Movie prime

ଚୋର ମାନେ କଲେ ଖତରନାକ ଚାଲ୍..୨୦ ଲକ୍ଷ ବଦଳ ରେ ଦେଇ ଗଲେ ବାଲି ବାକ୍ସ

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ଫେବ୍ରୁଆରୀ ୧୬ ତାରିଖରେ ବଣିଆ ପଞ୍ଜାୟତର ନାରାୟଣ ସେଠୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଯଦି ୫୦୦ ଟାଙ୍କିଆ ନୋଟ୍ ୫ ଲକ୍ଷ ଟଙ୍କା ଦେବ, ତାହାହେଲେ ୪ ଥରରେ ୨୦ ଲକ୍ଷ ଟଙ୍କା ତୁମେ ପାଇବେ ବୋଲି ଜଣେ ଯୁବକ ଲୋଭନୀୟ ଅଫର ଦେଇଥିଲେ।
ପରେ ଅଚିହ୍ନା ଯୁବକ ଜଣଙ୍କ ବହୁଥର ନାରାୟଣଙ୍କ ପାଖକୁ ଫୋନ କରି ଲୋଭନୀୟ ଅଫର ବିଷୟରେ କହିଥିଲେ।ଚଣ୍ଡିଖୋଲ ପାରାଦୀପ ରୋଡ଼ ଟୋଲ ଗେଟ୍ ନିକଟରେ ଟଙ୍କା ଦିଆନିଆ ହେବ ବୋଲି ଯୁବକ ଜଣଙ୍କ କହିଥିଲେ। ଟଙ୍କା ଲୋଭରେ ପଡ଼ିଯାଇଥିଲେ ନାରାୟଣ।
Gg
କିଛିଦିନ ପରେ ନାରାୟଣ ୫ ଲକ୍ଷ ଟଙ୍କା ନେଇ ଯୁବକ ଜଣଙ୍କ କହିଥିବା ସ୍ଥାନକୁ ଯାଇଥିଲେ। ଉକ୍ତ ଯୁବକଙ୍କୁ ଫୋନ୍ କରିଥିଲେ। ପରେ ଦୁଇ ଜଣ ଯୁବକ ନାରାୟଣଙ୍କୁ ଭେଟି ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ନେଇ ଗୋଟେ ବାକ୍ସ ଦେଇ ଏଥିରେ ୨୦ ଲକ୍ଷ ଟଙ୍କା ଅଛି ବୋଲି କହି ପଳାଇ ଯାଇଥିଲେ।
ପରେ ନାରାୟଣ ଏହି ବାକ୍ସଟି ଚାବି ଲାଗିଥିବା ଦେଖି ଯୁବକଙ୍କୁ ଫୋନ କରିଥିଲେ। ହେଲେ ଯୁବକ ଜଣଙ୍କର ଫୋନ୍ ବନ୍ଦ ଆସିଥିଲା। ଏନେଇ ନାରୟଣଙ୍କର ସନ୍ଦେହ ହୋଇଥିଲା। ତାଲା ଭାଙ୍ଗି ବାକ୍ସ ଖୋଲିବାରୁ କିଛି ୧୦୦ ଟଙ୍କିଆ ରହିଥିଲା ଆଉ ବାକ୍ସଟି ସମ୍ପୂର୍ଣ ବାଲି ଗୋଡ଼ିରେ ଭର୍ତ୍ତି ଥିଲା।
Gg
ଏସବୁ ଦେଖି ନାରାୟଣଙ୍କ ମୁଣ୍ଡ କାମ କରିନଥିଲା। ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଗତ ୨୨ ତାରିଖ ଦିନ ଭଦ୍ରକ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଘଟଣାର ତଦନ୍ତ କରି ଏହି ସ୍କାମରେ ସମ୍ପୃକ୍ତ ଥିବା ଦୋଳସାହି ଜିତାନଗା ଅଞ୍ଚଳର ବୁଲୁ ପତି ଓ କଟକ ମାହାଙ୍ଗା ଥାନା କାଉଡାଖୋଳ ଅଂଚଳର ପ୍ରିୟରଞ୍ଜନ ନାୟକ ନାମକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି।
ପୁଲିସ ସେମାନଙ୍କ ପାଖରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା, ୪ ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିବା ସହ କୋର୍ଟ ଚାଲାଣ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.