Movie prime

ମୋ ବସ ଭିତରେ ଯୁବତୀ ଖୋଲିଦେଲା ସବୁ କପଡା..ଆଉ ସର୍ବସମ୍ମୁଖ ରେ କରିବାକୁ ଲାଗିଲା ଏମିତି କାମ..

 
Yt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନ୍ତଃ ବସ୍ତ୍ର ପିନ୍ଧି ମୋ ବସ୍ ରେ ଚଢ଼ିଗଲା ଝିଅ। ବସ୍ ଭିତରେ ସମସ୍ତେ ଥିବା ବେଳେ ହଠାତ୍ ଜଣେ ଯୁବତୀ ଅନ୍ତଃ ବସ୍ତ୍ର ପିନ୍ଧି ବସ୍ ଭିତରକୁ ଚଢ଼ି ଯାଇଥିଲା।
ଏଭଳି ଭାବରେ ଝିଅ ଲୋକଙ୍କ ମଝିରେ ମଧ୍ୟ ବସି ଯାଇଥିଲା। ଏହାର ଭିଡିଓ ମଧ୍ୟ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ରାଜଧାନୀରେ ଚାଲୁଥିବା ଏହି ବସ୍ ଭିତରେ ସବୁଦିନ ଭଳି ଆଜି ମଧ୍ୟ ଖୁବ୍ ଭିଡ଼ ଲାଗିଥିଲା।
Hh
ସବୁଦିନ ଭଳି ଆଜି ମଧ୍ୟ ବସ୍ ଛକ କୁ ଛକ ବୁଲି ବୁଲି ଲୋକ ମାନଙ୍କୁ ଚଢାଇ ଥିଲା। ଯାହା ଫଳରେ କି ବସ୍ ଭିତରେ ବସି ୨୦ ରୁ ୩୦ ଜଣ ଲୋକମାନେ ମଧ୍ୟ ଯାତ୍ରା କରୁ ଥାଆନ୍ତି। ବସ୍ ରେ ବସିଥିବା ଯାତ୍ରୀ ମାନଙ୍କ ମଧ୍ୟରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ବସି ଥାଆନ୍ତି।
ଏପଟେ କଣ୍ଡକ୍ଟର ମଧ୍ୟ ବସ୍ ଭିତରେ ବୁଲିବୁଲି ଟିକେଟ କାଟିବାକୁ ଲାଗିଥାଏ। ହେଲେ ଠିକ ଏତିକି ବେଳେ ହିଁ ଜଣେ ଯୁବତୀ ନିଜର ଅନ୍ତଃ ବସ୍ତ୍ର ପିନ୍ଧି ବସ ଭିତରକୁ ଚାଲି ଆସିଥିଲେ।
ଏପଟେ ବସ୍ କଣ୍ଡକ୍ଟର ଜଣକ ଏହି ଝିଅକୁ ଦେଖିବା ପରେ ଲାଜରେ ତାଙ୍କର ମୁହଁକୁ ତଳକୁ କରି ଦେଇଥିଲେ। ସେପଟେ ଝିଅଟି ରାଜଧାନୀରେ ଏଭଳି ପୋଷାକ ପିନ୍ଧି ଯାଉଥିଲେ କି ଏହି ଭିଡିଓ ଏବେ
Hh
ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ରାଜ୍ଯ ସରକାରଙ୍କ ଦ୍ବାରା ଚାଲୁଥିବା ଏହି ସିଟି ବସ ରେ ଖୁବ୍ କମ୍ ଖର୍ଚ୍ଚରେ ଗମନାଗମନ ହେଉଥିବାରୁ ପ୍ରାୟ ଅନେକ ଲୋକମାନେ ମଧ୍ୟ ଏହି ବସ୍ ରେ ଯିବା ଆସିବା କରନ୍ତି।
ହେଲେ ସେହି ଲୋକଙ୍କ ଭିତରେ ଏଭଳି ଜଣେ ଯୁବତୀ ଉଠି ଆସିଲେ ତାହା କେହି ମଧ୍ୟ ବିଶ୍ଵାସ କରି ପାରି ନଥିଲେ। ଯେତେବେଳେ ବସ୍ ଭିତରେ ଯୁବତୀ ଜଣକ ଅନ୍ତଃ ବସ୍ତ୍ର ପିନ୍ଧି ଏପଟ ସେପଟ ହେଉଥିଲେ
ସେତେବେଳେ ବସ୍ ଭିତରେ ବସିଥିବା ଲୋକମାନେ ମଧ୍ୟ ଲାଜରେ ମୁଣ୍ଡ ତଳକୁ କରି ଦେଇଥିଲେ। ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଇଥିଲା ସେତେବେଳେ ରାଜଧାନୀ ବାସିନ୍ଦା ଏହି ଯୁବତୀଙ୍କୁ ନେଇ ଅନେକ କଥା କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.