Movie prime

ସକାଳୁ ହେଲା ଭୀଷଣ କାର ଦୁ-ର୍ଘ-ଟ-ଣା ..ଉଫ କେତେ କଷ୍ଟ ରେ ଜୀବନ ଯାଇଥିବ...

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ମୁହାଁ ମୁହିଁ ଧକ୍କା ହୋଇଛି ଦୁଇଟି କାର।ଘଟଣା ସ୍ଥଳରୁ ଛଅ ଜଣଙ୍କୁ ଗୁରୁତର ଅବସ୍ଥାରେ
ଉଦ୍ଧାର କରାଯାଇ ତାଙ୍କୁ କଟକ ବଡ଼ ମେଡିକାଲ ମଧ୍ୟ ଅଶ୍ଵିନୀ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଅଶ୍ଵିନୀ ହସ୍ପିଟାଲ ରେ ଜଣଙ୍କର ମୃ-ତ୍ୟୁ ହୋଇଥିବା କଥା ମଧ୍ୟ ଏହା ସୁଚନା ମିଳିଥିବା ଜଣା ପଡ଼ିଛି।
Bb
ସୁଚନା ମୁତାବକ କଟକରୁ ଆଠଗଡ଼ ଅଭିମୁଖେ ଏକ ନାଲି ରଙ୍ଗର ଟୋୟେଟା ଗାଡ଼ି ଆସୁଥିବା ବେଳେ ବାଙ୍କୀ ରୁ କଟକ ଅଭିମୁଖେ ଏକ ଧଳା ରଙ୍ଗର ହୁଣ୍ଡାଇ ଗାଡ଼ି ଆସୁଥିଲା। ଏହି ହୁଣ୍ଡାଇ ଗାଡ଼ି ହିଁ ବାମ ପଟରୁ ଆସି ଧକ୍କା ଦେଇଥିଲା।
ଘଟଣା ସ୍ଥଳରୁ ହିଁ ବାଙ୍କୀ ରୁ ଆସୁଥିବା ଗାଡ଼ିରୁ ଦୁଇ ଜଣକୁ ଓ ଆଠଗଡ଼ ରୁ ଆସୁଥିବା ଗାଡିରୁ ଚାରି ଜଣଙ୍କୁ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ବାରା ଗୁରୁତର ଭାବରେ ଉଦ୍ଧାର କରାଯାଇଥିଲା। ସେଥି ମଧ୍ୟରୁ ବାଙ୍କୀ ଯାଉଥିବା ଗାଡ଼ିରେ ଥିବା,
ନରେନ୍ଦ୍ର ସାହୁ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ହିଁ କଟକ ଅଶ୍ଵିନୀ ମେଡିକାଲ ରେ ମୃ-ତ୍ୟୁ ଘଟିଛି। ଅନ୍ୟପଟେ ଆଠଗଡ଼ ଅଭିମୁଖେ ଯାଉଥିବା ଗାଡ଼ିରେ ଆଠଗଡ଼ ବଡଭୋଇ ଗ୍ରାମର ସୁଜିତ୍ କୁମାର ଦାସ ଓ ତାଙ୍କର
Bb
ପୁଅ ସୋମ୍ୟଜିତ୍ ଦାସ୍ , ହେମନ୍ତ ଦାସ୍, ମିହିର ଦାସ ରହିଥିବା ବେଳେ ସେ ଏବେ ଗୁରୁତର ଭାବରେ କଟକ ଏସିବି ମେଡିକାଲ ରେ ଚିକିତ୍ସିତ ହେଉଥିବା କଥା ଜଣା ପଡ଼ିଛି। ଏବେ ପୋଲିସ ଏହି ଗାଡ଼ି ଦୁଇଟି କୁ ଜବତ ମଧ୍ଯ କରିଛି।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। କାରଣ ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଆଉ ଗାଡ଼ି ଗୁଡ଼ିକୁ ଦେଖିବା ପରେ ଏହି ଦୁର୍ଘଟଣା ଯେ କେତେ ଭୟଙ୍କର ତାହା ମଧ୍ୟ ଜଣା ପଡ଼ିଛି। ଏବେ ପୋଲିସ ଏହି ଗାଡ଼ି ଦୁଇଟି କୁ ଜବତ ମଧ୍ଯ କରିଛି।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। କାରଣ ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଆଉ ଗାଡ଼ି ଗୁଡ଼ିକୁ ଦେଖିବା ପରେ ଏହି ଦୁର୍ଘଟଣା ଯେ କେତେ ଭୟଙ୍କର ତାହା ମଧ୍ୟ ଜଣା ପଡ଼ି ଯାଉଛି।
ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଏହି ଦୁର୍ଘଟଣା ଘଟିବାର କାରଣ କଣ ହେଇପାରେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.