Movie prime

ଯୁବତୀ ଲୁଗା ଭିତରେ ପୁରାଇ ନେଉଥିଲେ..ଧରାପଡ଼ି ସବୁ ଙ୍କ ଆଗରେ ହଟହଟା ହେଲେ..

 
Uu
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ କିଭଳି ଭାବେ ଏବେ ଦୋକାନ ରେ ଚୋରି କରା ଯାଉଚି।ଚୋରି କରୁ କରୁ ଧରା ପଡ଼ି ଗଲେ ମହିଳା।
ଆଉ ଏହା ପରେ ଯାହା କିଛି ଘଟିଲା ତାହା କୁ ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ଜଣେ ଭଦ୍ର ମହିଳା ଗୋଟିଏ ସୁନା ଦୋକାନ ଭିତରେ ପ୍ରବେଶ କଲେ।ଦୋକାନ ଭିତରେ ଆଗରୁ ଅନେକ ଲୋକ ଥିଲେ।ସେମାନେ ସମସ୍ତେ ହାର ଦେଖିଥିଲେ।ଏହି ସମୟ ରେ ସେହି ଭଦ୍ର
ମହିଳା ଜଣକ ଦୋକାନୀ ଙ୍କୁ କହି ଥିଲେ କି ସୁନା ହାର ସେଟ ଦେଖାଇବା ପାଇଁ।ସେହି ଦୋକାନ ରେ ଥିବା ଲୋକ ମାନେ ତାଙ୍କ ଇଛା ଅନୁସାରେ ଅଳଙ୍କାର ଦେଖାଇ ଥିଲେ।ଏହା ପରେ ମହିଳା ଜଣକ ଗୋଟିଏ ପରେ ଗୋଟିଏ ହାର ଦେଖି ଚାଲିଲେ।
Hh
ଗୋଟିଏ ହାର ସେଟ ଉପରେ ଅନ୍ୟ ହାର ସେଟ କୁ ରଖି ସେ ନିଜ ଆଣ୍ଠୁ ଉପରେ ଦେଖୁ ଥିଲେ।ଏହି ସମୟ ରେ ସେ ଗୋଟିଏ ସେଟ କୁ ନିଜ ଲୁଗା ଭିତରେ ପୁରାଇ ଦେଲେ।ଏବଂ ଏହା ପରେ ନିଜ ଲୁଗା କାନି କୁ ଅଳ୍ପ ତଳକୁ ଖସାଇ ଦେଲେ।
ଯେପରି ସୁନା ହାର ଟି ଦେଖା ଯିବ ନାହିଁ।ସେ ଏହି ଚୋରି କରିବା ସମୟ ରେ କେହି ତାଙ୍କୁ ଦେଖି ପାରି ନ ଥିଲେ।ଏହା ପରେ ହାର ପସନ୍ଦ ଆସିଲା ନାହିଁ ବୋଲି ସମସ୍ତ ଙ୍କୁ କହି ଚାଲି ଯାଇଥିଲେ।
ହେଲେ ଏହାର ଭିଡିଓ ଦୋକାନ ରେ ଲାଗି ଥିବା ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇ ଥିଲା।ଏହାକୁ ଆଧାର କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ଥିଲା।ପରେ ସେହି ମହିଳା ଜଣକ ଧରା ପଡ଼ି ଯାଇ ଥିଲା।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.