Movie prime

ବିଲ ମଝିରେ ଯୁବତୀ କୁ ଉଠେଇ ନେଇଗଲା ଯୁବକ..ପରେ ଉ-ଲ-ଗ୍ନ ଅବସ୍ଥା ରେ ଯୁବତୀ ସହ ଯାହା ହେଲା..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ବିଲ ମଝିରେ ହିଁ ନିଆ ଜାଳି ପ୍ରେମିକାକୁ ବାହା ହୋଇଥିଲା ପ୍ରେମିକ।
ଚାରି କଡ ରେ ଗାଁ ଲୋକମାନେ ଚାହିଁ ରହିଥିଲେ ଆଉ ସେହି ଲୋକ ମାନଙ୍କ ମଝିରେ ହିଁ ନିଆ ଜାଳି ପ୍ରେମିକ କୁ ବାହା ହୋଇଥିଲା ପ୍ରେମିକ। ଚାରି ପଟେ ଲୋକମାନେ ଘେରି ରହିଥିବା ବେଳେ ମଝିରେ ହୁତୁହୁତୁ ନିଆ ଜାଳି ପ୍ରେମିକା କୁ ତାର ପ୍ରେମିକ ବାହା ହେଉଥିଲା।
Jj
କାହାକୁ ଖାତିର ନକରି କୋଳରେ ନିଜର ପ୍ରେମିକା କୁ ଧରି ବାହା ହେବା ପାଇଁ ଜିଦ୍ ଧରି ବସିଛି ପ୍ରେମିକ।କେବଳ ସେତିକି ନୁହେଁ ଆଜ୍ଞା କିଛି ଦୂରରେ ଝିଅ ର ବାପା ମାଆ କାନ୍ଦୁ ଥିବା ବେଳେ ପ୍ରେମିକ ଜଣକ ନିଜର ଜିଦି ପୂରା କରିବା ପାଇଁ ଜୋର୍ ଜବରଦସ୍ତ ବାହା ହୋଇ ଯାଇଥିଲେ।
ଏପରି ବିଲ ମଝିରେ ଯୁବକ ଜଣକ ନିଆ ଲଗାଇ କାହିଁକି ବିବାହ କରୁଛନ୍ତି ସେକଥା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ଏହି ଯୁବକ ଜଣକ ବିବାହ କିଛିଦିନ ତଳେ ଏହି ଯୁବକ ଜଣକ ସହ ଠିକ୍ ହୋଇଥିଲା।
ହେଲେ ବାହାଘର ହେବାର ୧୫ ଦିନ ପୂର୍ବରୁ ଯୁବତୀର ଘର ଲୋକେ ଏହି ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ। ଆଉ ଏହାପରେ ଅନ୍ୟ ଏକ ଲୋକ ସହ ଏହି ଯୁବତୀ ଜଣକ ର ବିବାହ କରି ଦେଇଥିଲେ।
Oi
ଏହି କଥାକୁ ସହଜରେ ଏହି ଯୁବକ ଜଣକ ଗ୍ରହଣ କରି ପାରି ନଥିଲା। ଏହାପରେ ଯୁବତୀର ଶାଶୁ ଘରେ ଯାଇ ସେ ପହଞ୍ଚି ଯାଇଥିଲା।ଯୁବତୀ ଜଣକ ଶାଶୁ ଘରୁ ତାକୁ ଜୋର୍ ଜବରଦସ୍ତ ଅପହରଣ କରି ଆଣିଥିଲା।
ଏହାପରେ ଗ୍ରାମର କିଛି ଲୋକଙ୍କୁ ଡ଼ାକି ଆଣି ବିଲ ମଝିରେ ନିଆ ଲଗାଇ ଯୁବତୀଙ୍କୁ କୋଳରେ ଧରି ବିବାହ କରିଥିଲା। ଆଉ ଏବେ ଯୁବକ ଜଣକ ର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଲୋକମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.