Movie prime

ରାସ୍ତା ରେ ଗାଡି ଅଟକାଇ ପ୍ରେମ କରୁଥଲେ..ଲୋକେ ଅଟକାଇ ଦେଇ ଦେଲେ ଏମିତି..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଯୁବତୀ ଯୁବକ ମାନେ ନିଜ ପ୍ରେମ ରେ ଏତେ ପାଗଳ ହୋଇ ଯାଉଛନ୍ତି କି ଥରେ ହେଲେ ସେମାନେ ଅନ୍ୟ ମାନଙ୍କ କଥା ଭାବୁ ନାହାନ୍ତି।
ଏଥିପାଇଁ ଅନ୍ୟ ମାନେ ବହୁତ ହଇରାଣ ହେଉଛନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆମ୍ବୁଲାନ୍ସ କୁ ଅଟକାଇ ଦେଲା ଦୁଇ ପ୍ରେମୀ ଯୁଗଳ।
Nn
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ତାହା ସତ।ରାସ୍ତାରେ ଦୁଇ ପ୍ରେମୀ ଯୁଗଳ ବାଇକ୍ ରେ ବସି ପ୍ରେମ କରୁ ଥିଲେ।ଆମ୍ବୁଲାନ୍ସ କୁ ବାଟ ଛାଡି ନ ଥିଲେ।ଅନ୍ୟ ପଟେ ଆମ୍ବୁଲାନ୍ସ ରେ ବସି ଥିବା ରୋଗୀ ଜଣକ ଯନ୍ତ୍ରଣା ରେ ଛଟ ପଟ ହେଉ ଥିଲେ।
ତାଙ୍କ କଥା କେହି ଶୁଣି ନ ଥିଲେ।ସେହି ପ୍ରେମିକ ଜଣକ ଆସି ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସହିତ ଝଗଡ଼ା କରି ଥିଲେ।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।
Bb
ସୂଚନା ଅନୁସାରେ ଦୁଇ କଲେଜ୍ ପଢୁଆ ଯୁବକ ଯୁବତୀ ନିଜ ବାଇକ୍ ରେ ବସି କୁଆଡେ ଯାଉ ଥିଲେ।ସେମାନେ ରାସ୍ତା ରେ ପ୍ରେମ କରୁ ଥିଲେ।ଏପରି ଭାବେ ସେମାନେ ଗାଡ଼ି ଚଳାଉ ଥିଲେ ଯେ ଆମ୍ବୁଲାନ୍ସ କୁ ବାଟ ଛାଡ଼ୁ ନ ଥିଲେ।
ଏହାକୁ ଦେଖି ଆମ୍ବୁଲାନ୍ସ କର୍ମଚାରୀ ପାଟି କରି ଥିଲେ।ଯୁବକ ଜଣକ ହଟାତ ଆସି ସେହି କର୍ମ ଚାରି ଙ୍କ ସହିତ ଝଗଡ଼ା କରି ଥିଲେ।ଏହା ପରେ ଗାଡ଼ି ରେ ଛଟ ପଟ ହେଉ ଥିଲେ ରୋଗୀ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନେ ଏହାକୁ ଦେଖି ଖୁବ୍ ନିନ୍ଦା କରିଛନ୍ତି।ଏଭଳି ପ୍ରେମୀ ଯୁଗଳ କୁ ନିନ୍ଦା କରା ଯାଇଚି।ତାଙ୍କ ପାଇଁ ଆଜି ଜଣେ ରୋଗୀ ର ଜୀବନ ଚାଲି ଯାଇ ଥାଆନ୍ତା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.