Movie prime

ବର୍ଷା ଙ୍କ ନୂଆ ଫିଲ୍ମ "ବସ୍" ଆସୁଚି ଦେଖ କେମିତି ଏଇ ଫିଲ୍ମ ମାର୍କେଟ ଘାଣ୍ଟିବ..

 
Hhh
ଆପଣମାନେ ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ରେ ରାଜ୍ କରୁଛନ୍ତି।ଆସନ୍ତା ମାର୍ଚ୍ଚ ୭ ତାରିଖ ରେ ମୁକ୍ତି ଲାଭ କରିବାକୁ ଯାଉଛି ଓଡିଆ ଫିଲ୍ମ Boss।
ଏହି ଚଳଚ୍ଚିତ୍ର ଜରିଆରେ ଦୀର୍ଘ ଦିନ ର ବ୍ୟବଧାନ ପରେ ଓଲିଉଡ଼ ଜଗତ କୁ କମ୍ ବ୍ୟାକ କରୁଛନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ। ଆର ଆର ଇଭେଣ୍ଟ ଓ ସିନେ ପ୍ରଡକ୍ସନ ବ୍ୟାନର ତଳେ ନିର୍ମିତ ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ।
Bb
ତେବେ ଏହି ଚଳଚ୍ଚିତ୍ର ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଭୂମିକା ରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ରାଜ୍ ରାଜେଶ।ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ଫିଲ୍ମ ର ଯାହା କାହାଣୀ ଅଛି ଏହି ଫିଲ୍ମ ନେମ୍ boss ଟାଇଟଲ ହିଁ ସୁଟ୍ କରୁଛି।
ଏହି ସିନେମା ରେ ପ୍ରତ୍ୟେକ ଲୋକ ମାନଙ୍କ ପାଇଁ ମେସେଜ ରହିଛି।ଶିକ୍ଷଣୀୟ କଥା ରହିଛି।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଇଛନ୍ତି।ଏହି ଚଳଚ୍ଚିତ୍ର ରେ ମଧ୍ୟ ଦର୍ଶକ ମାନେ ତାଙ୍କୁ ଭଲ ପାଇବା ଦେବେ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଆଶା ରହିଛି।
Gh
ଅଭିନେତ୍ରୀ ୨୦୨୦ ଏବଂ ୨୦୨୧ ରେ ଚଳଚ୍ଚିତ୍ର ରେ ନଜର ଆସିଥିଲେ। ତେବେ ଅନ୍ୟ କଳାକାର ଙ୍କ ମଧ୍ୟରେ ଆଗ ଧାଡ଼ି ର ହାସ୍ୟ ଅଭିନେତା ହରି ମହାପାତ୍ର, ଐଶ୍ୱରୀୟା, ଅରବିନ୍ଦ ଷଡ଼ଙ୍ଗୀ,ବିଜୟିନୀ ମିଶ୍ର,ପୁଷ୍ପାଞ୍ଜଳି ମିଶ୍ର ଭଳି ଅନେକ କଳାକାର ନଜର ଆସିବେ।
ଦେଢ଼ ବର୍ଷ ପରେ ବର୍ଷା ପ୍ରିୟଦର୍ଶିନୀ ଏହି ଚଳଚ୍ଚିତ୍ର କରିଛନ୍ତି।ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।ଅଭିନେତା ରାଜ୍ ରାଜେଶ କହିଛନ୍ତି ଯେ କଳାକାର ମାନେ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି।ଦର୍ଶକ ମାନେ ହଲ କୁ ଆସି ତାଙ୍କ ଚଳଚ୍ଚିତ୍ର ଦେଖନ୍ତୁ ବୋଲି ଅନୁରୋଧ କରିଛନ୍ତି।
ଫିଲ୍ମ ର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର।ସେହିଭଳି ପୁରା ସିନେମା ଓଡ଼ିଆ ରେ ସୁଟିଂ ହୋଇଛି।ନାରୀର ଚରିତ୍ର କୁ ନେଇ ନିର୍ମାଣ ହୋଇଛି ଫିଲ୍ମ Boss।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.