Movie prime

ମୁଁ ଟିଉସନ୍ ଯାଇଥିଲି, ମୋ ପାଟି କୁ ଚାପି ଧରି ମୋ ସହ ଅନୈତିକ କାମ କରିଦେଲେ...

 
Special report
ନମସ୍କାର ପାଠକ ବନ୍ଧୁ।ଏ-କ-ତ-ର-ଫା ପ୍ରେମ କୁ ନେଇ ଆଉ ଏକ ଘଟଣା ସାମନା କୁ ଆସିଚି।ଆଜି ର ଯୁବ ପିଢ଼ି ଏ-କ-ତ-ର-ଫା ପ୍ରେମ କରି ଏପରି କିଛି କା-ଣ୍ଡ ଘଟାଉଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Special report
ଆଜି ଆମେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ପଞ୍ଚାୟତ ର ନାମ୍ପୋ ଗାଁ ବିଷୟ ରେ କହିବାକୁ ଯାଉଛୁ।ଏଠାରେ ଜଣେ ନାବାଳିକା ସହିତ ଅ-ସ-ଦା-ଚ-ର-ଣ କରା ଯାଇଚି।ଯେଉଁଥିପାଇଁ ନାବାଳିକା ଜଣକ ଥାନା ର ଦ୍ବାରସ୍ଥ ହୋଇଛି।କିଛି ଭୁଲ ନ ଥାଇ ଆଜି କମ୍ ବୟସ ର ସେ ଝିଅ କୁ ମିଳିଛି ଶାସ୍ତି।
ସୂଚନା ଅନୁସାରେ ନାମ୍ପୋ ଗ୍ରାମ ରେ ଜଣେ ନାବାଳିକା ଝିଅ କୁ ଗତ ୨୦୧୯ ମସିହା ରେ ସେହି ଗ୍ରାମ ର ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ।ହେଲେ ସେତେବେଳେ ଝିଅ ଟି ସିଧା ସିଧା ମନା କରି ଦେଇଥିଲା।
Special report
ଯୁବକ ଜଣକ ସେବେଠାରୁ ବାରମ୍ବାର ତାକୁ ପ୍ରେମ ନିବେଦନ କରି ଆସୁ ଅଛି।ତାଙ୍କ ପରିବାର ରେ ମଧ୍ୟ ଏ କଥା କୁ ଜଣାଇ ଥିଲା।କିନ୍ତୁ ଝିଅ ର ପରିବାର ଲୋକେ ଏହି ପ୍ରସ୍ତାବ କୁ ଗ୍ରହଣ କରି ନ ଥିଲେ।ସେମାନେ ନିଜ ଝିଅ କୁ ଜଗିବାକୁ ଆରମ୍ଭ କଲେ।
ଏହି କିଛି ଦିନ ତଳେ ଗଣେଶ ପୂଜା ହୋଇ ଥିଲା।ଝିଅ ଟି ନିଜ ସାଙ୍ଗ ସହିତ ବଜାର କୁ କିଣା କିଣି କରିବା ପାଇଁ ଯାଇଥିଲା।ଓ ବଜାର ରେ ସେହି ଯୁବକ ସହିତ ତାର ଦେଖା ହୋଇ ଥିଲା।ଯୁବକ ଜଣକ ସେଠାରେ ଝିଅ ଟିକୁ ଟଣା ଓଟରା କରିଥିଲା।ଓ ତାକୁ ଉଲଗ୍ନ କରି ମାରିବାକୁ ଆରମ୍ଭ କରିଥିଲା।
ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଝିଅ ଟିକୁ ରକ୍ଷା କଲେ।ଓ ଯୁବକ ଜଣକୁ ଧରି ପକାଇ ଥିଲେ।ଝିଅ ର ବାପା ଆସି ସେଠାରେ ତାଙ୍କ ଝିଅ କୁ ଘରକୁ ନେଇ ଯାଇଥିଲେ।ଏହା ପରେ ଯୁବକ ଜଣକ ସେ ସ୍ଥାନ ରୁ ଖସି ପଳାଇ ଯାଇଥିଲା।
ପରେ ଏ ବିଷୟରେ ଝିଅ ର ବାପା ଥାନା ରେ ଅଭିଯୋଗ କରିଛନ୍ତି।ଖୁବ୍ ଶୀଘ୍ର ଦୋଷୀ କୁ ଧରା ଯିବ। ଏବଂ ଅଭିଯୁକ୍ତ କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗ୍ରାମ ବାସି ମାନେ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.