Movie prime

ରାସ୍ତା ମଝିରେ ଝିଅଙ୍କୁ ଅଟକେଇ ଦେଲା ଯୁବକ..ଜବରଦସ୍ତି ଡ୍ରେସ୍ ଫାଡ଼ି କରିଦେଲା ଏମିତି କାଣ୍ଡ..

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାସ୍ତା ମଝିରେ ହିଁ ଯୁବତୀର ଡ୍ରେସ ଚିରି ପକାଇଲା ଜଣେ ଯୁବକ। ଝିଅ ଗାଡ଼ି ଉପରେ ବସିଥିଲା ଯୁବକ ସିଧା ଆସିଲା ଆଉ ଯୁବତୀର ଡ୍ରେସ କୁ ମଧ୍ୟ ଚିରି ଦେଲା।
ସିସି ଟିଭି କ୍ୟାମେରା ରେ ଏହି ଦୃଶ୍ୟ ଟି କଏଦ ହୋଇଛି। ସମସ୍ତେ ଏହା ଦେଖୁଥିଲେ କି ଯୁବକ ରାସ୍ତାରେ ଯୁବତୀର ଡ୍ରେସ କୁ ଚିରି ଦେଲେ। ଏହି ଘଟଣାକୁ ଦେଖିବା ପରେ ସମସ୍ତେ ମଧ୍ୟ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Gh
ପ୍ରଥମେ ଯୁବତୀ ଜଣକ ରାସ୍ତା ଉପରେ ଯୁବକକୁ ଅପେକ୍ଷା କରି ରହିଥିଲା। ପରେ ଯୁବତୀ ଜଣକ ମଧ୍ୟ ସେହି ଯୁବକ ନିକଟକୁ ଆସିଥିଲେ। ସେମାନଙ୍କ କଥା ବାର୍ତ୍ତା ରୁ ଏହା ଜଣା ପଡ଼ିଥିଲା କି ଏହି ଦୁଇଜଣ ପ୍ରେମୀ ଯୁଗଳ ଥିଲେ।
ଝିଅ ସହ କଥା ହେଉ ହେଉ କୌଣସି କଥାକୁ ନେଇ ଯୁବତୀ ସହ ସେହି ଯୁବକ ଜଣକ ଖୁବ୍ ଝଗଡ଼ା ମଧ୍ୟ କରିଥିଲା। ଏଥି ସହ କୌଣସି କଥାକୁ ନେଇ ତାକୁ ଖୁବ୍ ସନ୍ଦେହ କରିବାକୁ ମଧ୍ୟ ଲାଗିଥିଲା।
ପରେ ଯେତେବେଳେ ଝିଅର ମୋବାଇଲ ଛଡ଼ାଇ ଏହି ଯୁବକ ଜଣକ କିଛି ଦେଖି ଦେଇଥିଲା କି ଯୁବତୀ ଜଣକ ଆଉ ଜଣେ ଯୁବକ ସହ ଫଟୋ ଉଠାଇ ଥିଲା। ଶେଷରେ ଝିଅ ସହ ଏହି ପ୍ରେମିକ ଜଣକ ଝଗଡ଼ା କରିବାକୁ ଲାଗିଥିଲା।
Gg
ସେମାନେ ଏହି ରାସ୍ତା ଉପରେ ଯାହା ସବୁ କରୁଥିଲେ ତାହା ରାସ୍ତା ଉପରେ ଥିବା ସିସି ଟିଭି କ୍ୟାମେରା ରେ କଏଦ ମଧ୍ୟ ହୋଇଥିଲା। ଯୁବତୀ ଜଣକ ଯେତେବେଳେ ବାଇକ୍ ରେ ବସି ଯିବାକୁ ବାହାରିଥିଲେ।
ସେତେବେଳେ ଯୁବକ ଜଣକ ଯୁବତୀର ଡ୍ରେସ କୁ ଚିରି ଦେଇଥିଲା। ରାସ୍ତାରେ ସବୁ ଯିବା ଆସିବା କରିବା ବେଳେ ଯୁବତୀଙ୍କ ଏଭଳି ଅବସ୍ଥା ହୋଇଥିଲା। ଏହାପରେ ସେଠାରେ ଜଣେ ବୃଦ୍ଧ ଲୋକ ଆସି ତାଙ୍କ ମୁଣ୍ଡ ଉପରୁ ଗାମୁଛା ବାହାର କରି ଯୁବତୀ ଜଣକୁ ଘୋଡାଇ ଦେଇଥିଲେ।
ଆଉ ଏବେ ଏହି ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଦୃଶ୍ୟ ଦେଖିବା ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.