Movie prime

ଦେହସୁଖ ପାଇଁ ଫେରିବାଲା ସହ ଫେରାର ହେଲା ମହିଳା ଖାଇବାକୁ ନ ପାଇ ରାସ୍ତା ରେ ବୁଲୁଛନ୍ତି ୫ ଜଣ ଛୁଆ..

 
Vt
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପାଞ୍ଚ ପାଞ୍ଚଟି ଛୁଆ ଛାଡି ମା ଚାଲି ଗଲା ପର ପୁରୁଷ ସହିତ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ।ଏଭଳି ଘଟଣା ଦେଖିବାକୁ ମିଳିଛି କେଉଁଝର ଜିଲ୍ଲାରେ।ସେଠାରେ ଝୁନୁ ପାତ୍ର ନାମକ ଜଣେ ମହିଳା ପାଞ୍ଚଟି ଛୁଆ ଜନ୍ମ କରିଥିଲେ।
ହେଲେ ଗାଁ କୁ ବିକି ବାକୁ ଆସୁଥିବା ଫେରିବାଲା ଙ୍କ ପ୍ରେମ ରେ ପଡ଼ି ଝୁନୁ ଫେରାର ହୋଇ ଗଲେ।ମା ନିଜ ପିଲା କୁ ସବୁବେଳେ ସୁରକ୍ଷା ଦେଇ ଥାଏ।ହେଲେ କୌଣସି ମା ନିଜ ପିଲା କୁ ଅଧା ବାଟ ରେ ଛାଡି ଦେଇ ଚାଲି ଯାଏ ନାହି।
ଗ୍
ସୂଚନା ଅନୁସାରେ ଝୁନୁ ଗତ କିଛି ବର୍ଷ ତଳେ ତ୍ରିଲୋଚନ ଙ୍କୁ ବିବାହ କରି ଥିଲେ।ବିବାହ ପରେ ସେମାନଙ୍କର ପାଞ୍ଚଟି ଛୁଆ ହୋଇ ଥିଲା।ଏଥିରୁ ଚାରୋଟି ଝିଅ ହୋଇ ଥିବା ବେଳେ ଗୋଟିଏ ପୁଅ ହୋଇ ଥିଲା।
ହେଲେ ପୁଅ କୁ ଆଠ ମାସ ହୋଇ ଥିବା ବେଳେ ଝୁନୁ ଗତ ତିନି ବର୍ଷ ତଳେ ଗାଁ ର ଜଣେ ଫେରି ବାଲା ସହିତ ଫେରାର ହୋଇ ଯାଇ ଥିଲେ।ସେହି ଦିନ ଠାରୁ ତାଙ୍କର କୌଣସି ଖୋଜ ଖବର ନାହିଁ।ଅନ୍ୟ ପଟେ ତ୍ରିଲୋଚନ ହିଁ ନିଜ ବୁଢ଼ୀ ମା ଙ୍କ ସହିତ ପାଞ୍ଚ ପିଲା ଙ୍କ ଦେଖା ଶୁଣା କରୁ ଥିଲେ।
ହେଲେ ଭାଗ୍ୟ ଏମିତି ତାଙ୍କୁ ଦୁଃଖ ଦେବ ବୋଲି କେହି ଜାଣି ନ ଥିଲେ।ତ୍ରିଲୋଚନ ଙ୍କ ର ଗତ ଦୁଇ ଦିନ ତଳେ ଏକ ସଡ଼କ ଦୁ-ର୍ଘ-ଟ-ଣା ହୋଇ ଥିଲେ। ଏଥିରେ ତାଙ୍କ ପ୍ରାଣ ଚାଲି ଯାଇଛି।
Vv
ଏହା ପରେ ତାଙ୍କ ପିଲା ମାନେ ଅନାଥ ହୋଇ ଯାଇଛନ୍ତି।ବୁଢ଼ୀ ମା ଟି ନିଜ ପିଲା ଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ସରକାର ଙ୍କ ପାଖରେ ଗୁହାରି କରିଛନ୍ତି।ଯେ କେହି ଏହି ପିଲା ମାନଙ୍କୁ ଦେଖୁଚି ତାହାର ଆଖିରୁ ଲୁହ ଆସି ଯାଉଚି।
ତାଙ୍କ ପରିବାର ରେ ଏବେ ଦୁଃଖ ର ଛାୟା ଖେଳି ଯାଇଛି।ବଡ ଝିଅ କୁ ଏବେ ବାର ବର୍ଷ।ଛୋଟ ଛୋଟ ପିଲା ମାନେ ଏବେ ଅନାଥ ହୋଇ ଯାଇଛନ୍ତି।ଏଥିପାଇଁ ସେମାନେ ତାଙ୍କ ମା ଝୁନୁ ଙ୍କୁ ଦୋଷ ଦେଇଛନ୍ତି।
ଏହି କଥା କୁ ନେଇ ଏବେ ସାରା ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସରକାର ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଶା ରଖିଛନ୍ତି ଗ୍ରାମ ବାସୀ ମାନେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.