Movie prime

ସାରା ଭାରତରେ VIRAl ହେଲାଣି ଏହି ଭିଡିଓ ଦେଖନ୍ତୁ ମନ୍ଦିରରେ ବାହା ହେଇଗଲେ ଶଶୁର ବୋହୂ !!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣମାନେ ଏମିତି କିଛି ଘଟଣା ବିଷୟରେ ସୂଚନା ପାଉଥିବେ ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
Special Report
ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲ-ଜ୍ୟାବୋଧ ହୋଇଥାଏ। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଳାପ ବୃଦ୍ଧି ପାଉଛି। 
ଯାହା ସେମାନଙ୍କୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ। ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡୁଥିବାରୁ ଦେଖିବାକୁ ମିଳେ।
Special Report
ଦୁନିଆରେ ସମସ୍ତେ ଜାଣିଥିବେ କି ବୋହୂ ଆଉ ଶଶୁରର ସମ୍ପର୍କ ହେଉଛି ବାପା ଆଉ ଝିଅର ସମ୍ପର୍କ। କିନ୍ତୁ ଏହି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ସମ୍ପର୍କରେ କଳା ଦାଗ ଲଗାଉଛନ୍ତି। ଆଉ ଏହି ସମାଜ ଏଥିପାଇଁ ନିନ୍ଦିତ ହେଉଛି। 
ତେବେ ବନ୍ଧୁଗଣ ପୁଣି ଲାଗିଲା ଶଶୁର ବୋହୂ ସମ୍ପର୍କରେ କଳଙ୍କ। ନିଜ ବୋହୂ କୁ ସ୍ତ୍ରୀ କରି ବାପା ଶବ୍ଦରେ ଲଗାଇଲେ କଳଙ୍କର ଦାଗ। ବନ୍ଧୁଗଣ ବୋହୂର ବୟସ ୨୫ ଆଉ ଶଶୁର ବୟସ ୪୫।
Special Report
ନିଜ ପୁତ୍ରର ମୃତ୍ୟୁ ଶଶୁର ରଖିଲେ ବୋହୂ ସହ ପାପ ସଂପର୍କ। ପୁଅ ଆରପାରିକୁ ଚାଲିଯିବା ପରେ ଶଶୁର ବୋହୂ କୁ ନିଜ ସ୍ତ୍ରୀର ଅଧିକାର ଦେଇଛନ୍ତି। ଶଶୁର ଜଣକ କହିଛନ୍ତି ନିଜ ଘରର ଇଜ୍ଜତ ଘରେ ରହିବା ପାଇଁ ନିଜ ବୋହୂକୁ ବିବାହ କରିଲେ। 
ଆଉ ବୋହୂ ଜଣକ କହିଛନ୍ତି ଯେ ତାଙ୍କର ଆଗକୁ ଆଉ ପଛକୁ କେହି ନଥିବାରୁ ସେ ତାଙ୍କ ଶଶୁରଙ୍କୁ ବିବାହ କରିବାର ନିଷ୍ପତ୍ତି ନେଲେ। ଉଭୟ ଶଶୁର ଆଉ ବୋହୂ ବିବାହ କରି ଖୁସି ନଜର ଆସୁଛନ୍ତି।
ଆଉ ଏଭଳି ବୋହୂ ଆଉ ଶଶୁର ଏହି ସମାଜ ପାଇଁ କଳଙ୍କ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି। ଆଉ ଏହି ଘଟଣାକୁ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.