Movie prime

ସାମ୍ନାକୁ ଆସିଲା ପ୍ରେମିକାର ଶେଷ ଚାଟିଂ ଦେଖନ୍ତୁ ଜଣା ପଡ଼ିଲା ଏହି ବଡ ସତ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆଜିକାଲି ପ୍ରେମକୁ ନେଇ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ପ୍ରେମକୁ ନେଇ ଏଭଳି ଏକ ଖବର ଆସିଛି । ପ୍ରେମ ପାଇଁ ହ-ତ୍ୟା କରାଯାଇଛି । ଜଣେ ଯୁବକଙ୍କୁ ପ୍ରେମ ପାଇଁ ହ-ତ୍ୟା କରାଯାଇଛି ବୋଲି ଖବର ଆସିଛି । 
Vb
ପ୍ରେମିକ ଜଣକର ହ-ତ୍ୟା ପ୍ରେମିକା ପାଇଁ ହୋଇଛି । ପ୍ରେମିକା ଜଣଙ୍କର ନୂଆ ପ୍ରେମିକ ଜଣକ ତାର ପୁରୁଣା ପ୍ରେମିକକୁ ହ-ତ୍ୟା କରିଛି । ପ୍ରେମିକ ଜଣକ ନୂଆ ପ୍ରେମିକ ହାଣି ଦେଇଥିଲା । ଏବେ ସାମ୍ନାକୁ ଆସିଲା ପ୍ରେମିକାର ହ୍ୱାଟସଅପ୍ ଚାର୍ଟ ।
ବୁଝେଇବାକୁ ଯାଇ ଖଣ୍ଡା ଚୋଟରେ ମରିଗଲେ ପ୍ରେମିକ । ଛିଡ଼ା ହୋଇ ପ୍ରେମିକ ଜଣକ ଦେଖୁଥିଲା ଆଉ ହାଣୁଥିଲା ପୂର୍ବତନ ପ୍ରେମିକ । ଏହି ପ୍ରେମିକ ଜଣକ ହେଉଛନ୍ତି ଅଞ୍ଜନ । ଏବେ ତାର ମାଆ ଆଉ ଭଉଣୀ କାନ୍ଦୁଛନ୍ତି । 
Yu
ବିନା କାରଣରେ ବୁଝାଇବାକୁ ଯାଇ ଚାଲିଗଲା ଅଞ୍ଜନର ଜୀବନ । ଖଣ୍ଡାରେ ଅଞ୍ଜନକୁ ହଣା ଯାଇଛି । ରକ୍ତ ଭିଜା ଚେୟାର ଆଉ ଚପଲ ଏହାର ପ୍ରମାଣ ଦେଉଛି । ପୁରୁଣା ପ୍ରେମିକ ଆଉ ନୂଆ ପ୍ରେମିକ ମଧ୍ୟରେ ଲାଗିଥିଲା କଳହ ।
ଆଉ ପୁରୁଣା ପ୍ରେମିକ ଜଣଙ୍କୁ ଛାଡି ନୂଆ ପ୍ରେମିକ ଜଣଙ୍କୁ ବାଛିଥିଲା ପ୍ରେମିକା । ଆଉ ଏହିସବୁ କଥାକୁ ନେଇ ଅଞ୍ଜନ ବୁଝାଇବାକୁ ଯାଇଥିଲେ । ସେ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଲେ । ନୂଆ ପ୍ରେମିକ ଜଣକ ତାଙ୍କ ସାଙ୍ଗକୁ ନେଇ ବୁଝାଇବାକୁ ଯାଇଥିଲେ । 
Hh
ବୁଝାଇବାକୁ ଯାଇଥିଲେ ଅଞ୍ଜନଙ୍କୁ ପୂର୍ବ ପ୍ରେମିକ ଗୌତମ ସାଙ୍ଗରେ ନେଇ ଯାଇଥିଲେ । କିନ୍ତୁ କଥା ଆରମ୍ଭ ହୋଇଥିଲା ଆଉ ନୂଆ ପ୍ରେମିକ ପିଙ୍କୁ ଖଣ୍ଡା ଧରି ଆସିଥିଲେ । ଏହି ଖଣ୍ଡାରେ ସେ ଅଞ୍ଜନକୁ ମାରି ଦେଇଥିଲେ ଆଉ ପୂର୍ବତନ ପ୍ରେମିକ ଟ୍ରକ୍ ତଳେ ଲୁଚି ଯାଇଥିଲେ । ସେଠାରେ ସେହି ପ୍ରେମିକା ଜଣକ ମଧ୍ୟ ଥିଲେ ।
କିନ୍ତୁ ସେ ତାଙ୍କର ନୂଆ ପ୍ରେମିକ ଜଣଙ୍କୁ ରୋକି ନଥିଲେ । ଏବେ ପ୍ରେମିକା ଜଣକ କେଉଁଆଡେ ପଳାଇ ଯାଇଛନ୍ତି । ଏବେ ତାଙ୍କୁ ପୋଲିସ ଖୋଜୁଛି । ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଞ୍ଜନଙ୍କ ପରିବାର ଲୋକେ । ଏହି ଘଟଣା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି । ଏବେ ପୋଲିସ ଏହି ଅଭିଯୁକ୍ତଙ୍କୁ ଖୋଜୁଛି ।