Movie prime

ସ୍ତ୍ରୀ ପିଲା ଦେଖୁଥିଲେ ଆଉ ଅଲଗା ଝିଅ କୁ..ବେଡ଼ରୁମ ନେଇ ସମ୍ପର୍କ ରଖିଲା ପୋ-ଲି-ସ୍ ସ୍ବାମୀ..

 
Hh
ନମସ୍କାର ପାଠକ ବନ୍ଧୁ।ସ୍ତ୍ରୀ ପିଲା ଛୁଆ ଥାଉ ଥାଉ ପର ଝିଅ ପ୍ରେମ ରେ ପାଗଳ ହେଲେ ପୋଲିସ ବାବୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।
ସ୍ତ୍ରୀ ପିଲା ଛୁଆ ଥାଉ ଥାଉ ପୁରୁଷ ଅନ୍ୟ ଝିଅ କୁ ପ୍ରେମ କରୁଛନ୍ତି।ପୁଣି ସେହି ଯୁବକ ଜଣକ ପୋଲିସ ବିଭାଗ ରେ ଚାକିରି କରିଛନ୍ତି।ଏ ନେଇ ଗତ କାଲି ସ୍ତ୍ରୀ ଥାନା ରେ ଅଭିଯୋଗ କରିଛନ୍ତି।ଖାଲି ପ୍ରେମ କରୁ ନାହାନ୍ତି ତାଙ୍କୁ ନେଇ ହୋଟେଲ ନେଇ ଯାଉଛନ୍ତି ଯୁବକ।
Jj
ସୂଚନା ଅନୁସାରେ ବିଜୟ ହେଉଛନ୍ତି ଜଣେ ପୋଲିସ କର୍ମଚାରୀ।ଗତ କିଛି ବର୍ଷ ତଳେ ସେ ଅନ୍ନପୂର୍ଣ୍ଣା ଙ୍କୁ ବିବାହ କରି ଥିଲେ।ଉଭୟ ଙ୍କ ର ସୁଖ ର ସଂସାର ଖୁବ୍ ହସ ଖୁସି ରେ ଚାଲି ଥିଲା।ଏହା ପରେ ତାଙ୍କ ର ଝିଅ ଟି ମଧ୍ୟ ଜନ୍ମ ହୋଇ ଥିଲା।
ହେଲେ ପରେ ଏହି ସୁଖ ର ସଂସାର ଉପରେ ନଜର ଲାଗି ଯାଇଥିଲା ପ୍ରିୟଦର୍ଶିନୀ ଙ୍କ ର।ସେ ବିଜୟ ଙ୍କ ସହିତ ଫୋନ୍ ରେ କଥା ହେଉ ହେଉ ପ୍ରେମ ରେ ପଡ଼ି ଗଲେ।ଉଭୟ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।
Nn
ବିଜୟ ପ୍ରିୟଦର୍ଶିନୀ କଥା ରେ ପଡ଼ି ପ୍ରତିଦିନ ନିଜ ସ୍ତ୍ରୀ ସହ ଝଗଡ଼ା କରି ଥିଲେ।ତାଙ୍କୁ ଖୁବ୍ ମାରୁ ଥିଲେ।ଏହା କୁ ସହି ପାରି ନ ଥିଲେ ଅନ୍ନପୂର୍ଣ୍ଣା।ଶେଷ ରେ ବାଧ୍ୟ ହୋଇ ଗତ କାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ପ୍ରିୟଦର୍ଶିନୀ ତାଙ୍କ ସ୍ଵାମୀ ଙ୍କୁ ପ୍ରେମ ଜାଲ ରେ ଫଶାଇ ରଖିଛି।ତାଙ୍କ ସହିତ ଖରାପ ସମ୍ପର୍କ ରଖିଛି।ସେଥିପାଇଁ ବିଜୟ ତାଙ୍କୁ ଖୁବ୍ ମାରୁଛନ୍ତି।
ଏବେ ସେ ପ୍ରିୟଦର୍ଶିନୀ ପାଖରେ ରହୁଛନ୍ତି।ତେବେ ଆପଣ ମାନେ ଥରେ ଭାବନ୍ତୁ।ବିଜୟ ନିଜ ସ୍ତ୍ରୀ ପିଲା ଥାଉ ଥାଉ ପର ଝିଅ ସହିତ ସମ୍ପର୍କ ରଖି ଠିକ୍ କରିଛନ୍ତି କି।
ଏଭଳି ବ୍ୟକ୍ତି ଙ୍କୁ ଦଣ୍ଡ ଦିଆ ଯିବା ଉଚିତ।ତେବେ ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା ଟି ରେ କିଏ ଦୋଷୀ ସାବ୍ୟସ୍ତ ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.