡି ଥିଲା।
Hh
ସୂଚନା ଅନୁସାରେ ୨୨ବର୍ଷୀୟ ସଚିନ କୁମାର ନାମକ ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟ ରେ କାମ କରୁ ଥିଲେ।ଏହା ପୂର୍ବ ରୁ ସେ ହାସିଦ ଖାଁ ଙ୍କ ଟି ସାର୍ଟ କମ୍ପାନୀ ରେ କାମ କରୁ ଥିଲେ।ସେ ହାସିଦ ଖାଁ ଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଋଣ ନେଇ ଥିଲେ।ଅସୁବିଧା ପାଇଁ ସେ ଏହି ଟଙ୍କା କୁ ସୁଝି ପାରୁ ନ ଥିଲେ।
ଏହା ପରେ ହାସିଦ ଖାଁ ଓ ସଚିନ କୁମାର ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ଲାଗି ଥିଲା। ସଚିନ ପରେ ଯାଇ ଗୋଟିଏ ରେଷ୍ଟୁରାଣ୍ଟ କାମ କରି ଥିଲେ।ଏଥିରେ ତାଙ୍କୁ ଅଧିକ ଟଙ୍କା ମିଳୁ ଥିଲା।ହେଲେ ପୁଣି ଥରେ ହାସିଦ ଖାଁ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ସବିନା ବିବି ଙ୍କ ବିଷୟ ରେ।
Yu
ସବୀନା ବିବି ଓ ସଚିନ କୁମାର ଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି ହସିଦ ଖାଁ ଜାଣିବାକୁ ପାଇଲେ।ଏଥିପାଇଁ ସେ ନିଜ ସ୍ତ୍ରୀ ଙ୍କ ସହିତ ଖୁବ୍ ଝଗଡ଼ା କରୁଥିଲେ। ହଟାତ ଦିନେ ସେ ସାବିନା ଙ୍କୁ କହିଥିଲେ ସଚିନ ଙ୍କୁ ଘର କୁ ଡକାଇବା ପାଇଁ।
ତାଙ୍କ ସ୍ତ୍ରୀ ସ୍ଵାମୀ ଙ୍କ କଥା ମାନି ସଚିନ ଙ୍କୁ ଘର କୁ ଡକାଇ ଥିଲେ।ଏହା ପରେ ସଚିନ ଙ୍କୁ ପି-ଟି ପି-ଟି ମାରି ଦେଇଥିଲେ ଶବିନା ଓ ତାଙ୍କ ସ୍ଵାମୀ ହସିଦ୍ ଖାଁ।ସଚିନ ଙ୍କ ମୃ-ତ ଦେହ କୁ ବସ୍ତା ରେ ପୁରାଇ ଉଭୟ ସ୍ବାମୀ ସ୍ତ୍ରୀ ଜଙ୍ଗଲ ରେ ଫୋପାଡି ଦେଇ ଆସି ଥିଲେ।
ଏହାର କିଛି ଦିନ ପରେ ପୋଲିସ ଏହି ଶବ କୁ ଉଧାର କରି ତଦନ୍ତ ଆରମ୍ଭ କରି ଥିଲା।ଏଥିରୁ ଜଣା ପଡ଼ି ଥିଲା ସଚିନ ଙ୍କ ବିଷୟ ରେ।ଧୀରେ ଧୀରେ ହସିଦ ଓ ତାଙ୍କ ସ୍ତ୍ରୀ ସଚିନ ଙ୍କୁ ମାରିଛନ୍ତି ବୋଲି ଜଣା ପଡି ଥିଲା।ପୋଲିସ ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତାଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା ପାଇଁ ସଚିନ ଙ୍କ ପରିବାର ଲୋକେ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.