Movie prime

ଆଜ୍ଞା ସେ ବହୁତ୍ ଆଗରୁ ଛୋଟ ଛୋଟ ଝିଅ ଙ୍କ ରେପ୍ କରିଛି, ଆଉ ଏବେ ମୋ ଭିଡିଓ ରଖି ମତେ ହଇରାଣ କରୁଛି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଦିନ କୁ ଦିନ ଖବର କାଗଜ ରେ ଅନେକ ଖବର ପଢିଥିବେ।ଆଜି ଆମେ ଜଣେ ମହିଳା ଙ୍କ ପ୍ରତି ହୋଇ ଥିବା ଅନ୍ୟାୟ ଅତ୍ୟାଚାର ବିଷୟରେ କହିବାକୁ ଯାଉଛୁ।ସେ ଜଣେ ସାଧାରଣ ମହିଳା ନୁହେଁ।ସେ ହେଉଛନ୍ତି ଜଣେ ଅଭିନେତ୍ରୀ।
Special report
ଏବେ ଫିଲ୍ମ ଲାଇନ୍ ରେ କାଷ୍ଟିଙ୍ଗ କାଉଚ କରା ଯାଉଚି।ଅନେକ ଝିଅ ମାନେ ଫିଲ୍ମ କହିବା ପାଇଁ ଆସି ଏଭଳି ଖରାପ କାମ ଏ ଶିକାର ହେଉଛନ୍ତି।ଆମେ ଆଜି ଆପଣ ମାନଙ୍କୁ ଯେଉଁ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଚି ଭୁବନେଶ୍ୱର ଅଞ୍ଚଳ ର।
ସୂଚନା ଅନୁସାରେ ଜଣେ ମହିଳା ଫିଲ୍ମ ଓ ସିରିଏଲ୍ ଲାଇନ୍ ରେ ଅଭିନୟ କରିବାକୁ ଆସି ଥିଲେ।ତାଙ୍କର ଭୁବନ ନାୟକ ଓରଫ ରୀଙ୍କୁ ସହିତ।ଭୁବନ ଜଣେ ଦଲାଲ ଥିଲା।ଯିଏ କି ଫିଲ୍ମ, ଯାତ୍ରା,ଓ ବେଶ୍ୟା ସ୍ଥଳ ରେ ଝିଅ ମାନଙ୍କୁ ଆଣି ଯୋଗାଉ ଥିଲା।ଝିଅ ମାନଂକ ଠାରୁ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲା।
ଶେଷ ରେ ମୁଁହ ଖୋଲିଛନ୍ତି ଜଣେ ମହିଳା।ତାଙ୍କ କହିବା ଅନୁଯାୟୀ ଭୁବନ ନାୟକ ତାଙ୍କ ଠାରୁ ଅନେକ ଟଙ୍କା ନେଇ ଯାଇ ଛନ୍ତି।ପ୍ରଥମେ ସେ ତାଙ୍କୁ ଏକତରଫା ପ୍ରେମ କରୁଥିଲେ।ଏହା ପରେ ତାଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ।
Special report
କିନ୍ତୁ ଯୁବତୀ ଜଣକ ଏ ସବୁ କରିବାକୁ ଦେଉ ନ ଥିଲେ।ସେଥିପାଇଁ ରିଙ୍କୁ ରାଗି ଯାଇ ଯୁବତୀ ଙ୍କୁ କାମ ର ବାହାନା କରି ବିହାର ନେଇ ଗଲେ।ସେଠାରେ ଏକ ରୁମ୍ ରେ ରଖିଲେ।ଯେତେବେଳେ ଯୁବତୀ ଜଣକ ଜାଣିଲେ ଯେ ତାଙ୍କୁ ଏଠାକୁ କଣ ପାଇଁ ଅଣା ଯାଇଛି।
ସେତେବେଳେ ସେ ଲୁଚି କରି ସେ ସ୍ଥାନ ଛାଡି ଚାଲି ଆସିଲେ।ଭୁବନ ଏପରି ଅନେକ ଝିଅ ଙ୍କ ସହିତ ସମ୍ପର୍କ ରଖିଛି।ଛୋଟ ଛୋଟ ପିଲା ମାନଙ୍କୁ କାମ ଯୋଗାଇ ଦେବା ବାହାନା ରେ ତାଙ୍କ ସହିତ ସମ୍ପର୍କ ରଖିଥିଲେ।
ଅନେକ ଅର୍ଥ ତାଙ୍କ ଠାରୁ ନେଇ ଆସନ୍ତି।ଉକ୍ତ ଯୁବତୀ ଙ୍କ ବାଥ୍ ରୁମ୍ ରେ ଗାଧୋଉ ଥିବା ସମୟ ରେ ଏକ ଭିଡିଓ କରିଥିଲେ।ଯାହାକୁ ନେଇ ସେ ସବୁବେଳେ ବ୍ଲାକ ମେଲ କରୁଥିଲେ।
ଶେଷ ରେ ଯୁବତୀ ଜଣକ ଆଇନ ର ସାହାର୍ଯ୍ୟ ନେଇଛି।ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ଖୁବ୍ ଶୀଘ୍ର ତାଙ୍କୁ ପୋଲିସ ଗିରଫ କରିବ ବୋଲି ଆଶା କରା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.