Movie prime

ଭୂତ ଛଡାଇବା ଆଳ ରେ ଯୁବତୀ ଦେହ ଧରୁଥିଲା ବାବା..ଗି-ର-ଫ କରି ଜେଲ କୁ ପଠାଇ ଦେଲେ ଏସିପି..

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଲୋକ ମାନଙ୍କ ବିଶ୍ୱାସ ରେ ଦେଇଥିଲେ ବିଶ।ଶେଷ ରେ ଜେଲ ଗଲେ ଭଣ୍ଡ କାଳୀ ବାବା ମିତ୍ର ଭାନୁ।
ଅନ୍ଧ ବିଶ୍ବାସ ଗୁଣି ଗାରେଡ଼ି କରି ଲୋକ ମାନଙ୍କୁ ଭୁଆଁ ବୁଲାଇ ପ୍ରଚୁର ଟଙ୍କା ରୋଜଗାର କରୁଥିଲା ଏହି ଭଣ୍ଡ ବାବା। ଆଉ ଏହି ଠକ ବାଵା ମିତ୍ର ଭାନୁ ଙ୍କୁ ବର୍ତମାନ ପୋଲିସ ଗିରଫ କରିଛି।ଯାହାକି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
Gh
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନା ମୁଦି ଗ୍ରାମ ରେ ନିଜର ତନ୍ତ୍ର ପୀଠ କରି ପ୍ରାୟ ବର୍ଷେ ହେବ ଲୋକ ମାନଙ୍କୁ ମିଛ କହି ଦେବୀ ଛଡ଼ାଇ ଦେବେ ବୋଲି ଦାବି କରିବା ସହିତ ମଣିଷ ଙ୍କ ଖପୁରୀ ଓ ହାଡ଼ କୁ ପୂଜା କରିବା ସହିତ ଯିଏ ବି ତାଙ୍କ ପାଖକୁ ଆସନ୍ତି ,
ସେ ମହିଳା ହୁଅନ୍ତୁ କି ପୁରୁଷ ତାଙ୍କୁ ମନ୍ତ୍ର ତନ୍ତ୍ର କରି ମାଡ଼ ମାରିବା ଏବଂ ମାନସିକ ନିର୍ଯାତନା ଦେବା ଭଳି ଏହି ବାଵା ଜଣଙ୍କ କାରନାମା କରୁଥିବାର ଜଣାପଡିଛି।
Yu
ଖାଲି ଏତିକି ନୁହେଁ ତାହାର ଭିଡିଓ କରି ସୋସିଆଲ ମିଡିଆ ରେ ଛାଡ଼ି ଅଞ୍ଚଳ ରେ ବାଃ ବାଃ ନେଉଥିଲେ ଏହି ଭଣ୍ଡ ବାବା।ଏଥି ସହିତ ଅଞ୍ଚଳ ରେ ଭୟର ବାତାବରଣ ମଧ୍ୟ ସୃଷ୍ଟି କରିଥିଲେ।ଏହା ବର୍ଷେ ହେବ ଚାଲୁଥିବା ବେଳେ ଏହି ଘଟଣା ଉପରେ ବଲାଙ୍ଗୀର ଏସ ପି ଙ୍କ ନଜର ପଡିଥିଲା।
ତେବେ ଏହି ଭିଡିଓ ଦେଖି ବଲାଙ୍ଗୀର ଏସ ପି ଆକ୍ସନ ମୁଡ଼ କୁ ଆସିଥିଲେ।ଆଉ ଏହି ଠକ ବାବା ଠାରୁ ବଲାଙ୍ଗୀର ବାସୀ ଙ୍କୁ ମୁକୁଳେଇବା ପାଇଁ ପୋଲିସ ଏହି ଭଣ୍ଡ ବାବା ଙ୍କୁ ଗିରଫ କରିଥିଲେ।
ତେବେ ଏଭଳି ଘଟଣା ପୁନରାବୃତ୍ତି ଯେମିତି ନହେବ ଏହା ଭାବି କାଳୀ ବାବା ମିତ୍ର ଭାନୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଥିବା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.