Movie prime

Bhubaneswar ରେ ମାଳି ସାହି ରେ ଏମିତି ବିତୁଛି ରାତି, ଦେଖନ୍ତୁ କେମିତି ଚାଲିଛି ଦେହ ବେପାରୀ ମାନଙ୍କ ଡ଼ିଲ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାତ୍ରି ସମୟରେ ରେଡ ଲାଇଟ୍ ଏରିଆ ରେ ଥିବା ଲୋକ ମାନେ ମହିଳା ମାନଙ୍କ ସହ ଏକାଠି ରୁହନ୍ତି। ସେଠାକାର ଝିଅ ଓ ମହିଳା ମାନେ କିଛି ପଇସା ପାଇଁ ହିଁ ନିଜ ଦେହ କୁ ବିକ୍ରୀ କରିଦେଇ ଥାଆନ୍ତି।
ଏଭଳି କରି ହିଁ ସେମାନେ ତାଙ୍କର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ରାତି ସମୟରେ ସେମାନେ ଏଭଳି ସଜ ବାଜ ହୋଇ ଗରାଖ ମାନଙ୍କୁ ଅପେକ୍ଷା କରିଥାଆନ୍ତି।
ସେମାନେ ଗରାଖ ମାନଙ୍କୁ ଖୁସୀ କରିବା ପାଇଁ ସବୁ କିଛି କରିବା କୁ ପ୍ରସ୍ତୁତ ଥାଆନ୍ତି। ସନ୍ଧ୍ୟା ହେବା ମାତ୍ରେ ହିଁ ସେଠାରେ ଭିଡ ଲାଗିଥାଏ। ଏହି ଦୃଶ୍ୟ ମଧ୍ଯ ହେଉଛି ଆମ ଓଡ଼ିଶାର ଏକ ସ୍ଥାନରେ।
ଆଜ୍ଞା ହଁ ଏବେ ତାଙ୍କୁ ଦେହ ବ୍ୟବସାୟ ପାଇଁ ସୁପ୍ରିକୋର୍ଟ ମଧ୍ଯ ଅନୁମତି ପ୍ରଦାନ କରି ସାରିଛନ୍ତି। ଯାହା ଦ୍ୱାରା କି ସେମାନେ ଦୁଇ ପଇସା ରୋଜଗାର କରି ପାରିବେ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖାଇବାକୁ ଯାଇଛୁ।
ଆଜ୍ଞା ହଁ ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ କି ମହିଳା ମାନେ କିଭଳି ଭାବରେ ଗୋଟେ ଲାଇନ ରେ ଛିଡ଼ା ହୋଇଛନ୍ତି। ସେମାନେ ମଧ୍ୟ ସେଠାରେ ଗରାଖ ମାନଙ୍କୁ ଅପେକ୍ଷା କରିଛନ୍ତି।
ଲୋକ ମାନଙ୍କ ଯିବା ଆସିବା ଓ ସଙ୍ଗମ ମଧ୍ଯ ସେଠାରେ ଜାରୀ ରହିଛି। ସେହି ସ୍ଥାନରେ ରାତ୍ରି ହେବା ମାତ୍ରେ ହିଁ କେତେ ମାତ୍ରାରେ ଭିଡ଼ ଲାଗୁଛି ଯାହାକି ଆପଣ ମାନେ ଭିଡିଓ ମାଧ୍ୟମରେ ଦେଖିବାକୁ ପାଉଥିବେ।
ଲୋକ ମାନଙ୍କ ସେଠାରେ ଗହଳି ଲାଗିଥିବା ବେଳେ ସେମାନେ ମହିଳା ମାନଙ୍କ ସହ ପଇସା ପାଇଁ ଡ଼ିଲ ମଧ୍ଯ କରୁଛନ୍ତି। ତାଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏହି ସବୁ ର ଏକ ଭିଡିଓ ମଧ୍ୟ କରିଛନ୍ତି ଏବଂ ସେ ଏହାକୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ ମଧ୍ଯ କରୁଛନ୍ତି।
ଏହି ଭିଡିଓ ମଧ୍ଯ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗୁଛି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.