Movie prime

ଫାଇନାଲ ମ୍ୟାଚ୍ ପରେ ଡ୍ରେସିଂ ରୁମ୍ ରେ କାନ୍ଦୁଥିଲେ ଖେଳାଳି, ଅଚାନକ ମୋଦୀ ଆସିଲେ ଆଉ କହିଲେ ଯାହା ହେଲା ହେଲା ଆଉ କାନ୍ଦନି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶ୍ୱକପ୍ ୨୦୨୩ ରେ ଭାରତରୁ ଯେଉଁ ହାର ର ସାମ୍ନା କରିବାକୁ ପଡ଼ିଛି। ଯାହାକୁ କି ଏତେବେଳ ପର୍ଯ୍ୟନ୍ତ ଲୋକ ମାନେ ଭୁଲି ପାରି ନାହାଁନ୍ତି।
Special Report
ସମସ୍ତଙ୍କ ମନ ଉଦାସ ଥିବା ବେଳେ କେହି ଏହାକୁ ଭୁଲି ପାରି ନାହାଁନ୍ତି। ଖେଳାଳୀ ମାନେ ମଧ୍ୟ ତାଙ୍କର ପ୍ରଦର୍ଶନ ପାଇଁ ଖୁବ୍ ଦୁଃଖିତ ମଧ୍ଯ ରହିଛନ୍ତି। କାରଣ ସେମାନେ କେବେ ହେଲେ ମଧ୍ୟ ଭାବି ନଥିଲେ କି ତାଙ୍କୁ ଏଭଳି ହାର ର ସାମ୍ନା କରିବାକୁ ପଡିବ।
ଯେତେବେଳେ ମାକ୍ସୱେଲ ଶେଷ ଦୁଇ ରନ୍ ନେଇ ଯାଇଥିଲେ ସେତେବେଳେ ଭାରତବାସୀ ଙ୍କ ସ୍ବପ୍ନ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି। ହାର ପରେ ଭାରତୀୟ ଖେଳାଳୀ ଙ୍କ ମନରେ ଦୁଃଖ କଣ ତାହା ସିଧା ବାରି ହୋଇ ପଡ଼ୁଥିଲା।
କ୍ୟାପଟେନ ରୋହିତ ଶର୍ମା ତୁରନ୍ତ ଡ୍ରେସିଂ ରୁମ୍ ଭିତରକୁ ଚାଲି ଯାଇଥିଲେ। ମହମ୍ମଦ ସିରାଜ୍ ମଇଦାନ ଉପରେ ହିଁ କାନ୍ଦିବାକୁ ଲାଗିଥିଲେ। ଏହି ମ୍ୟାଚ୍ କୁ ଦେଖିବା ପାଇଁ ନରେନ୍ଦ୍ର ମୋଦୀ ମଧ୍ୟ ସେଠାରେ ଯାଇ ପହଞ୍ଚି ଥିଲେ।
Special Report
ପିଏମ୍ ମୋଦୀ ଙ୍କ ନାମରେ ହିଁ ଏହି ଷ୍ଟାଡିୟମ ର ନାମ ମଧ୍ୟ ରହିଛି। ଭାରତୀୟ ଟିମ ଯେତେବେଳେ ହାରୀ ଯାଇଥିଲା ସେତେବେଳେ ନରେନ୍ଦ୍ର ମୋଦି ତୁରନ୍ତ ଯାଇ ଡ୍ରେସିଂ ରୁମ ରେ ପହଞ୍ଚି ଯାଇଥିଲେ।
ଆଉ ସେ ଖେଳାଳୀ ମାନଙ୍କ ପାଖରେ ପହଞ୍ଚି ତାଙ୍କର ଦୁଃଖ ସଂପର୍କରେ କଥା ହୋଇଥିଲେ। ଆଉ ନରେନ୍ଦ୍ର ମୋଦି ତାଙ୍କୁ ଖୁବ ପ୍ରେରଣା ମଧ୍ୟ ଦେଇଥିଲେ। ଜାଡେଜା ମଧ୍ୟ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ।
ଆଉ ସେ ସେଥିରେ ଲେଖିଥିଲେ କି ତାଙ୍କର ଟୁର୍ଣ୍ଣାମେଣ୍ଟ ଖୁବ୍ ଭଲ ଥିଲା। ଏହା ପରେ ମଧ୍ୟ ସେମାନେ ହାରୀ ଗଲେ ଆଉ ଏଥିପାଇଁ ସେମାନେ ଖୁବ୍ ଦୁଃଖୀ ମଧ୍ୟ ଅଟନ୍ତି। ଆଉ ତାଙ୍କର ଲୋକ ମାନଙ୍କ ସପୋର୍ଟ ମଧ୍ୟ ତାଙ୍କୁ ଆଗକୁ ପ୍ରେରିତ କରୁଛି।
ନରେନ୍ଦ୍ର ମୋଦି ମଧ୍ୟ ଆମର ଭାରତୀୟ ଖେଳାଳୀ ମାନଙ୍କର ଖୁବ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି। ତେବେ ଏହା ଆମର ଭାରତୀୟ କ୍ରିକେଟ ଟିମ ପାଇଁ ନିଶ୍ଚିତ ଲାଭବାନ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.