Movie prime

ଦୁଇ ଜିଲ୍ଲାପାଳ କରିବେ ବିବାହ, ପୂର୍ବରୁ ହୋଇ ସାରିଛି ଛାଡ଼ପତ୍ର ଏବେ ନୂଆ ପ୍ରେମ ବିବାହ କରୁଛନ୍ତି ପରସ୍ପର

 
th

ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି।
ନିର୍ବନ୍ଧ ସରି ଯାଇଛି। ଆଉ ଏହି ତିନି ମାସ ଭିତରେ ବାହା ହୋଇ ପାରନ୍ତି ବଲାଙ୍ଗୀର ଜିଲ୍ଲାପାଳ ଆଉ ସମ୍ବଲପୁର ଜିଲ୍ଲାପାଳ।ବଲାଙ୍ଗୀର ଜିଲ୍ଲାପାଳ ବର ଆଉ ସମ୍ବଲପୁର ଜିଲ୍ଲାପାଳ ସାଜୀବେ କନିଆଁ। ଏଠାରେ କହି ରଖିବାକୁ ଚାହିଁବୁ ଯେ ଏହି ବାହାଘର ଭିତରେ ଚାରି ଜିଲ୍ଲାପାଳ ଙ୍କ କଥା ଆସୁଛି।ଚାରି ଜିଲ୍ଲାପାଳ ଙ୍କ ଛାଡ଼ପତ୍ର ଆଉ ନିର୍ବନ୍ଧ ର କାହାଣୀ।ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ୍ ରଣା ବର ହେବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ୍ ଶାଜିବେ କନିଆଁ।ପୂର୍ବତନ କଟକ ସି ଏମ୍ ସି ରେ କମିଶନର ଅନନ୍ୟା ଦାସ୍ ବେଶ୍ ଚର୍ଚ୍ଚାରେ ଥିଲେ। ତାଙ୍କର କାମ କରିବାର ତରିକା ବେଶ ପ୍ରଶଂସନୀୟ।ଚର୍ଚ୍ଚା କୁ ଆସିଥିବା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ୍ ଏବେ ବାହା ହେବାକୁ ଯାଉଛନ୍ତି।ରବିବାର ଦିନ ସମ୍ବଲପୁର ଜିଲ୍ଲାପାଳ ଙ୍କ ଆବାସିକ ବାସ ଭବନରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି।

ଏଥିରେ ଉଭୟ ଜିଲ୍ଲାପାଳ ଙ୍କ ପରିବାର ଲୋକେ ଆଉ କିଛି ହାତ ଗଣତି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ।ଆଉ ଶୁଣିବାକୁ ମିଳିଛି ଯେ ଖୁବ୍ ଶୀଘ୍ର ଏହି ତିନି ମାସ ମଧ୍ୟରେ ଉଭୟଙ୍କର ବେଶ୍ ଧୁମ୍ ଧାମରେ ବାହାଘର କରାଯିବ। ଆଉ ଏହି ନିର୍ବନ୍ଧ ସମୟରେ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ସୋସିଆଲ ମିଡିଆରେ ଯେତେବେଳେ ସମ୍ବଲପୁର ଜିଲ୍ଲାପାଳ ଙ୍କ ର ବାହାଘର କଥା ଭାଇରାଲ ହେଉଛି ସମସ୍ତେ ବହୁତ ଖୁସି ହେଉଛନ୍ତି।

ଚର୍ଚ୍ଚା ହେଉଛି ଯେ ଆସାମ ର ଝିଅ ଅନନ୍ୟା ଦାସ୍ ଯିଏ କି ବର୍ତ୍ତମାନ ସମୟରେ ସମ୍ବଲପୁର ର ଜିଲ୍ଲାପାଳ ଅଛନ୍ତି।ସେ କୋରାପୁଟ ଜିଲ୍ଲାପାଳ ଙ୍କୁ ବିବାହ କରିଥିଲେ।କିନ୍ତୁ ମତଭେଦ କାରଣରୁ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।


ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏହା ଶୁଣି ଅନେକ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ।କିନ୍ତୁ ଆଉ କିଛି ଲୋକମାନେ ବହୁତ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.