Movie prime

ସକାଳୁ ସକାଳୁ ବର୍ଷା ଦେଲେ ବହୁତ୍ ବଡ଼ ଖୁସି ଖବର, ଦେଖନ୍ତୁ କଣ ସେ ଖବର

 
Gsgs
ବର୍ତ୍ତମାନ ସମୟରେ ପୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଆପଣମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଏହି ଖୁସି ଖବର ଟି ସାମ୍ନାକୁ ଆସିଛି।ଆପଣମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର କରିଛନ୍ତି। 
ତାଙ୍କର ସବୁ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥାଏ।ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ ଏଯାଏଁ ବିବାଦ ଲାଗି ରହିଛି।କିନ୍ତୁ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଆସିଛି ଏକ ଖବର।ଯାହାକି ତାଙ୍କ ପ୍ରଶଂସକ ମାନଙ୍କୁ ବହୁତ ଭଲ ଲାଗୁଛି।ଅଭିନେତ୍ରୀ ବର୍ଷା ଙ୍କୁ ଖୁସି ଦେଖି ସମସ୍ତେ ଖୁସି ହେଉଛନ୍ତି।ବର୍ତ୍ତମାନ ସମୟରେ ଓଲିଉଡ଼ ର କୁଇ ନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଆସିଛି ବହୁତ ବଡ଼ ଖୁସି ଖବର।
ଆପଣମାନେ ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତି ଙ୍କ ମଧ୍ୟରେ ବିବାଦ ଦୀର୍ଘ ଚାରି ବର୍ଷ ହୋଇଗଲାଣି ଲାଗି ରହିଛି।ଏବଂ ଏହି ସବୁ ବିବାଦ ଭିତରେ ନିକଟ ଅତୀତରେ ବର୍ଷା ଙ୍କ ନାମରେ ଜଣେ ମହିଳା ଥାନାରେ ଏତଲା ଦେଇଥିଲେ । ବର୍ଷା ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।ସେ ବର୍ଷା ଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ ପରବର୍ତ୍ତୀ ସମୟରେ ଏହାର ଯାଞ୍ଚ ମଧ୍ୟ କରାଯାଇଥିଲା।
ସୋସିଆଲ ମିଡିଆରେ ମଧ୍ୟ ଯାହାକୁ ନେଇ ଚର୍ଚ୍ଚା ବେଶ୍ ଜୋର ଧରିଥିଲା।ଯେଉଁ ମହିଳା ବର୍ଷା ଙ୍କ ନାମରେ ଠକେଇ ଅଭିଯୋଗ କରିଥିଲେ ତାଙ୍କୁ କୋର୍ଟ ରେ ଯଥାଶୀଘ୍ର ହାଜର ହେବାପାଇଁ ନିର୍ଦେଶ ଦିଆଯାଇଛି।ହେଲେ ବର୍ତ୍ତମାନ ସୁଦ୍ଧା ସେହି ମହିଳା ଜଣଙ୍କ କୋଟି ରେ ହାଜର ହୋଇ ନାହାଁନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.