Movie prime

ଟ୍ରେନ୍ ଭିତରେ ଜବରଦସ୍ତି ନବବିବାହିତା ଯୁବତୀ ସହ ଜବରଦସ୍ତି ଆଗରେ ସେକ୍ସ୍ କଲା ସ୍ୱାମୀ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳନ୍ତା ଟ୍ରେନ୍ ରେ ହେଲା ବାହାଘର ଓ ଲୋକଙ୍କ ଗହଳରେ ହେଲା ଚତୁର୍ଥୀ। ପ୍ରେମିକା କୁ ଟ୍ରେନ୍ ରେ ବସାଇ ପଳାଇ ଯାଉଥିଲେ ଝିଅ ଘର ଲୋକେ।
Special Report ଆଉ ଫିଲ୍ମ୍ ଷ୍ଟାଇଲ ଟ୍ରେନ୍ ରେ ଚଢ଼ି ପ୍ରେମିକା କୁ ଧରି ପକାଇ ଥିଲା ପ୍ରେମିକ। ଆଉ ସେଠାରେ ହିଁ ତାର ପ୍ରେମିକା କୁ ବାହା ହୋଇ ଯାଇଥିଲା। ବଡ଼ ବଡ଼ ବଲିଉଡ ସିନେମାର ସିନ ମଧ୍ୟ ଏହା ସମ୍ମୁଖରେ ଫିକା ପଡ଼ିଯିବ।
ଏଭଳି ଦୃଶ୍ୟ ଦେଖିବା ପରେ ସେଠାରେ ଯାତ୍ରୀ ମାନଙ୍କର ଭିଡ ଲାଗି ଯାଇଥିଲା। ଆଉ କଣ ହେଉଛି ସେହି ସମ୍ପର୍କରେ ସେମାନେ କିଛି ହେଲେ ମଧ୍ୟ ବୁଝି ପାରୁ ନଥିଲେ। କୌଣସି ଫିଲ୍ମ୍ ର ସୁଟିଂ ଚାଲିଛି ବୋଲି ଲୋକମାନେ ହଠାତ୍ ଏହା ବୁଝି ପାରି ନଥିଲେ।
କାରଣ ହଠାତ୍ ସେହି ଟ୍ରେନ୍ ରେ ହିଁ ପ୍ରେମିକା ପ୍ରେମିକ ଙ୍କ ବାହାଘର ହୋଇ ଯାଇଥିଲା। ହଠାତ୍ ଏଭଳି ଏକ ଅଦ୍ଭୁତ ଘଟଣା ଦେଖି ଟ୍ରେନ୍ ରେ ଯାଉଥିବା ଯାତ୍ରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Special Report
ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଟ୍ରେନ୍ ରେ ଯାଉଥିବା ଏକ ଯାତ୍ରୀ କଏଦ କରି ତାହାକୁ ସୋସିଆଲ ମିଡିଆରେ ସେୟାର କରୀ ଦେଇଛନ୍ତି ଆଉ ଏହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ବିବାହ ଦେଖିବା ପାଇଁ ସେଠାରେ ଅନେକ ଲୋକମାନେ ରୁଣ୍ଡ ହୋଇଥିଲେ। ଆଉ ଟ୍ରେନ୍ ଭିତରେ ବିବାହ କରିବା ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ ମଧ୍ଯ କରିଥିଲେ।
ଆଉ ତାଙ୍କୁ ଦେଖିଲେ ଜଣା ପଡୁଥିଲା କି ଉଭୟ ଉଭୟଙ୍କୁ ପ୍ରଚୁର ମାତ୍ରାରେ ଭଲ ପାଆନ୍ତି। ଏହି ଦୃଶ୍ୟ ଏବେ ସାରା ଭାରତରେ ଖୁବ ଭାଇରାଲ୍ ହେଉଛି। ଲୋକମାନେ ମଧ୍ଯ ତାଙ୍କୁ ଅନେକ କଥା କହିଛନ୍ତି।
ହେଲେ ସେମାନେ ପରସ୍ପର କୁ ବିବାହ କରିଥିବାରୁ ସେ କାହାରି କଥାକୁ ଖାତିର କରି ନାହାଁନ୍ତି। ତେବେ ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.