Movie prime

ମହିଳା ଙ୍କୁ ଏକା ପାଇ କରି ଦେଇଥିଲା ବ-ଳା-ତ୍କା-ର.. ଏବେ ଭୋଗିଲା ୧୦ ବର୍ଷ ଜେ-ଲ ଦଣ୍ଡ..

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୬.୦୬.୨୦୧୯ ମସିହାରେ ଟାଉନ ଥାନା ଅନ୍ତର୍ଗତ କେନ୍ଦ୍ରାପଡ଼ା ର ଚକଡା଼ ଗ୍ରାମରେ ଏକ ବୃଦ୍ଧା ଯାହାଙ୍କ ବୟସ ମଧ୍ୟ ୫୦ ବର୍ଷରୁ ଉର୍ଦ୍ଧ ହେବ। ସେ ସୋଇଥିବା ଅବସ୍ଥାରେ ଯେତେବେଳେ ତାଙ୍କ ଘରେ ତାଙ୍କର ପୁଅ ଏବଂ
ସ୍ୱାମୀ ଉପସ୍ଥିତ ନଥିଲେ ଜଣେ ଯୁବକ ଏକୁଟିଆ ସୁଯୋଗ ନେଇ ତାଙ୍କର ଘରେ ପଶି ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ।ମହିଳା ଜଣକ ଯେତେବେଳେ ପାଟି କରିଥିଲେ ସେତେବେଳେ ତାଙ୍କ ମୁହଁ ରେ ଗାମୁଛା ପୁରାଇ ଦେଇଥିଲେ।
Gy
ଏଭଳି କି ଯଦି ସେ ଚିତ୍କାର କରି କାହାକୁ ଡାକିବେ ତେବେ ତାଙ୍କୁ ଜୀବନରୁ ମା-ରି ଶେଷ କରି ଦେବାର ଧମକ ମଧ୍ୟ ଦେଇଥିଲେ। ଏଭଳି କି ତାଙ୍କୁ ଖୁବ ବିଧା ଚାପୁଡ଼ା ମଧ୍ୟ ମାରି ଥିବାର ଅଭିଯୋଗ ହୋଇଛି।
ଆଜି ଏହି ଘଟଣାର ୧୨ ଜଣ ସାକ୍ଷୀ ଙ୍କୁ ଭିତ୍ତି କରି ମାନ୍ୟବର ଅଦାଲତ ଆଜି ରାୟ ପ୍ରକାଶ କରିଛନ୍ତି। ସେଥିରେ ଆସାମୀ ପାତିଆ କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ଦିଆ ଯାଇଥିବା ଜଣା ପଡ଼ିଛି।
ଏଭଳି କି ଜେଲ ଦଣ୍ଡ ସହ ତାଙ୍କୁ ୩୧ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ଯଦି ସେ ଏହି ୩୧ ହଜାର ଟଙ୍କା ଦେଇ ନପାରନ୍ତି ତେବେ ଏହି ସଂପୃକ୍ତ ଆସାମୀ ଜଣକ ଆଉ ଏକ ବର୍ଷ ଜେଲ ଦଣ୍ଡ ଭୋଗ କରିବେ।
Hh
୧୬.୦୬.୨୦୧୯ ରେ ଏହି ଘଟଣା ରାତ୍ରୀ ସମୟରେ ଘଟି ଯାଇଥିଲା। ଦଫା ୩୭୬ ରେ ରେ-ପ୍ କେସ ଥିଲା। ଏଥି ସହ ଏହି ଆସାମୀ ଜଣକ ଉପରେ ଅନେକ ଦଫା ମଧ୍ୟ ଲାଗିଥିଲା। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଏହି ଆସାମୀ ବା ଦୋଷୀ କୁ ଉଚିତ ଦଣ୍ଡ ମିଳି ଥିବାରୁ ପୀଡ଼ିତା ଙ୍କ ପରିବାର ଲୋକେ ଓ ଗ୍ରାମବାସୀ ସନ୍ତୁଷ୍ଟ ଅଛନ୍ତି।କାରଣ ସେ ଅନେକ ଦିନ ଧରି ଏହି ଦୋଷୀ ଙ୍କୁ କିପରି ଦଣ୍ଡ ଦିଆଯିବ ତାହାର ଅପେକ୍ଷା ରେ ଥିଲେ।
ତେବେ ଏହି ଘଟଣା ସଂପର୍କରେ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ଓ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.